Monthly Archives

July 2021

ଏଥର ରଥ ଟାଣିବେ ସେବାୟତ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କେବଳ ପୁରୀରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର କେବଳ ସେବାୟତମାନେ ହିଁ ରଥ ଟାଣିପାରିବେ
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କ ଗ୍ୟାସ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ବ୍ଲକ ବାନ୍ଧୁପଲା ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ବାନ୍ଧୁପଲା ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କର୍ମୀମାନଙ୍କୁ ଗ୍ୟାସ ଚୁହ୍ଲା ସହ ଗ୍ୟାସ
Read More...

୭୨ତମ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଜଜ୍‌ ତଥା ବଲାଙ୍ଗିର ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ବଚ୍‌ପନ୍‌ ଓ ଏକାଡେ଼ମିକ୍‌ ହାଇଟ୍‌ ପବ୍ଲିକ୍‌ ସ୍କୁଲ ପ୍ରାଙ୍ଗଣରେ
Read More...

ପଲ୍ଲୀ ଆଲୋକ ପାଠାଗାର ଓ ଜୁହାର ପରିବାର ତରଫରୁ କଳାକାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଆଗଲପୁର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ସମୟରେ ଲକ୍‌ଡାଉନ୍‌ ଜାରି କରୁଛନ୍ତି । ଫଳରେ ଅନେକ କଳାକାରଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏଭଳି ଏକ ସମୟରେ ଏହି କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତି
Read More...

ନୃସିଂହନାଥ ବନାଞ୍ଚନ ପକ୍ଷରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲସ୍ଥିତ ଅଗ୍ନିସମ ବିଭାଗ କାର୍ଯ୍ୟାଳୟ ପରିସରରେ ନୃସିଂହନାଥ ବନାଞ୍ଚଳ ପକ୍ଷରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୃସିଂହନାଥ ବନାଞ୍ଚଳ ଅଧିକାରୀ ଗିରିଧାରୀ ପ୍ରଧାନ ମୂଖ୍ୟ ଅତିଥି, ବନପାଳ ଲୋକେଶ
Read More...

ଟିଟିଲାଗଡ ତହସିଲଦାରଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ଵ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ର ତହସିଲଦାର କାର୍ଯ୍ୟାଳୟରେ କାର୍ଯ୍ୟରତ ଭାବରେ ଥିବା ତହସିଲଦାର ପ୍ରେମଲାଲ ହିଆଳଙ୍କୁ ଟିଟିଲାଗଡ ପୌରପରିଷଦ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ସହରୀ ଉନ୍ନୟନ ବିଭାଗର ଜୁଲାଇ ତିନି
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ରେଞ୍ଜ ଅଧିକାରୀ ରାଜକିଶୋର ନାଏକ, ଶିକ୍ଷକ ଭକ୍ତଚରଣ ନାଏକ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ୟ ନିତ୍ୟାନନ୍ଦ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Read More...

କୋରାପୁଟରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁରରୁ ୧ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ସଦର ପୋଲିସ । ଏହି ଗଞ୍ଜେଇକୁ ବ୍ରାହ୍ମଣୀ ଗାଁ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଜବତ କରାଯାଇଛି । ପାଖାପାଖି ୧୨୪୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ, ଘଟଣାରେ ୨ ଜଣଙ୍କୁ ଗିରଫ
Read More...

ପ୍ରବଳ ବର୍ଷା ଓ ବଜ୍ରପାତରେ ୨୭ଟି ମେଣ୍ଢାଙ୍କର ମୃତ୍ୟୁ : ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ରଣବା ପଞ୍ଚାୟତ ଖାରିଗୁଡା ଗ୍ରାମରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ୨୭ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ହଠାତ୍
Read More...

ଖଦ୍ୟୋଗ ଅନୁଷ୍ଠାନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଖଦ୍ୟୋତ ତରଫରୁ କୋଭିଡ୍‌ ୧୯ ନିୟମ ପାଳନ କରି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଦଶମ ଶ୍ରେଣୀର ଶ୍ରେଷ୍ଠ କୃତିତ୍ୱ ହାସଲ ଥିବା
Read More...