Daily Archives

ଗର୍ଭବତୀ ମହିଳାଙ୍କ ଟୀକାକରଣ ଆଜିଠୁ ରାଜ୍ୟରେ ଆରମ୍ଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗର୍ଭବତୀ ମହିଳାଙ୍କ ଟୀକାକରଣ ଆଜିଠୁ ରାଜ୍ୟରେ ଆରମ୍ଭ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗର୍ଭବତୀ ମହିଳାଙ୍କ ପାଇଁ କୋୱିନ୍ ପୋର୍ଟାଲରେ ଏକ ବିଶେଷ ବୈଶିଷ୍ଟ୍ୟ ଯୋଗ କରାଯାଇଛି। ସେମାନେ
Read More...

ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଆରମ୍ଭ : ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ବାଦବିବାଦ ହୋଇ ଦୀର୍ଘଦିନ ଧରି ପୌରପରିଷଦ ଦ୍ୱାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ପଡ଼ି ରହିଥିଲା । କିଛି ଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ନୂତନ ଜିଲ୍ଲାପାଳ ତଥା ପୌର ପ୍ରଶାସିକା ମନୀଷା ବାନାର୍ଜୀ ବନ୍ଦ୍ ହୋଇ ପଡି
Read More...

ରାଜ୍ୟସ୍ତରକୁ ମନୋନୀତ ହୋଇ ବରଗଡ ଜିଲ୍ଲା ତଥା ସ୍କୁଲ ପାଇଁ ଗୌରବ ଆଣିଲେ ସିମ୍‌ରନ୍ ପଟେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକରେ ଗତ ଦୁଇ ଦିନ ଧରି ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଳକର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନଲାଇନ ମାଧ୍ୟମ(ଭାରଚୁଏଲ )ମୋଡରେ ବିଭିନ୍ନ
Read More...

ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୩ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଛତିଶଗଡ଼ : ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାରୁ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲା ଫର୍ସପାଲ ଥାନା ଅନ୍ତର୍ଗତ ଢୋଲକାଲ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧିର ଖବର ପାଇ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ଡ଼ିଆରଜି ଯବାନ । ଗତକାଲି ସଂଧ୍ୟା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଯଶୋବନ୍ତଙ୍କ ଟ୍ୱିଟ୍‌ ପରେ ଗାଁକୁ ପହଁଚିଲା ମେଡିକାଲ ଟିମ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଭାଲୁଚୁଆଁ ଗାଁ ଦିବ୍ୟାଙ୍ଗ ମାନଙ୍କ ଗନ୍ଥା ଘର ପାଲିଟିଛି । ଏହି ଗାଁରେ ୧୯ରୁ ଅଧିକ ଶିଶୁ ଦିବ୍ୟାଙ୍ଗ ଅଟନ୍ତି । କଣ ପାଇଁ ଏତେ ସଂଖ୍ୟକ ଶିଶୁ ବିକଳାଙ୍ଗ ପାଲିଟି ଯାଇଛନ୍ତି ତାହା ସମସ୍ତଙ୍କୁ ଅଜଣା । ଏହି ଦିବ୍ୟାଙ୍ଗ
Read More...

କୋଭିଡ ସଚେତନତା ରଥ ଗଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଲୋକଙ୍କୁ ବହୁ ଅତିଷ୍ଟ କରି ଦେଲାଣି । ଏହାକୁ ଦୃଷ୍ଟିରେ ରଖି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାରୋଟି କରୋନା ସଚେତନତା ରଥ ଗଡୁଛି । ଆଜି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ
Read More...

ପରଲୋକରେ ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ : ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ହୋଇଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୧୯୭୮ରେ କିସା କୁର୍ସି କା ଚଲଚ୍ଚିତ୍ରରୁ ସେ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେ ତିନୋଟି ବଲିଉଡ
Read More...

ଆଭ୍ୟନ୍ତରୀଣ ଦେଢଶୂଳୀ ପଂଚାୟତରେ ନାରୀ ଶିକ୍ଷା : ପ୍ରଥମ ସ୍ନାତକୋତ୍ତର ଛାତ୍ରୀ ସୁଶାନ୍ତି ମାଝୀ

ମ.ରାମପୁର, (ହେମନ୍ତ ସାହୁ) : ଦିନେ ନାରୀ ଶିକ୍ଷାର ଚିତ୍ରକୁ ଥୋଇବାକୁ ଯାଇ ଫକୀରମୋହନ ସେନାପତି ରେବତୀ ଗଳ୍ପ ରଚନା କଲେ । ଯେଉଁଠି ତାର ଜେଜେମାଁ, ରେବତୀକୁ ପଠପଢିବାକୁ ବାରଣ କରୁଥାଏ । କିନ୍ତୁ ପରେ ପରେ ଏହି ଚିତ୍ରରେ ପରିବର୍ତ୍ତନ ଦେଖାଗଲା । ସେହି ଜେଜେମାଁ ମାନେ ହିଁ ନିଜ ନାତୁଣୀଙ୍କୁ
Read More...

ବ୍ରହ୍ମପୁର ଆଇଟିଆଇ ପରିସରରେ ଗ୍ରାସ ଆର୍ଟ ପାର୍କ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ ପରିସରରେ ଗୁରୁବାର ଏକ ମେଗା ତଥା ରାଜ୍ୟର ପ୍ରଥମ ଗ୍ରୀନଗ୍ରାସ ଆର୍ଟ ପାର୍କ ଉଦଘାଟିତ ହୋଇଛି । କୁତ୍ରିମ ପ୍ଲାଷ୍ଟିକ, ନାଇଲନରେ ନିର୍ମିତ ଏହି ଗ୍ରାସରେ ବିଭିନ୍ନ ବନ୍ୟଜନ୍ତୁ,
Read More...

କତରକେଲା ଗାଁରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ବ୍ଲକ ଅଧିନସ୍ଥ କତରକେଲା ଗାଁରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଟିଟିଲାଗଡ଼ ବ୍ଲକରେ ଏକ ମାତ୍ର ଗାଁ ଭାବରେ କତରକେଲା ଗାଁରେ ଏହି ସୋଭାଗ୍ୟ ଦେଖିବାକୁ ମିଳିଛି । ଗାଁରେ ନବ
Read More...