ଦୁଇ ବର୍ଷ ତିନି ମାସ ପରେ ଫେରାର୍ ଧର୍ଷଣ ଅଭିଯୁକ୍ତ ଗିରଫ୍
ପାଟଣାଗଡ଼, (କେପିଏନ୍ଏସ୍) : ଗତ ୨୦ ମାର୍ଚ୍ଚ ୨୦୧୯ ଦିନ ଜଣେ ଯୁବତୀଙ୍କ ଏତଲା କ୍ରମେ ପାଟଣାଗଡ଼ ଥାନାରେ କେସ୍ ନଂ.୬୭/୧୯ରେ ଏକ ଧର୍ଷଣ ଓ ହରିଜନ ଆଦିବାସୀ ନିର୍ୟାତନା ଆଇନ ଅଧୀନରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଘଟଣା ପର ଠାରୁ ଭଇଁଷା ଗାଁର ଅଭିଯୁକ୍ତ ଅରୁଣ ପୋଢ଼ ସେହି ସମୟରୁ ପୋଲିସ!-->…
Read More...
Read More...