Daily Archives

ତହସିଲ ପକ୍ଷରୁ କରୋନା କଟକଣା ଅମାନିଆଁକୁ ଛାଟ : ୨୫ ଦିନ ମଧ୍ୟରେ ୫୭୪ ଜଣଙ୍କ ଠାରୁ ୨,୩୬, ୮ଶହଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ ୧୨ଟାରୁ ସକାଳ ୬ଟା ଓ ୨୦ ତାରିଖରୁ ଦିନ ୧୧ଟାରୁ ସକାଳ ୭ଟା ସୁଦ୍ଧା ଲକଡାଉନ ଘୋଷଣା କରିଥିଲେ । ହେଲେ ଏହି ନିୟମକୁ ପାଳନ
Read More...

ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକରେ ଟୀକାକରଣ ବାଧାପ୍ରାପ୍ତ : ସଚେତନତାର ଅଭାବ ଯୋଗୁଁ ଟିକା ନେଉନାହାନ୍ତି ଗ୍ରାମାଞ୍ଚଳର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହ ରାମଚନ୍ଦ୍ରପୁର ଓ ଅର୍ଜୁନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କାର୍ୟ୍ୟକ୍ରମ ଜାରି ରହିଛି । ହେଲେ ଗ୍ରାମାଞ୍ଚଳରେ ଟିକା ପ୍ରତି ସଚେତନତା ନ ଥିବାରୁ ଲୋକେ ଟୀକା ନେବାକୁ ଭୟବିତ ହେଉଥିବାରୁ ଟୀକାକରଣ
Read More...

କୁଲ୍‌ତା ସମାଜର ଉପରଝର ଏରିଆ ସଂପାଦକ ହଳଧର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ପୂର୍ବତନ ସମ୍ପାଦକ ତଥା ଉପରଝର ଏରିଆ କୁଳତା ସମାଜର ସମ୍ପାଦକ ହଳଧର ସାହୁଙ୍କ(୭୦) ଭୀମଭୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ
Read More...

କମୁଛି ସଂକ୍ରମଣ, ସୁଧୁରୁଛି ଅବସ୍ଥା : ସମସ୍ତଙ୍କ ସହଯୋଗ ଦ୍ୱାରା ଖୁବ କମ୍ ସମୟରେ ସୁଧୁରିଛି ଜିଲ୍ଲାର କୋଭିଡ ବ୍ୟବସ୍ଥା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ଗତ ଦୁଇ ମାସ ଧରି ମାହାମାରୀ ତାଣ୍ଡବ ରଚିଥିଲା । କିନ୍ତୁ ଦୁଇ ସପ୍ତାହ ହେବ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଦିନକୁ ୫୫୦ ଜଣ ସଂକ୍ରମିତ ସଂଖ୍ୟା ଏବେ ଖସି ଦିନକୁ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଛି । ଆଜି
Read More...

ସଂକଳ୍ପ ପରିବାରର ସଦସ୍ୟ ଆକାଶ ପଣ୍ଡାଙ୍କ ଜନ୍ମ ଦିନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରରର ସକ୍ରିୟ ସଦସ୍ୟ ଆକାଶ ପଣ୍ଡାଙ୍କ ୨୫ତମ ଜନ୍ମ ଦିନ ଅବସରରେ ଆଜି ତାଙ୍କ ନିଜ ଗ୍ରାମ ଗର୍ଭନା ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ
Read More...

ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ୱିତୀୟ ଲହରରେ କବଳିତ । ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ନିଷ୍ଠା ପରିବାର ତରଫରୁ ଆଜି ସକାଳ ୯ଟାରେ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜି ନିଷ୍ଠା ପରିବାର
Read More...

ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ । କୋଭିଡର ଦ୍ୱିତୀୟ ଲହର ବଲାଙ୍ଗିରବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଗତ ମାସ ସେ ନିଜେ ମଧ୍ୟ କୋଭିଡ୍ ଭୂତାଣୁ
Read More...

ମୋଦି ସରକାରଙ୍କ ୭ ବର୍ଷ ସୁଶାସନ ଉପଲକ୍ଷେ କୃଷକ ମୋର୍ଚ୍ଚା ତରଫରୁ ସଚେତନତା ସହ ମାସ୍କ ଏବଂ ସାନିଟାଇଜର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋଦି ସରକାରଙ୍କ ୭ ବର୍ଷ ସୁଶାସନ ଉପଲକ୍ଷେ କୃଷକ ମୋର୍ଚ୍ଚା ତରଫରରୁ ସେବା ହିଁ ସଂଗଠନ ଜରିଆରେ ଆଜି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ମଣ୍ଡଳର କଟାବାହାଲ ପଂଚାୟତ ଅଧିନସ୍ଥ ବ୍ରାହ୍ମଣମାଲରେ ଆଜି ମାସ୍କ ଓ ସାବୁନ ଗ୍ରାମବାସୀକୁ ବଣ୍ଟନ କରା
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୪୯ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୭ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ଜଣେ, ଦେଓଗାଁ
Read More...

କେନ୍ଦୁପତ୍ର ତୋଳାଳି ଡିଗ୍ରୀଧାରୀ ଯୁବକ ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତ ଅଧିନରେ ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଜଣେ ଡିଗ୍ରୀଧାରୀ ଯୁବକ ଲକଡାଉନ୍ ସମୟରେ ପତ୍ର ତୋଳୁଥିଵାର ଦେଖିବାକୁ ମିଳିଛି ଦୁଇ ପଇସା ରୋଜଗାର ପାଇଁ । ସରକାର ଚାକିରି
Read More...