pakka

ପାରା ଅଲିମ୍ପିକ୍ସରେ ଭାବିନାଙ୍କୁ ମିଳିଲା ରୌପ୍ୟ

ଟୋକିଓ : ଟୋକିଓ ପାରାଅଲିମ୍ପିକ୍ସରେ ଟେବୁଲ ଟେନିସ ଫାଇନାଲ ମ୍ୟାଚରେ ଭାରତର ଭାବିନା ପଟେଲଙ୍କୁ ରୌପ୍ୟ ମିଳିଛି । ଫାଇନାଲ ମ୍ୟାଚରେ ହାରି ରୌପ୍ୟ ଜିତିଛନ୍ତି ଭାବିନା । ଟେବୁଲ ଟେନିସ ମହିଳା ଫାଇନାଲ ରାଉଣ୍ଡରେ ଭାବିନା ପଟେଲଙ୍କୁ ଚାଇନାର ଜିଓ ୟିଙ୍ଗ ୩-୦ରେ ହରାଇଛନ୍ତି ।

Leave A Reply

Your email address will not be published.

eight + 14 =