Daily Archives

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ଅନୁଗୁଳ, ବରଗଡ଼, କଟକ, ଝାରସୁଗୁଡ଼ା ଜିଲ୍ଲାରୁ
Read More...

ଭୀମ ଭୋଇ ମେଡିକାଲରେ ଲାଗିଲା ଅତ୍ୟାଧୁନିକ ମାଗଲୁମି-୮୦୦ ମେସିନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲରେ ଆଜି ଅତ୍ୟାଧୁନିକ ମାଗଲୁମି-୮୦୦ ମେସିନ ପ୍ରତିଷ୍ଠା କରାଯାଇଛି । ପାଥୋଲୋଜି ବିଭାଗରେ ଏହି ମେସିନ ଖଞ୍ଜା ହେବା ଦ୍ୱାରା କରୋନା ରୋଗର ବିଭିନ୍ନ ପରୀକ୍ଷା ସମେତ ହରମୋନ, ଟ୍ୟୁମର ଓ କ୍ୟାନସର ଆଦି ବିଭିନ୍ନ ରୋଗ ନିରୂପଣ
Read More...

ଧାନର ସର୍ବନିମ୍ନ ମୂଲ୍ୟରେ ୭୨ଟଙ୍କାର ବୃଦ୍ଧି ଚାଷୀଙ୍କ ପାଇଁ କଟା ଘା’ରେ ଚୁନ ସଦୃଶ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି କେନ୍ଦ୍ର ସରକାର ଧାନ ସମେତ ଅନ୍ୟ ୧୪ଟି ଖରିଫ ଫସଲର ନୂତନ ସର୍ବନିମ୍ନ ମୂଲ୍ୟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଧାନର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପିଛା ମାତ୍ର ୭୨ଟଙ୍କା ବୃଦ୍ଧି କରାଯାଇଛି ।
Read More...

ମହିଳା ସୈନ୍ୟ ପୋଲିସ ନିମନ୍ତେ ନିଯୁକ୍ତି ରାଲି ପାଇଁ ନାମ ପଞ୍ଜିକରଣ : ଆସନ୍ତା ୨୦ ପର୍ଯ୍ୟନ୍ତ ଖୋଲାରହିବ ୱେବ୍‌ସାଇଟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆସନ୍ତା ୨୦/୦୭/୨୧ପର୍ଯ୍ୟନ୍ତ ୨୦୨୧-୨୨ ବର୍ଷ ନିମନ୍ତେ ମହିଳା ପ୍ରାର୍ଥୀନୀ (ବୟସ ୧୭ବର୍ଷ ୦୬ ମାସରୁ ୨୧ବର୍ଷ ମଧ୍ୟରେ/ଜନ୍ମ ତାରିଖ- ୦୧ଅକ୍ଟୋବର ୨୦୦୦ରୁ ୦୧ଅପ୍ରେଲ ୨୦୦୪ ମଧ୍ୟରେ )ଙ୍କ ପାଇଁ ସୈନିକ ସାଧାରଣ କର୍ତ୍ତବ୍ୟ (ମହିଳା ସୈନ୍ୟ ପୋଲିସ )ଅଧିକାରୀ
Read More...

ମହିଳା ଶକ୍ତି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ମହିଳା ଶକ୍ତି ଦେଓଗାଁ ଶାଖା ପକ୍ଷରୁ ଦେଓଗାଁ ବ୍ଳକର ବ୍ରାହ୍ମଣୀଜୋର ପଞ୍ଚାୟତର ବ୍ରାହ୍ମଣୀଜୋର, ସିଆଲଜୋର, ଫପସି, ସନ୍ଧିଜୋର ଗାଁର ବିଧବା, ବିକଲାଙ୍ଗ, ପକ୍ଷଘାତ, କ୍ୟାସରରୋଗୀ ସହ କରୋନା ସଂକ୍ରମିତଙ୍କୁ ବୁଧବାର ରାସନ ସାମଗ୍ରୀ
Read More...

ମେଣ୍ଢାକୁ ଧକ୍କା ଦେବା ବାଇକ ବାଲାକୁ ପଡ଼ିଲା ମହଙ୍ଗା

ଟିଟିଲାଗଡ, (ଗୌରବ ଦର୍ଜୀ) : ମେଣ୍ଢାକୁ ଧକ୍କା ଦେଇ ରାସ୍ତା ଉପରେ ବାଇକ ଛିଟିକି ପଡିବା ଯୋଗୁଁ ବାଇକରେ ଥିବା ଏକ ବ୍ୟାଗର ଭର୍ତ୍ତି ହୋଇଥିବା ଗଞ୍ଜେଇ ରାସ୍ତା ଉପରେ ପଡିଥିଲା । ଯାହାକୁ ନେଇ ଅଞ୍ଚଳରେ ଗଞ୍ଜେଇର ବ୍ୟାପକ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ଅନୁମାନ ହେଉଛି । ଆଜି ଏମିତି ଏକ ଘଟଣା
Read More...

ଅଧା ପନ୍ତରିଆ ଡ୍ରେନ୍‌ କାମ : ଘର ଭିତରକୁ ପଶୁଛି ଡ୍ରେନ୍‌ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ପେଲେସଲାଇନ, ଦୟାନନ୍ଦ ପବ୍ଲିକ ସ୍କୁଲ ପାଖର ନର୍ଦ୍ଦମା ନିର୍ମାଣର କାମ ଅଧା ପନ୍ତରିଆ ହୋଇ ପଡି ରହିଥିବା ଯୋଗୁଁ ଗୋଦାବରୀ ତ୍ରିପାଠୀଙ୍କ ଘରକୁ ନର୍ଦ୍ଦମା ପାଣି ପଶିଥିବା ଅଭିଯୋଗ ହୋଇଛି । ପୌର ପରିଷଦ ତୁରନ୍ତ ପଦକ୍ଷେପ
Read More...

ଡ୍ରେନ୍‌ ସଫେଇ ଶୂନ୍‌ : ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଡ୍ରେନ୍‌ ଗୁଡ଼ିକରେ ଅଳିଆ ଆବର୍ଜନା ପୂରି ରହିଥିବା ଯୋଗୁଁ ଅନେକ ସ୍ଥାନରେ ସାମାନ୍ୟ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ଡେ଼ଲି ମାର୍କେଟ୍‌
Read More...

ତହସିଲ୍‌ଦାରଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତ ଗିରଫ୍‌, କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ତହସିଲ୍‌ଦାର୍‌ଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଗିରଫ୍‌ ହୋଇ କୋର୍ଟ ଚାଲାଣ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ସୂଚନା ଅନୁସାରେ ଗତ ୭ ତାରିଖ ଦିନ ଦେଓଗାଁରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀମାନଙ୍କ ପକ୍ଷରୁ ରାସ୍ତା
Read More...

ହତ୍ୟାକାଣ୍ଡ ଘଟଣାରେ ୨ ଅଟକ, ଟାଙ୍ଗିଆ ଜବତ

ସମ୍ବଲପୁର, (କରୁଣାକର ଶତପଥୀ) : ଏକ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଂଗିଆ ଜବତ କରିଛି । ସୂଚନା ଅନୁସାରେ ହୀରାକୁଦ ଷ୍ଟେସନ ନିକଟରେ ଥିବା ଏକ ଢାବାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ବୁର୍ଲା
Read More...