Monthly Archives

July 2021

ବଲାଙ୍ଗିର ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥୁରାଜ ହାଇସ୍କୁଲ ଠାରେ ଜିଲା ସ୍ତରୀୟ ବିଜ୍ଞାନ ମେଳା, ପରିବେଶ ପ୍ରଦର୍ଶନୀ ତଥା ବିଜ୍ଞାନ ଆଲୋଚନା ଚକ୍ର ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧୀକାରୀ ଧ୍ରୁବଚରଣ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ
Read More...

ବୋହୂଙ୍କୁ ଏସିଡ୍‌ ପିଇବାକୁ ଶାଶୁ ବାଧ୍ୟ କରିଥିବା ଅଭିଯୋଗ : ମହିଳା ଆୟୋଗଙ୍କ ହସ୍ତକ୍ଷେପ ପରେ ୬ ମାସ ପରେ ଶାଶୁଙ୍କ…

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲ୍ୟୁ) ଗୁରୁବାର ଦିନ କହିଛି ଯେ, ଦିଲ୍ଲୀର କିରାଡ଼ିରେ ରହୁଥିବା ଜଣେ ମହିଳା ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କ ଶାଶୁଙ୍କ ତାଗିଦ୍‌ ଦ୍ୱାରା ଏସିଡ୍‌ ପିଇବାକୁ ବାଧ୍ୟ ହୋଇଥିଲେ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏକ ସରକାରୀ ଡାକ୍ତରଖାନାରେ
Read More...

କୋଶଲ ସଂଗ୍ରାମୀଙ୍କୁ ପୋଲିସ ଛାଡ଼ିବା ପରେ ହଟିଲା ରାସ୍ତାରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଲ ସଂଗ୍ରାମୀଙ୍କୁ ପୋଲିସ ଛାଡ଼ିବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି । ତେବେ କୋଶଲ ଯୁବ ସମନ୍ୱୟ ସମିତିର ସଭ୍ୟମାନଙ୍କୁ ଛାଡ଼ିବା ଦାବୀରେ କଂଗ୍ରେସ ଓ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ବେଳେ ଏବେ ତାହା ହଟିଥିବା ଜଣାପଡ଼ିଛି ।
Read More...

ସାର କଳାବଜାରୀକୁ ବିରୋଧ କରି ଖପ୍ରାଖୋଲ କୃଷି ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା : ୟୁରିଆ ସହିତ ଭିଟାମିନ ନେବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ କେତେକ ସାର ଦୋକାନରେ ୟୁରିଆ ସାର କିଣିବା ବେଳେ ଚାଷୀ ହଇରାଣ ହେଉଥିବା ଓ ସାର କଳାବଜାରୀ ସହ ଚଢ଼ା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକରେ ସାର କଳାବଜାରୀ ହେଉଥିବା ଓ
Read More...

ମନ୍ତ୍ରୀ ଟୁକୁନୀଙ୍କୁ ବିରୋଧ ପରେ ଗତକାଲି ଠାରୁ ଥାନାରେ କୋଶଲ ସଂଗ୍ରାମୀଙ୍କୁ ଅଟକ : ପ୍ରତିବାଦରେ ଜାତୀୟ ରାଜପଥ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତକାଲି ଓଡ଼ିଶା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍‌କ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁଠାରେ କୋଶଳ ସଂଗ୍ରାମୀ ମାନେ ବିରୋଧ କରିଥିଲେ । ଫଳରେ ସଇଁନ୍ତଲା ପୋଲିସ ଗତ ରାତି ୮ଟା ସମୟରୁ ବର୍ତ୍ତମାନ ସୁଦ୍ଧା ଥାନାରେ
Read More...

ସ୍ୱର୍ଗତ ସଦାଶିବ ବେହେରାଙ୍କ ଜନ୍ମ ବାର୍ଷିକୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଅର୍ନ୍ତଗତ ଲଖମରା ସରକାରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରାଣଦାତା ତଥା ପ୍ରତିଷ୍ଠାତା ସ୍ୱର୍ଗତ ସଦାଶିବ ବେହେରାଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏକଦା ସେ ଥିଲେ ଓଡ଼ିଶା ନିର୍ମାତା ତଥା ଇଣ୍ଡୋନେସିଆର
Read More...

ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚ୍ ଜିତିଲେ ପି. ଭି.ସିନ୍ଧୁ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚ୍ ଜିତିଲେ ଭାରତୀୟ ସଟଲର ପି. ଭି.ସିନ୍ଧୁ । ତେବେ ପି. ଭି.ସିନ୍ଧୁ ଗ୍ରୁପ-ଜିର ପ୍ରଥମ ମୁକାବିଲାକୁ ଜିତି ନେଇଛନ୍ତି । ଇସ୍ରାଏଲର ସୋନିଆ ପୋଲିକାରପୋଓ୍ୱାଙ୍କୁ ୨୧-୭, ୨୧-୧୦ ସେଟରେ ହରାଇଛନ୍ତି । ମାତ୍ର ୨୯ ମିନିଟ ଲଢ଼େଇ ବାଜି ମାରିଛନ୍ତି ପି.
Read More...

ପ୍ରେମ ସଂପର୍କକୁ ନେଇ ପ୍ରେମିକଙ୍କୁ ପିଟିପିଟି ହତ୍ୟା, ପ୍ରାଇଭେଟ୍‌ ପାର୍ଟ ମଧ୍ୟ କାଟି ଦେଇଥିଲେ : ଲୋକେ ପ୍ରେମିକାଙ୍କ…

ମୁଜାଫରପୁର : ଏକ ପ୍ରେମ ସଂପର୍କକୁ ନେଇ ବିହାରର ମୁଜାଫରପୁରରେ ଜଣେ ପ୍ରେମିକଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯୁବକଙ୍କୁ ବାଡି ଓ ଲୁହା ରଡରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯିବା ସହିତ ତାଙ୍କ ପ୍ରାଇଭେଟ୍‌ ପାର୍ଟ ମଧ୍ୟ କାଟି ଦିଆଯାଇଥିଲା । ଏହି ଘଟଣା
Read More...

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା : ପ୍ରତିବାଦରେ ମହୀଧରପୁର-ଅନୁଗୁଳ ମୁଖ୍ୟ ରାସ୍ତା ଅବରୋଧ

ଅନୁଗୁଳ : ଘରଠାରୁ ଅଳ୍ପ ଦୂରରେ ପ୍ରବାହିତ ଗାଁ ନାଳକୁ ଗାଧୋଇ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ବୁଦାମୂଳରୁ ଉଦ୍ଧାର ହୋଇଛି । ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା କୁହାଯାଉଛି । ସେଥିପାଇଁ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସୂଚନା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬୭ ଜଣଙ୍କର ପ୍ରାଣଗଲା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୧୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି
Read More...