Monthly Archives

July 2021

ଗତ ୨୪ ଘଂଟାରେ ରାଜ୍ୟରେ ୨୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୫୪୬୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୬୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ଖେଲ ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଲେ ଡେଲାଙ୍ଗ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ୭ଜଣ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ସାତ ଜଣ ଛାତ୍ରଛାତ୍ରୀ ଖେଲ ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଛନ୍ତି । ଚଳିତ ବର୍ଷ ଓଡିଶା ସରକାର ଓ ଓଡିଶା ଖୋ ଖୋ ସଂଘର ମିଳିତ ସହଯୋଗରେ ଭୁବନେଶ୍ୱର କୀଟ
Read More...

କୃତି ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛଅ ଜଣ କୃତୀ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଛଅ ଜଣ ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ ଗ୍ରେଡରେ ପାସ ହୋଇଛନ୍ତି । ସେମାନେ ହେଲେ
Read More...

ବୃକ୍ଷ ରୋପଣ କରି ନିଜ ଜନ୍ମ ଦିନ ପାଳନ କଲେ ସବିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ହେଲା ବିଭିନ୍ନ ସଙ୍ଗଠନ ପକ୍ଷରୁ ହଜାର ହଜାର ବୃକ୍ଷ ରୋପଣ ମଧ୍ୟ କରାଯାଇଛି । ହେଲେ ନିଜ ଜନ୍ମ ଦିନକୁ ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସବିତା । ତେବେ ବଲାଙ୍ଗିର ଜିଲ୍ଲା ଅଜିତା ମହିଳା ସଙ୍ଗଠନ ପକ୍ଷରୁ
Read More...

ଚିକିତ୍ସା ଅବହେଳା ଯୋଗୁଁ ଯୁବକଙ୍କ ପ୍ରାଣହାନୀ, ଅଭିଯୋଗ ଆଣିଲେ ପରିବାର ଲୋକେ : ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ । ମୃତ ବ୍ୟକ୍ତି ଜଣଙ୍କ ନାମ ଦୀର୍ଜୁ ଭୋଇ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସଇଁନ୍ତଲା ବ୍ଳକ ଘୁନସର
Read More...

ଅବସରପ୍ରାପ୍ତ ମ୍ୟୁନିସିପାଲିଟି କର୍ମଚାରୀ ରବିଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡା ନିବାସୀ ଅବସରପ୍ରାପ୍ତ ମ୍ୟୁନିସିପାଲିଟି କର୍ମଚାରୀ ତଥା ଜଣାଶୁଣା ଫୁଟବଲ ଖେଳାଳୀ ରବିଚନ୍ଦ୍ର ପଟ୍ଟନାୟକ (୭୦)ଙ୍କ ଶନିବାର ପୂର୍ବାହ୍ନ ୧୧ଟା ୪୦ରେ ପରଲୋକ ଘଟିଛି । ଶୁକ୍ରବାର ତାଙ୍କର ହୃତ୍‌ଘାତ ହେବା ପରେ ତାଙ୍କୁ ସ୍ଥାନୀୟ ଭୀମଭୋଇ
Read More...

ଲୋଇସିଂହା ଓ ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ଆଗଲପୁର ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଇଓ ସୁଶ୍ରୀ ରୀନାକୁମାରୀ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ବ୍ୟାସଦେବ ରାୟ, ଆରୁଣୀ
Read More...

ଛତ୍ରପୁର ବ୍ଲକ ଜିପିଇଓଙ୍କ ପରଲୋକ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର କାର୍ଯ୍ୟରତ ଜିପିଇଓ ସହଦେବ ମହାରଣାଙ୍କ ପରଲୋକ ହୋଇଥିବା ଜଣାପଡିଛି । ସେ ଗତ କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟ କରୁଥିବା ବେଳେ ଆଜି ଖଜୁରିଆ ଗ୍ରାମସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା
Read More...

ଦୁଇ ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଓ ଅଶୋକଙ୍କ ମଧ୍ୟରେ ତୁ-ତୁ ମେ-ମେ : ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଫାଟ,…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଜେପି ଦଳର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଓ ଅଶୋକଙ୍କ ମଧ୍ୟରେ ତୁ-ତୁ ମେ-ମେ ନେଇ ଚର୍ଚ୍ଚା । ତେବେ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଗୁଡ଼ଭେଲା ବ୍ଳକ କାର୍ୟ୍ୟଳୟକୁ ବିଜେପି
Read More...

ସୋହେଲା ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭଟଲି ବିଧାନସଭାର ସୋହେଲା ବ୍ଲକଠାରେ ଭଟଲି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଆହ୍ଵାନ କ୍ରମେ ସୋହେଲା ବିଜେପିର ମଣ୍ଡଳ ସଭାପତି ତଥା ସୋହେଲା ସାଂସଦ ପ୍ରତିନିଧି ନୃପରାଜ ନାୟକଙ୍କ
Read More...