Monthly Archives

July 2021

ଗଞ୍ଜାମ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟରେ ଗତକାଲି ଅପରାହ୍ନରେ ସ୍ଥାନୀୟ ଗ୍ରାସୀମ ଶିଳ୍ପ ଅନୁଷ୍ଠାନର ସହଯୋଗରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଯୋଗଦେଇ ଔଷଧୀୟ ଚାରା ରୋପଣ ପୂର୍ବକ ମହୋତ୍ସବର
Read More...

ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସନ୍ତା ଜୁଲାଇ ୩୧ରେ ପ୍ରକାଶ ପାଇବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସନ୍ତା ଜୁଲାଇ ୩୧ରେ ପ୍ରକାଶ ପାଇବ । ୩୧ ତାରିଖ ଦିନ ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ
Read More...

ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ହସ୍ତରେ ୧୦ଟି ଅକ୍ସିଜେନ ସାନ୍ଦ୍ରକ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କରୋନା ମୁକାବିଲା କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ କରିବା ପାଇଁ ଜାତୀୟକରଣ ବ୍ୟାଙ୍କ ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ୧୦ଟି ଅମ୍ଳଜାନ ସାନ୍ଦ୍ରକ ପ୍ରଦାନ କରାଯାଇଛି । ପ୍ରତ୍ୟେକ ସାନ୍ଦ୍ରକର କ୍ଷମତା ୧୫
Read More...

ବିଦ୍ୟୁତ୍ ବିଲରେ ଦ୍ଵନ୍ଦ ବୋଲି କାଟି ଦେଲେ ଲାଇନ୍ : ୫ଦିନ ହେଲା ନେଟୱର୍କ ସେବାରୁ ବଞ୍ଚିତ ଉପଭୋକ୍ତା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଡାସିଂହାରେ ଥିବା ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ୫ଦିନ ହେଲା ବିଏସ୍‌ଏନ୍‌ଏଲ୍ ଓ ଜିଓ ନେଟୱର୍କ ସେବା ମିଳୁନଥିବା କୁଡ଼ାସିଂହା ଅଞ୍ଚଳର ନେଟୱର୍କ ବ୍ୟବହାରକାରୀ ଅଭିଯୋଗ
Read More...

ନବୀନଙ୍କ ନିର୍ବାଚନ ମଣ୍ଡଳୀ ରୀତାଙ୍କ ସାମ୍ରାଜ୍ୟରେ କଲେଜ ରାସ୍ତା ପାଲଟିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀକୁ ଖୋଦ ମୁଖ୍ୟମନ୍ତ୍ରୀ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଘୋଷଣା କରିଥିଲେ । ଦୀର୍ଘ ଦିନ ହେବ ବିଜେପୁର କଲେଜ ରାସ୍ତା ବେଶ ଶୋଚନୀୟ ହୋଇ ପଡିରହିଥିବା ଦେଖିବାକୁ ମିଳିଛି କିନ୍ତୁ ଏଥି
Read More...

ମାହେଶ୍ଵରୀ ସଂଗଠନର କୁଡ଼ାସିଂହା ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ : ରୋପଣ ହେଲା ଶତାଧିକ ବୃକ୍ଷ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ମାହେଶ୍ୱରୀ ସଙ୍ଗଠନ କୁଡାସିଂହା ଶାଖା ତରଫରୁ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁର ପ୍ରାଥମିକ ଡାକ୍ତରଖାନା ଓ ସାପ୍ତାହିକ ବଜାର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି
Read More...

ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଯୁବକ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ତାଙ୍କ ଠାରୁ
Read More...

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ଡାକ୍ତରଖାନା ଗଲେ ଅସହାୟ ରୋଗୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ଅନୁରୋଧ ପରେ ଓଡିଶାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇ ଅସହାୟ ରୋଗୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା
Read More...

ବିଜେଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ସଞ୍ଜୟ ବେହେରାଙ୍କ ନେତୃତ୍ୱରେ କପିଲାଭଟା
Read More...

ମୁଣ୍ଡପଦର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ସ୍ଥାୟୀ ମ୍ୟାନେଜର ଓ ଚାଷୀଙ୍କ ବୀମା ଦାବୀରେ ଧାରଣା ଦେଲେ ଚାଷୀ

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମୁଣ୍ଡପଦର ଗ୍ରାମରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ସ୍ଥାୟୀ ବ୍ୟାଙ୍କ ମ୍ୟାନେଜର ଓ ଚାଷୀ ମାନଙ୍କ ବୀମା କରିବା ଦାବୀରେ ଆଜି ଚାଷୀ ମାନେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ବିଭାଗୀୟ ଅଧିକାରୀଙ୍କ
Read More...