Daily Archives

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାନ ସହିତ କୃତଜ୍ଞତା ଜଣାଇଲେ କଳିକେଶ ନାରାୟଣ ସିଂହଦେଓ : ବଲାଙ୍ଗିର ଜିଲ୍ଲା ବିଜେଡିରୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ତିନି ସକ୍ରିୟ ମହିଳାଙ୍କୁ ରାଜ୍ୟ ଓ ଜିଲ୍ଲା ସଙ୍ଗଠନ ଦାୟିତ୍ୱ ତୁଲାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଯୋଗ ଦେଇଥିବାରୁ ବଲାଙ୍ଗିରର ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ କୃତଜ୍ଞତା ଜଣାଇବା ସହିତ ନୂତନ କର୍ମକର୍ତ୍ତାଙ୍କୁ
Read More...

ବିକାଶଠୁ ଦୂରରେ ବରଘାଟି : ନଇଁ ସାଜିଛି ଗାଁ ଦାଣ୍ଡ, ସମସ୍ୟା ଅନେକ ସମାଧାନ ଶୂନ

ପାଣି ଟୋପାଏ ପାଇଁ ପଶୁ ମଣିଷ ଗୋଟିଏ ଘାଟରେ ଦେଓଗାଁ, (ମନୀଷ କୁମାର ସାହୁ) : ଚାରିପଟରେ ଘଞ୍ଚ ଜଙ୍ଗଲ ମଝିରେ ରହିଛି ଆଦିବାସୀ ବହୁଳ ବରଘାଟି ଗାଁ । ହେଲେ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା । ଡିଜିଟାଲ ଯୁଗରେ ଆଦିମ ମଣିଷ ଭଳି ଜୀବନ ଯାପନ କରୁଛନ୍ତି ଏଠାକାର
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୦ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରା.ପରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ ଝରଣୀପାଲି ଗ୍ରା.ପରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲଟିରୁ ଜଣେ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପରୁ
Read More...

ଦିବଙ୍ଗତ ସାମ୍ବାଦିକ ଦୀପକ ମିଶ୍ରଙ୍କ ଶବ ସତ୍କାର ପାଇଁ ରେଡ୍‌କ୍ରସ୍ ପକ୍ଷରୁ ସହାୟତା ରାଶି ପ୍ରଦାନ

ଡ଼େଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦିବଙ୍ଗତ ସାମ୍ବାଦିକ ଦୀପକ ମିଶ୍ରଙ୍କ ବିୟୋଗରେ ଡ଼େଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡ଼େଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ, ବିଡିଓ ଦିଲୀପ କୁମାର ଷଡଙ୍ଗୀ, ଓ ଆଇଆଇସି
Read More...

ସୁବର୍ଣ୍ଣପୁରର ନୂଆ ଜିଲ୍ଲାପାଳ ଅୱେଲି ସୁନୀଲ ନରଭଣେ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାର ସୁବର୍ଣ୍ଣପୁରର ନୂଆ ଜିଲ୍ଲାପାଳ ଭାବରେ ଅୱେଲି ସୁନୀଲ ନରଭଣେଙ୍କୁ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିବା ବେଳେ ସୁବର୍ଣ୍ଣପୁରର ଜିଲ୍ଲାପାଳ ମୋନୀଷା ବନାର୍ଜୀଙ୍କୁ ବରଗଡ
Read More...

ପାଇକମାଲରେ ଶୁଭାରମ୍ଭ ହେଲା ଇଶାନ ବଜାଜ ସୋରୁମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ଲୋକଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜସୁବିଧାରେ ଯିବା ଆସିବା ପାଇଁ ଶୁଭାରମ୍ଭ ହେଲା ଇଶାନ ବଜାଜ ସୋରୁମ୍‌, ପାଇକମାଲ ଛକଠାରୁ ଝାରବନ୍ଧ ରାସ୍ତାରେ ଏହି ସୋରୁମ୍‌ ଅବସ୍ଥିତ, ଲୋକେ କିପରି ସଠିକ୍‌ ଦରରେ ସୁବିଧାରେ ମୋଟରଯାନ ପାଇ ପାରିବେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା
Read More...

ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ସହାୟତା ପ୍ରଦାନ

ବୌଦ୍ଧ, (ବଂଶୀଧର ମାଝୀ) : ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମା, ଧର୍ମ ପତ୍ନୀ ଓ ଦୁଇଝିଅକୁ ଭେଟି ସାନ୍ତ୍ୱନା ଦେବା ସହ ସହାୟତା
Read More...

କୋମଲ ସେନାର ରାସ୍ତାରୋକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀଙ୍କ ସମସ୍ୟାର ସମାଧାନ ଦାବୀରେ ଆଜି କୋମଲ ସେନା ପକ୍ଷରୁ ଗୋଡଭଗା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ କଡ଼ରେ ଶହଶହ ଯାନବାହାନ ଅଟକି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ରବି ଋତୁରେ ଧାନ ଅମଳ ହେବା ପରେ
Read More...

ସାଙ୍ଗରେ ଆସିଥିବା ଯୁବକ ରକ୍ତ ଦେଲେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନା ଟୀକାକରଣ ଚାଲିଥିବା ଯୋଗୁଁ ରକ୍ତଦାତାଙ୍କ ଘୋର ଅଭାବ ଦେଖାଦେଉଛି । ପୂର୍ବରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକା ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ୧୮ ବର୍ଷରୁ ୪୪ ବର୍ଷ ବୟସର ବ୍ୟକ୍ତି ମାନଙ୍କୁ ଟୀକା ଦିଆଚାଲିଛି । ଟୀକା
Read More...