Daily Archives

ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ପ୍ରପୀଡ଼ିତ ଜିଲ୍ଲା ଭାବେ ଘୋଷଣା କରିବାକୁ ଋଷିକୂଲ୍ୟା ରୟତ ମହାସଭା ମଞ୍ଚ ପକ୍ଷରୁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଏବେ ଧାନଫସଲ କ୍ଷେତରେ ଅଭାବନୀୟ ପରିସ୍ଥିତି ଦେଖାଯାଇଛି । ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଜିଲ୍ଲାର ପ୍ରାୟ ୭୮ ପ୍ରତିଶତ ଜମିରେ ଧାନ ତଳି ନଷ୍ଟ ହୋଇଯାଇଥିବା କୁହାଯାଏ । ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ
Read More...

ମାଛ ବଜାର ବାରମ୍ବାର ଉଚ୍ଛେଦ ତଥା ସ୍ଥାନ ପରିବର୍ତ୍ତନ ନେଇ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରଦପ୍ତର ଛତ୍ରପୁରଠାରେ ଥିବା ପୁରୁଣା ମାଛ ବଜାର ଉଚ୍ଛେଦ ଅବା ସ୍ଥାନ ପରିବର୍ତ୍ତନ ନେଇ ସୋମବାର ମତ୍ସ୍ୟଜୀବୀ ତଥା ମାଛ ବ୍ୟବସାୟୀ ମାନେ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରି ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ । ବ୍ୟବସାୟୀମାନଙ୍କୁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୬୭୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଜୟଶ୍ରୀ କେମିକାଲସ୍‌ ଏମ୍ପ୍ଲଇ ୟୁନିୟନ୍‌ କର୍ମକର୍ତ୍ତା ମନୋନୀତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଏଲ୍ଲାମା ମନ୍ଦିର ପ୍ରାଙ୍ଗଣରେ ଜୟଶ୍ରୀ କେମିକାଲସ୍‌ ଏମ୍ପ୍ଲଇ ୟୁନିୟନର ଏକ ବୈଠକରେ ସର୍ବସଂମ୍ମତି କ୍ରମେ କର୍ମକର୍ତା ମନୋନୀତ କରାଯାଇଛି । ଏଥିରେ ସଭାପତି ଭାବେ ପୂର୍ବତନ ଛତ୍ରପୁର ବିଧାୟକ ଏନ୍‌.ନାରାୟଣ ରେଡ୍ଡୀଙ୍କୁ ମନୋନୀତ
Read More...

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ଦେଶାତ୍ମବୋଧକ ବହୁଭାଷୀ କବିତା ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନରେ ସମ୍ବାଦ ସାହିତ୍ୟ ଘର ବିଜ୍ଞାପିତ ଅଞ୍ଚଳ ପରିଷଦ ରମ୍ଭା ଓ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସ୍ମୃତି ସାହିତ୍ୟ ଓ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ୭୫ ତମ ପବିତ୍ର ସ୍ୱାଧୀନତା ଦିବସ ପାଳନ
Read More...

ଲର୍ଡସରେ ଭାରତର ଦମଦାର ବିଜୟ : ଇଂଲଣ୍ଡକୁ ୧୫୧ ରନରେ ହରାଇ ୧-୦ରେ ସିରିଜ ଆଗୁଆ ଭାରତ

ଲଣ୍ଡନ : ମଙ୍ଗଳବାର ଖେଳ ଆରମ୍ଭ ବେଳକୁ ମନରେ ଢେର ଆଶା ଆଶଙ୍କା ଥିଲା । ପନ୍ତ ପ୍ୟାଭିଲିୟନ ଫେରିବା ପରେ ଆସନ୍ନ ପରାଜୟ ବି ଜଳ ଜଳ ଦେଖା ଯାଉଥିଲା । ହେଲେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା କମାଲ କଲେ । ଅପୂର୍ବ ସାହସ, ଅସୀମ ଧୈର୍ଯ୍ୟ ଓ ଦୃଢ଼ ଏକାଗ୍ରତାର ବଳିଷ୍ଠ ନମୁନା ଦେଖାଇ
Read More...