Daily Archives

ସାବିତ୍ରୀ

ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି) ଓଷା କରିବାର ଉତ୍ସାହ ନେଇଏକ ଗାମଲାର ଛୋଟ ବଟ ବୃକ୍ଷରେସିନ୍ଦୂର ଚନ୍ଦନ ଧୂପ ଦୀପ ଟେକିମହକୁଥାଏ ସତୀ ମହକରେ । ଯା' ହେଉ, ଦୁଇ ତିନି ବର୍ଷରେସତୀତ୍ୱର ଡିଗ୍ରୀକୁ ପ୍ରାପ୍ତ କରିହେଲାଟିକେ ଅସ୍ପୃଶ୍ୟ ବୋଲି । ସାବିତ୍ରୀ କୁହେ -ଏକା ସାଙ୍ଗରେ ବ୍ରତ
Read More...

କରୋନା କଟକଣା ମଧ୍ୟରେ ସାବିତ୍ରୀ ବ୍ରତ : ମନ୍ଦିର ଫାଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାବିତ୍ରୀ ଅମାବାସ୍ୟା । ବିବାହିତା ମହିଳାଙ୍କ ପାଇଁ ବଡ଼ ବ୍ରତ ଭାବରେ ପରିଚିତ ସାବିତ୍ରୀ ବ୍ରତ । କରୋନା କଟକଣା ମଧ୍ୟରେ ବି ଚାଲିଛି ପାଳନ । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଦାଉ ସାଧିଛି କରୋନା । ମନ୍ଦିର ସବୁ ଫାଙ୍କା । କରୋନା କଟକଣା ଯୋଗୁଁ
Read More...

ସୁନା ବ୍ୟବସାୟୀ ଗଜାନନ ହତ୍ୟା ମାମଲା : ଆତ୍ମସମର୍ପଣ କରି ଥାନାରୁ ନିଖୋଜ ଅଭିଯୁକ୍ତ

୭ମାସ ପରେ ଭାଇ ସହ ଆସି ଥାନାରେ କରିଥିଲେ ଆତ୍ମସମର୍ପଣପୁଅ ଥାନାରେ ନ ଥିବାର ଅଭିଯୋଗ ଆଣିଲେ ବାପାଆତ୍ମସର୍ମପଣ ଘଟଣାକୁ ପୁଲିସର ଅସ୍ବିକାର ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୭ମାସ ତଳେ ହୋଇଥିବା ନିଖୋଜ ସୁନା ବ୍ୟବସାୟୀ ହତ୍ୟାକାଣ୍ଡ ଘଟଣାରେ ସୁନା ବ୍ୟବସାୟୀ ଗଜାନନକୁ ଅପହରଣ
Read More...

ଆଜିର ସୂର୍ଯ୍ୟୋପରାଗ କେତେବେଳେ ଏବଂ କେଉଁଠାରେ ଭାରତରେ ଦୃଶ୍ୟମାନ ହେବ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଆଜି ଜ୍ୟେଷ୍ଠ ଆମାବାସ୍ୟାରେ ହେବାକୁ ଯାଉଛି । ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟୋପରାଗ ମଧ୍ୟାହ୍ନ ୧:୪୨ ରୁ ଆରମ୍ଭ ହୋଇ ସଂଧ୍ୟା ୬.୪୧ ପର୍ୟ୍ୟନ୍ତ ଚାଲିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସୂର୍ଯ୍ୟୋପରାଗ ଭାରତର
Read More...

ତାଙ୍କ ମୃତ୍ୟୁ ପରେ ୩ ଟି ରାଜ୍ୟରୁ ୭ ଜଣଙ୍କୁ ନୂତନ ଜୀବନ ଦେଲେ କାମିନୀ

ସୁରଟ : ସୁରଟର ଜଣେ ମହିଳାଙ୍କ ଅଙ୍ଗରୁ ପାଞ୍ଚ ଜଣ ନୂଆ ଜୀବନ ପାଇଛନ୍ତି ଏବଂ ଆଉ ଦୁଇଜଣ ଲୋକ ଉପକୃତ ହେବାକୁ ଯାଉଛନ୍ତି । ଏହି ମହିଳା ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । କିନ୍ତୁ ତାଙ୍କ ହୃଦୟ ଏବେ ବି ଜଣେ ମହିଳାଙ୍କ ଛାତିରେ ଜୀବିତ ରହିଛି । ତାଙ୍କ ଫୁସଫୁସ ଅନ୍ୟ ମହିଳାଙ୍କ ରକ୍ତରେ
Read More...

ଚାରି ମହଲା କୋଠା ଭୁଷୁଡି ପଡିଲା : ୧୧ ଜଣଙ୍କର ମୃତ୍ୟୁ, ୭ ଜଣ ଆହତ

ମୁମ୍ବାଇ : ମାଲାଡ ୱେଷ୍ଟର ମାଲଭାନି ଅଞ୍ଚଳରେ ଚାରି ମହଲା କୋଠା ଭୁଷୁଡ଼ି ଯିବା ପରେ ଚାପି ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ । ବୁଧବାର ରାତି ୧୧.୧୦ ସମୟରେ ହଠାତ୍ ସମଗ୍ର କୋଠା ଭୁଷୁଡି ପଡିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । କୋଠା ଭୁଷୁଡ଼ିବା ମାତ୍ରେ ବହୁତ୍‌
Read More...

ଅଭିଲେଖାଗାର ଚଳନ୍ତି ଇତିହାସର ଗନ୍ତାଘର : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ନୋବେଲ କୋଭିଡ଼-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଅନ୍‌ଲାଇନ୍‌ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହି ଦିବସଟି ପାଳନ କରାଯାଇଛି । ଏହି ଦୃଶ୍ୟଶ୍ରାବ୍ୟ କାର୍ୟ୍ୟକ୍ରମରେ ପର୍ୟ୍ୟଟନ ଓଡ଼ିଆ
Read More...

ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଷ୍ଟେସନ ପାସେଞ୍ଜର ହଲ୍‌ଟ୍‌କୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ପାଇଁ ଦାବୀ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀର ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ପାସେଞ୍ଜର ହଲ୍‌ଟ୍‌କୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ପାଇଁ ଗତ ଏପ୍ରିଲମାସରୁ ଏକ ଭର୍ଚ୍ୱାଲ ମିଟ୍‌ରେ ଗଣ ଧାରଣା ହୋଇଆସିଛି, ଏବେ ଲକ୍‌ଡାଉନ ପାଇଁ ଥମି ନ ଯାଇ ପୂର୍ବପରି ଚାଲି ରହିଛି । କିନ୍ତୁ ଏବେ
Read More...

ଶିଶୁଙ୍କ ଜୀବନ ଅମୂଲ୍ୟ ସମ୍ପଦ, ସମସ୍ତ ଶିଶୁଙ୍କୁ କୋରନା ସଂକ୍ରମଣରୁ ରକ୍ଷା ନିମନ୍ତେ ବୟସ୍କମାନେ ଟୀକା ନେବା ଜରୁରୀ :…

ତୃତୀୟ ଲହର ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ସତର୍କତାବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ସବୁ ଗ୍ରହଣ କରାଯାଉଛି । ଶିଶୁମାନେ ଯେପରି କରୋନା ସଂକ୍ରମଣରୁ ରକ୍ଷା ପାଇବେ, ସେ ଦିଗରେ
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୬୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧରୁ ୧୦୧୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୬୯୩୩୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୫୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...