Monthly Archives

July 2021

ମହତାବ ଉଚ୍ଚ ବିଦ୍ୟାଳୟରେ ଭୂମିପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟର ସରକାରଙ୍କ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି । ଯାହା ଫଳରେକି ଉକ୍ତ ବିଦ୍ୟାଳୟଟି ଏକ ମଡେଲ ବିଦ୍ୟାଳୟ କରିବା ପାଇଁ ବିଜେଡି ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଏହି ବିଦ୍ୟାଳୟଟି ଡେଲାଙ୍ଗ ଓ କଣାସ
Read More...

ରାଜ୍ୟରେ ଆଜି ୪ ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ଆଜି ୪ ଜିଲ୍ଲାରେ ଟୀକାକରଣ ବନ୍ଦ ରହିବାକୁ ଥିବା ବେଳେ ରାଜ୍ୟର ୭୫୮ କେନ୍ଦ୍ରରେ ଟୀକାକରଣ ଜାରି ରହିବ । ବାଲେଶ୍ୱର, ପୁରୀ, ସୋନପୁର ଓ କୋରାପୁଟରେ ବନ୍ଦ ରହିବ ଟୀକାକରଣ ।
Read More...

ଉଗ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଡେଲାଙ୍ଗ କଣ୍ଡର ସେବା ବିଭାଗ ପକ୍ଷରୁ ଚାଇଁପୁର ପଞ୍ଚାୟତର ଉଗ୍ରେଶ୍ୱର ଦେବଙ୍କ ପୀଠ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୁରୀ ବିଭାଗର ପ୍ରଚାରକ ଅସିତ
Read More...

ଏଫସିଆଇର ଅନିୟମିତତା ନେଇ ପାଟଣାଗଡ ବିଜେଡିର ଧାରଣା

ପାଟଣାଗଡ, (ଗୋରେଖନାଥ ବରହିହା) : ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ ପାଟଣାଗଡ ବିଜେଡିର ମଙ୍ଗଳବାର ଦିନ ଯୋଗୀମୁଣ୍ଡା ସ୍ଥିତ ଆର୍‌ଏମ୍‌ସି ପରିସରରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ମଧ୍ୟ ପାଟଣାଗଡ ତହସିଲଦାର ତଥା ଭାରପ୍ରାପ୍ତ
Read More...

ବେଳାଭୂମିରେ ମଦ୍ୟଶାଳା ଖୋଲିବା ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ଠାରେ ଥିବା କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକୀ ନିଧି(ଉତ୍କଳ ଶାଖା) ପକ୍ଷରୁ ସରକାର ଓଡିଶାରେ ପୁରୀ ସମେତ ୬ଟି ବେଳାଭୂମୀରେ ଶିଳ୍ପର ବିକାଶ ପରିପ୍ରେକ୍ଷୀରେ ପର୍ଯ୍ୟଟକଙ୍କ ପାଇଁ ମଦ୍ୟଶାଳା
Read More...

ଡେଲାଙ୍ଗରେ ମେଗା ରକ୍ତଦାନ ଶିବିର : ୧୦୩ ୟୁନିଟ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଡେଲାଙ୍ଗ ବ୍ଳକ ସ୍ଥିତ ଗଡମୋଟରୀ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ଡେଲାଙ୍ଗ ବିଜୁ ଜନତା ଦଳ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ୨୦ ହଜାର ଟଙ୍କା ଲୁଟ୍‌

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅଧିନସ୍ଥ ମାଧିଆପାଲି ଗାଁରେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ଲୁଟ୍‌ କରି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବ୍ଲକର ଅଇଁଲାସାରି ଗାଁର ଶିକ୍ଷକ ଉକାଲୁ ସା ବଲାଙ୍ଗିରରେ ନିଜ କାମ
Read More...

ଅତାବିରା ପୋଲିସ ଦ୍ୱାରା ବ୍ରାଉନସୁଗାର ଜବତ : ୨ ଗିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ବରଗଡ଼ ଅଞ୍ଚଳର ପ୍ରବଜିତ ସିଂ ଏବଂ ଦଶରଥ ବାରିକ ନାମକ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ଠାରୁ ୫.୮୫
Read More...

ନୂତନ ଘରୋଇ ବସଷ୍ଟାଣ୍ଡରୁ ପବିତ୍ର ବାହୁଡ଼ାରୁ ବସ୍ ଗଡିଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ପ୍ରତୀକ୍ଷାର ଅନ୍ତଘଟି ଆଜି ବରଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ୍ ଚଳାଚଳର ଶୁଭାରମ୍ଭ ହେଇଯାଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ,
Read More...

ବରଗଡ଼ରେ ବିଜେଡିର ଧାରଣା ଓ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀ କୂଳ ଦିନକୁ ଦିନ ହତାଶ ହେବାରେ ଲାଗିଲେଣି ।‌ ତାଙ୍କ ବିଭିନ୍ନ ସମୟରେ ବକେୟା ପାଉଣା କେନ୍ଦ୍ର ସରକାର ପ୍ରଦାନ କରୁନାହାନ୍ତି । ସେହିପରି ଜିଲ୍ଲାର ଏଫ୍‌ସିଆଇ ଗୋଦାମରେ ବଳକା ଚାଉଳ ମଧ୍ୟ ଉଠୁ ନାହିଁ । ଫଳରେ ତାହା ନଷ୍ଟ ହେଉଛି ।
Read More...