Monthly Archives

June 2021

ଗଛରେ ପିଟିଲା ଗାଡି : ଅଳ୍ପକେ ବର୍ତିଲେ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ନାକେରସିରା ଛକ ଠାରେ ଆଜି ସକାଳୁ ୫ ଘଣ୍ଟା ମଧ୍ୟରେ ବଲାଙ୍ଗିର ଦେଇ ଆସୁଥିବା ଗାଡି ନମ୍ବର ଓଡ଼ି ୦୨ ବିଏମ ୭୦୫୧ ଗାଡିଟି ଏକ ଲିମ୍ବ ଗଛର ପିଟି ହୋଇ ଅଳ୍ପକେ ବର୍ତିଲେ ଗାଡ଼ିରେ ଥିବା ୩ ଜଣ ଯୁବକ । ସୂଚନା ମତେ ବଲାଙ୍ଗିର
Read More...

ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୩୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୦୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣେ ରହିଥିବା
Read More...

ଯଦି ଫୁସଫୁସକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଏହି ଜିନିଷଗୁଡ଼ିକୁ କେବେ ବି ଖାଆନ୍ତୁ ନାହିଁ : ଫୁସଫୁସରେ କ୍ଷତି…

ସନ୍ତୁଳିତ ଖାଦ୍ୟ ଫୁସଫୁସକୁ ସୁସ୍ଥ ରଖିବା ସହିତ ଶରୀରକୁ ବଳିଷ୍ଠ ରଖିବାରେ ସହାୟକ ହୋଇଥାଏ । ସାଧାରଣତଃ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଖାଦ୍ୟ ସମୂହରୁ ବିଭିନ୍ନ ଖାଦ୍ୟ ଖାଇବା ଉଚିତ । ମାତ୍ର ଧୂମପାନ ସହିତ କିଛି ଜିନିଷ ରହିଛି, ଯାହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ ।
Read More...

କରୋନାର ତୃତୀୟ ତରଙ୍ଗ ଦ୍ୱାରା ଅଧିକ ପିଲା ଆକ୍ରାନ୍ତ ହେବେ କି : ଆସନ୍ତୁ ଜାଣିବା ଏମ୍‌ସ୍‌ର ସେରୋ ସର୍ଭେର ତଥ୍ୟ

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଅବସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ୍‌)ର ନେତୃତ୍ୱରେ ଦେଶର ୫ଟି ଡାକ୍ତରଖାନା ଦ୍ୱାରା କରାଯାଇଥିବା ସେରୋ ସର୍ଭେର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ଏହା ସାମ୍ନାକୁ ଆସିଛି ଯେ, କରୋନାର ଦ୍ୱିତୀୟ
Read More...

ବ୍ଲକ ପ୍ରଶାସନର ଛାୟା ଠିକାଦାର ପ୍ରୀତି ଅଭିଯୋଗ : ବିନା ସୂଚନା ଫଳକରେ ଚାଲିଛି ନିମ୍ନ ମାନର କାର୍ଯ୍ୟ

ବୌଦ୍ଧ, (କେପିଏନଏସ୍) : କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ଫାସେଡ ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ତାହା ଅତି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି । ସରକାରୀ ନିୟମ ଅନୁସାରେ ମେଟାଲିଂ ୪ଇଞ୍ଚ ଓ ଚିପ୍ସ ଢଲେଇ ୩ଇଞ୍ଚ ରହିବା ନିୟମ ରହିଥିବା ବେଳେ ଏଠାରେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୩୩୩୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୭୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୬୩୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦରେ ଖଟଖଟିଆଠାରେ ଆଠ ଘଣ୍ଟା ଧରି ରାସ୍ତା ଅବରୋଧ କଲେ ଚାଷୀ : ଚାଷୀଙ୍କ ଦ୍ୱାରା ପେକ୍ସ…

ବୌଦ୍ଧ, (ମମତା ମହାକୁର) : ମଣ୍ଡିରୁ ଧାନ ନ ଉଠିବାରୁ କଂଟାମାଲ ବ୍ଲକ ଖଟଖଟିଆ ଛକରେ ଦୀର୍ଘ ଆଠ ଘଣ୍ଟା ଧରି ରାସ୍ତା ଅବରୋଧ କଲେ ଚାଷୀ । ବୋୖଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନ ବିକ୍ର ହୋଇ ନପାରି ପଡିରହିଛି ଶହ ଶହ କ୍ୱିଣ୍ଟାଲ ଧାନ । ବୋୖଦ୍ଧ ଜିଲ୍ଲା କଂଟାମାଲ ବ୍ଲକର ସିମିଲିପଦର
Read More...

ତୁଷୁରା ହସ୍ପିଟାଲରେ ଡାକ୍ତର ଦାବୀ ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାପତକା ପ୍ରଦର୍ଶନ : ୬ ଜଣ ଅଟକ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅବହେଳା କରୁଥିବାର ପ୍ରତିବାଦରେ ତୁଷୁରାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତରଖାନାରେ ଡାକ୍ତର ଅଭାବ ପୂରଣ କରିବା ପାଇଁ ପ୍ରତିବାଦ କରି ଆସୁଥିବା ୟୁଥ ଏକ୍ସନ କମିଟି ଆଜି ମହିଳା ଓ ଶିଶୁ ବିକାଶ
Read More...

ପୁଲିସ ମୋବାଇଲ ୟୁନିଟ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨୦ କ୍ଵିଣ୍ଟାଲ ମହୁଲ ପୋଚ ନଷ୍ଟ, ୧୦୦ ଲିଟର ରନ୍ଧା ମଦ ଜବତ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଲକ୍ କୁଳୁତାପଡ଼ା ପଞ୍ଚାୟତର ବନ୍ଧପଡା ଗାଁ’ରେ ଗୁରୁବାର ଦିନ ଅବକାରୀ ବିଭାଗ ଚଢ଼ଉ କରି ମଦ ଓ ମହୁଲ ପୋଚକୁ ଜବତ କରିଛି । ବଲାଙ୍ଗିର ପୁଲିସ ମୋବାଇଲ ୟୁନିଟ ଓ ତୁଷୁରା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ
Read More...

ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିରେ ନାମିତ କରାଯାଇଥିବା ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ତଥା ସ୍ମାଇଲ୍‌ ଫର୍‌ ଅଲ୍‌ ଅନୁଷ୍ଠାନର ସହଯୋଗରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ରୋଗୀମାନଙ୍କ ସହାୟକ ଏବଂ ଭିକାରୀମାନଙ୍କୁ ସନ୍ଧ୍ୟା
Read More...