Monthly Archives

July 2021

ହଜିଗଲା ମାନବିକତା : ମୁଖାଗ୍ନିରୁ ବଞ୍ଚିତ ହେଲା ପୁଅ, ଝିଅ ଦେଲା ମୁଖାଗ୍ନି

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଡିଏଭି କଲେଜର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ବ୍ରଜମୋହନ ପଟେଲଙ୍କ ସହଧର୍ମିଣୀ ଲକ୍ଷ୍ମୀପ୍ରିୟା ପଟେଲ ଓରଫ ମିନୀ (୬୭)ଙ୍କ ଗତ ୫ ତାରିଖରେ ବିଳମ୍ବିତ ରାତ୍ରୀରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଝିଅ ସଂଘମିତ୍ରା, ଜ୍ୱାଇଁ କମଳ ଲୋଚନ, ନାତି
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୪୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୮୭୩୦କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟିର ଭର୍‌ଚୁଏଲ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ କମିଟିର ଏକ ଭର୍‌ଚୁଏଲ ମିଟିଂ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭର୍‌ଚୁଏଲ ସଭାରେ ମେଣ୍ଟର
Read More...

ଦେଓଗାଁରେ ଆଜି କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକରେ କୌଣସି କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇନଥିବା ସରକାରୀ ରିପୋର୍ଟ ଆସିଛି । ଫଳରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହା ସହ ଆଗ କେମିତି କରୋନା ରୋଗୀ ଚିହ୍ନଟ ନ ହେବେ ସେନେଇ ପ୍ରଶାସନ ପକ୍ଷରୁ କଟକଣା କରାଯିବାକୁ
Read More...

ମାଇକଲ୍‌ ବିଅର ଫ୍ୟାକ୍ଟ୍ରିରେ ଜଣେ ମୃତ : ଘଟଣା ଚପାଇ ଦେବାକୁ ଚାଲିଛି ଉଦ୍ୟମ

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ନୁନହାଡ ପାଖରେ ଥିବା ମାଇକଲ୍‌ ବିୟର ପ୍ୟାକ୍ଟ୍ରି ଭିତରେ କାମ କରୁଥିବା ବେଳେ ଜଣେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ନୁନହାଡ ଗାଁର ବିଶ୍ୱନାଥ ହଂସ (୩୮) । ସେ ଫ୍ୟାକ୍ଟ୍ରି ଭିତରେ ପଲିଙ୍ଗ ପ୍ଲାଣ୍ଟରେ ୧୫ଫୁଟ
Read More...

ସମ୍ବଲପୁର, ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ୪ ଦିନ ବିଦ୍ୟୁତ୍‌ କାଟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ଚିପିଲିମା ପାୱାର ହାଉସ୍‌ରେ ମରାମତି କାମ ଯୋଗୁ ସମ୍ବଲପୁର ଓ ବରଗଡ ଜିଲାର ବିଭିନ୍ନ ଅଞ୍ଚଳରେ ୪ ଦିନ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହେବ । ଓଏଚ୍‌ପିସି ପକ୍ଷରୁ ଚିପିଲିମାରେ ପାୱାର ଟ୍ରାନ୍ସଫର୍ମରରେ ୧୨.୫ ଏମ୍‌ଭିଏ କ୍ଷମତା ବିଶିଷ୍ଟ ନୂଆ ପାୱାର
Read More...

ବଲାଙ୍ଗିର ଜିଲ୍ଲାରେ ଆଶୀର୍ବାଦ ଯୋଜନା ତୁରନ୍ତ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆଶୀର୍ବାଦ ଯୋଜନା କାର୍ଯ୍ୟକାରିତା ସଂପର୍କରେ ଏକ ସଚେତନତା ସଭା ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ଜିଲ୍ଲାପାଳ,
Read More...

ବାଂଲାଦେଶ : ରେକର୍ଡ ସଂଖ୍ୟକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ବାଧ୍ୟ କଲା

ଢାକା : ବାଂଲାଦେଶର କୋଭିଡ -୧୯ ଯୋଗୁଁ ଗୋଟିଏ ଦିନରେ ରେକର୍ଡ ୧୬୪ ମୃତ୍ୟୁ ଏବଂ ୯,୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଜୁଲାଇ ୧୪ ପର୍ଯ୍ୟନ୍ତ ଏକ ସପ୍ତାହ ଯାଏ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ହେତୁ
Read More...

ପାଇକମାଲ ଯୋଗାଣ ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଯୋଗାଣ ସହାୟକଙ୍କ ଦ୍ଵାରା ଏକ ଗୁରୁତ୍ୱପୂର୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି କନକଲତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ରଜନୀକାନ୍ତ ସାହୁ ସଭା
Read More...

୩ ଶହରୁ ଅଧିକ ଗାଈ ମାନଙ୍କୁ ସୁରକ୍ଷା ଦେବାରେ ସକ୍ଷମ

ଭୁବନେଶ୍ୱର, (ଲୋକନାଥ ଶଙ୍କର ସିଂହ) : ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ଗ୍ରାମ ଦେଇ ଓଡିଶାକୁ ଗାଈ ଚଲାଣ କରାଯାଉଥିଲା । ୩ ଶହରୁ ଅଧିକ ଗାଇ ଝାରଖଣ୍ଡରୁ ଓଡିଶାକୁ ଚଲାଣ କରାଯାଉଥିଲା । ବିଶ୍ୱ ହିନ୍ଦୁ ରକ୍ଷା ବାହିନୀର ପ୍ରତିଷ୍ଠାତା ସନ୍ଦୀପ ମିଶ୍ରଙ୍କ ନେତୃତ୍ୱରେ
Read More...