Monthly Archives

May 2021

କରୋନାରେ ଆକ୍ରାନ୍ତ ହେଲେ କଙ୍ଗନା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ କରି କଙ୍ଗନା ଏହା ସୂଚନା ଦେଇଛନ୍ତି । ନିଜର ଟେଷ୍ଟ ରିପୋର୍ଟ ଇନଷ୍ଟାଗ୍ରାମରେ ସାର୍ବଜନୀନ କରି ପଜିଟିଭ ହୋଇଛନ୍ତି ବୋଲି କଙ୍ଗନା କହିଛନ୍ତି । ତାଙ୍କୁ କିଛି ଦିନ ହେଲା ଦୁର୍ବଳତା
Read More...

ନାଟ୍ୟଶ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାତୀୟ ଖ୍ୟାତି ପ୍ରାପ୍ତ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର ତଥା ସଂସ୍କୃତି ବିଶେଷଜ୍ଞ, ସ୍ୱର୍ଗତ ଡ. ପଞ୍ଚାନନ ମିଶ୍ରଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ସହରର ବିଭିନ୍ନ ନାଟକ ତଥା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ
Read More...

ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡିଲା ଜଣେ ଚୋର, ୪ ଫେରାର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳ ମାଟୁପାଲି ଗାଁ ପାଖରେ ଲୁହା ଇଲେକ୍ଟ୍ରିକ ପୋଲ ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଜଣେ ଚୋର ଧରାପଡି ଗାଁ ଲୋକେ ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି । ବାକି ୪ ଜଣ ଫେରାର ହୋଇ ଯାଇଛନ୍ତି, ଚୋରି କାମରେ
Read More...

ରାଜ୍ୟରେ ଆଜି ସର୍ବାଧିକ ୨୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଆଜି ରାଜ୍ୟରେ ସର୍ବାଧିକ ୨୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୬୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁୁ । ଟମାଟର୍‌ – ୨୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୬୦ ଟଙ୍କା, ଅଦା – ୪୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିନ୍‌ – ୬୦
Read More...

ପୁଣି ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ, ସକ୍ରିୟ ରୋଗୀ ସଂଖ୍ୟା ୩୭ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍‌ନ୍ତି ଏବଂ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ
Read More...

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ର ବରିଷ୍ଟ ଆଇନଜୀବୀ ଅମରେଶ ପ୍ରସାଦ ମିଶ୍ରଙ୍କ ସୁଯୋଗ୍ୟ ସନ୍ତାନ ଲାଲୁ ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ ହୋଇଯାଇଛି । ସାପ କାମୁଡାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି । ତାଙ୍କ ଅକାଳ ବିୟୋଗ ସମସ୍ତଙ୍କ ମନରେ ଆଘାତ ସୃଷ୍ଟି କରିବା
Read More...

ବ୍ରହ୍ମପୁରର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଭେଟିନେରୀ ମେଡ଼ିସିନ ଅଧିକାରୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବସରପ୍ରାପ୍ତ ଜିଲ୍ଲାମୁଖ୍ୟ ଭେଟିନେରୀ ମେଡ଼ିସିନ ଅଧିକାରୀ ବୃନ୍ଦାବନ ପାଢ଼ୀ(୯୦)ଙ୍କ ପରଲୋକ ହୋଇଯାଇଛି । ବୈକୁଣ୍ଠନଗରରେ ସେ ରହୁଥିଲେ । ବୈକୁଣ୍ଠନଗର ଉନ୍ନୟନ ପରିଷଦର ସେ ସଭାପତି ଭାବେ ଦୀର୍ଘଦିନ ଧରି କାର୍ୟ୍ୟ କରିଆସିଥିଲେ ଏବଂ ସୂଚାରୁ ରୂପେ
Read More...

ଆରପାରିରେ ଡାକ୍ତର ପରମେଶ୍ୱର ରଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ଡାକ୍ତର ପରମେଶ୍ୱର ରଥ ଆଉ ନାହାନ୍ତି । ଆଜି ସକାଳୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରାୟ ପନ୍ଦର ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ
Read More...

ଟାଉନ୍‌ ଥାନା ଆଇଆଇସି.ଙ୍କ ପ୍ରଶଂସନୀୟ ପଦକ୍ଷେପ : ମେଡ଼ିକାଲରେ ଭର୍ତ୍ତି କଲେ ଅସହାୟ ଅସୁସ୍ଥ କୋଭିଡ୍‌ ରୋଗୀଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମଧନ୍ୟ ସାହିତ୍ୟିକ ରଘୁନାଥ ବାବୁ ଗତକାଲି ସ୍ଥାନୀୟ ରାମେଶ୍ୱର ନଗରର ଦୀର୍ଘ ୫ ଦିନ ଧରି ଜ୍ୱରରେ ପୀଡ଼ିତ ଥିବା ଦୈତାରୀ ମେହେର ନାମକ ଜଣେ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ପରେ ତାଙ୍କୁ ମେଡ଼ିକାଲ୍‌ ସୁବିଧା ଯୋଗାଇ ଦେବାକୁ ସୋସିଆଲ୍‌ ମିଡ଼ିଆରେ
Read More...