Daily Archives

ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ରହିଲେ ଦୂତି

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ରହିଛନ୍ତି ଓଡ଼ିଶା ଧାବିକା ଦୂତି ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ବିଫଳ ହୋଇଥିବା ବେଳେ ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି
Read More...

ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ସତ୍ୟନାରାୟଣଙ୍କୁ ଏନ୍‌ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ତଥା ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କୁ ଏନ୍‌ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ପ୍ରଧାନ ଉଭୟ ଏନ୍‌ଡିଆର୍‌ଏଫ୍‌ ଓ ଏନ୍‌ସିବିର ଡିଜି ରୂପେ ଗୁରୁ ଦାୟିତ୍ୱ ତୁଲାଇବେ । ଶ୍ରୀ ପ୍ରଧାନ ୧୯୮୮
Read More...

ୱାନ ନେସନ୍ ୱାନ ରାସନ୍ କାର୍ଡ ରାଜ୍ୟରେ ଆରମ୍ଭ ହେଲା

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଠାରୁ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ । ତେବେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ରାସନ ସାମଗ୍ରୀ ପାଇପାରିବେ । ଖାଉଟିଙ୍କୁ
Read More...

ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ଗଞ୍ଜାମ ଜିଲ୍ଲାର ଦୁଇ ଦିନିଆ ଗସ୍ତରେ ଆସି ପିଡିଏସ ସାମଗ୍ରୀ ବଣ୍ଟନର ବ୍ୟବସ୍ଥା ଓ ଉନ୍ନୟନ ସମୀକ୍ଷା ସହ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୩୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କଟକରୁ ୧୦, ଖୋର୍ଦ୍ଧାରୁ ୮, ଭଦ୍ରକରୁ
Read More...

ମୀରାବାଇ ଚାନୁଙ୍କୁ ତାଙ୍କ ପ୍ରିୟ ହିରୋ ସଲମାନ ଖାନ ଜଣାଇଲେ ବିଜୟ ପାଇଁ ଅଭିନନ୍ଦନ : କହିଲେ, ଆପଣ ତ’ ପ୍ରକୃତ…

ମୁମ୍ବାଇ : ଜାତୀୟ ଭାରୋତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ୨୦୨୦ ଗ୍ରୀଷ୍ମ ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି । ଟୋକିଓରେ ଅନୁଷ୍ଠିତ ମେଗା-ସ୍ପୋର୍ଟସ ଫେଷ୍ଟରେ ଭାରତର ପଦକ ଖାତା ଖୋଲି ୨୬ ବର୍ଷୀୟା ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ।
Read More...

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା : ୫୦୪ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ…

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା । ଚଳିତବର୍ଷ କରୋନା ଯୋଗୁଁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲା । ତେବେ ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଫର୍ମପୂରଣ କରି ଅଫ୍ ଲାଇନ୍
Read More...

ରାଜ୍ୟରେ କୋଭିଡ଼ ସଂକ୍ରମଣ ସ୍ଥିତି : ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୬୭୧୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୦୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୫୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ରୁଷା ଦେଲା ଅନୁଦାନ, ରାଜ୍ୟ ସରକାର ସାଉଁଟିଲେ ପ୍ରଶଂସା : ଅଭିଯୋଗ ଆଣିଲା ବିଜେପି

ସୂଚନା ଫଳକରେ ସାଂସଦଙ୍କ ନାମ ନଥିବାରୁ ଅସନ୍ତୋଷ ପ୍ରକାଶ କଲା ଯୁବ ମୋର୍ଚ୍ଚା ଟିଟିଲାଗଡ଼, (ଗୌରବ ଦର୍ଜୀ) : କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଅନୁଯାୟୀ ରାଜ୍ୟ ସରକାରଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି । ଲୋକମାନଙ୍କର ସର୍ବନିମ୍ନ ମୌଳିକ ସମସ୍ୟା ହେଉ ବା ସ୍ୱାସ୍ଥ୍ୟ କି ଗମନା ଗମନ ପାଇଁ
Read More...

ବନପାଳଙ୍କୁ ବିଦାୟକାଳୀନ ଓ ବନରକ୍ଷୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭଟଲି ବନାଞ୍ଚଳ ଅନ୍ତର୍ଗତ ଭଟିଲି ସେକ୍ସନର ବନପାଳ ସୁଦାମ ଜଗଦଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଭାବରେ ଯୋଗଦାନ କରିଥିବା ଦ୍ୱାରୀ ବିଟର ବନରକ୍ଷୀ ଶ୍ରୀମତୀ ଲିଜି ମହାପାତ୍ରଙ୍କୁ ଶ୍ରୀ ଶ୍ରୀ ମା' ଘଣ୍ଟେଶ୍ୱରୀ ଟ୍ରଷ୍ଟ ବୋର୍ଡ ଭଟିଲି ଓ
Read More...