କଲରା ପତରିଆ ବାଘ ଛାଲ ଜବତ : ଜଣେ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର, ତଦନ୍ତ ଜାରି
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଁସର ଗ୍ରାମରୁ ବନ ବିଭାଗ କଲରା ପତରିଆ ବାଘ ଛାଲ ଜବତ କରିଛି । ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । ସୂଚନା ମତେ କଁସର ଗ୍ରାମର ବିଶ୍ଵାମିତ୍ର ରଣାଙ୍କ ଘରେ ବାଘ ଛାଲ ଥିବା ବନ ବିଭାଗ ଖବର ପାଇଥିଲା । ଖବର!-->…
Read More...
Read More...