Daily Archives

ଜନ୍ମାଷ୍ଟମୀ ଉପଲକ୍ଷେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ କଲା ସମ୍ବଲପୁରୀ କୃଷ୍ଣ ଭଜନ ‘କେଶବ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ଏକ ସୁନ୍ଦର ସମ୍ବଲପୁରୀ କୃଷ୍ଣ ଭଜନ 'କେଶବ କୃଷ୍ଣ ମୂରାରୀ' ଇତି ମଧ୍ୟରେ ମୁକ୍ତିଲାଭ ହୋଇଯାଇଛି । ଗୀତଟିକୁ ଲେଖିଛନ୍ତି ଗୁଣନିଧି ଛତ୍ରିଆ, ଗୀତକୁ ସ୍ୱର ସଂଯୋଜନା
Read More...

ପାଟଣାଗଡ଼ ସବ୍‌ଡିଭିଜନର ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ରାଜ୍ୟ କିଶାନ ସେଲ୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସବ୍‌ଡ଼ିଭିଜନରେ କଂଗ୍ରେସ ରାଜ୍ୟ କିଶାନ ସେଲ୍‌ର ଏକ ମରୁଡି ଅନୁସନ୍ଧାନ ଟିମ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ପରିଦର୍ଶନ କରିଥିଲେ । ସାରା ରାଜ୍ୟରେ ଏବେ କମ୍‌ ବର୍ଷା ହେଉଥିବାରୁ ବର୍ତମାନ ପ୍ରାୟତଃ ଜାଗାରେ ମରୁଡିର କରାଳ ରୂପ
Read More...

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି କୋଭିଡ ପ୍ଲସ ନାମରେ ଷ୍ଟେଜ ଅନ ହ୍ୱିିଲ ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ୟୁନିସେଫର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଅଭିମୁଖୀ କାର୍ୟ୍ୟକ୍ରମ ଆଜିି ଉଦଯାପିତ ହୋଇଛି ।
Read More...

ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ.୫ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋଇସିଂହା ବ୍ଲକ ବାଦିବାହାଲ ଗ୍ରା.ପ. ଏବଂ ଟିଟିଲାଗଡ ପୌରାଞ୍ଚଳ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂତନ କରୋନା ସଂକ୍ରମଣ ୪୬୭୫୯ : ୫୦୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୭୫୯ ନୂତନ କରୋନା ସଂକ୍ରମଣ ହୋଇଥିବା ବେଳେ ୫୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୬,୪୯,୯୪୭ ଓ ମୃତ୍ୟୁସଂଖ୍ୟା ୪,୩୭,୩୭୦ରେ ପହଞ୍ଚିଥିବା ବେଳେ ୩୧,୩୭୪ ଆକ୍ରାନ୍ତ ସୁସ୍ଥ ହୋଇ
Read More...

ବରଗଡ଼ରେ ଆପ୍ କାର୍ଯ୍ୟାଳୟ ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୌର ଓ ପଂଚାୟତ ନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ଦେଖା ଦେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଏଥିରେ ଆମ୍ ଆଦମୀ ପାର୍ଟି ମଧ୍ୟ ସକ୍ରିୟ ରହିଛି । ଶନିବାର ଆପ୍ ନିଜର ପାର୍ଟି କାର୍ଯ୍ୟାଳୟ ଉଦଘାଟନ କରିବା ସହ ବରଗଡ଼ର ଜନ
Read More...

ସଇଁନ୍ତଲା ରେଞ୍ଜ ବନ ବିଭାଗ ପକ୍ଷରୁ ସିଆଲବାହଲିରେ ମହିଳାଙ୍କୁ ସିଲେଇ ମେସିନ୍‌ ପ୍ରଦାନ 

ଗାଁର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ହେଉଛି ଲକ୍ଷ୍ୟ : ରେଞ୍ଜର ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ସିଆଲବାହାଲି ଗାଁରେ ସଇନ୍ତଲା ରେଞ୍ଜ ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ସିଲେଇ ମେସିନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା
Read More...

ରେଢ଼ାଖୋଲ ବନଖଣ୍ଡରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ରେଞ୍ଜ କରଡାପାଲ ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା ଖବର ମଳିଛି । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ଏହାର ତଦନ୍ତ କରୁଥିବା ବେଳେ ଗତକାଲି ରାତିରୁ ହାତୀର ମୃତ୍ୟୁ
Read More...

ପଦ୍ମପୁର ସବ୍‌ଡିଭିଜନ ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କଲେ ବିଜେପି ରାଜ୍ୟ ମୁରୁଡି ଅନୁସନ୍ଧାନ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବ୍‌ଡ଼ିଭିଜନରେ ବିଜେପି ରାଜ୍ୟ ଏକ ମରୁଡି ଅନୁସନ୍ଧାନ ଟିମ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ପରିଦର୍ଶନ କରିଥିଲେ । ସାରା ରାଜ୍ୟରେ ଏବେ କମ୍‌ ବର୍ଷା ହେଉଥିବାରୁ ବର୍ତ୍ତମାନ ପ୍ରାୟତଃ ସମସ୍ତ ଜାଗାରେ ମରୁଡି କରାଳ ରୂପ ନେବାରେ
Read More...

ଜିଲ୍ଲାସ୍ତରୀୟ ଆଇନ ସାକ୍ଷରତା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍‌ଲାଇନ୍‌ ମାଧ୍ୟମରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ଇ-ଆଇନ ସାକ୍ଷରତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ ।
Read More...