Monthly Archives

May 2021

ଆସାମରେ ଆଜି ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଆସାମ : ଆସାମରେ ଆଜି ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ବିଜେପି ବିଧାୟକ ଦଳର ବୈଠକ ପରେ ହିମନ୍ତ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହୋଇଥିଲା । ଆଜି ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଶର୍ମାଙ୍କ ସହ ଆଉ କେଉଁ ମନ୍ତ୍ରୀ ଶପଥ ନେବେ କି
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁୁ । ଟମାଟର୍‌ – ୨୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୬୦ ଟଙ୍କା, ଅଦା – ୪୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିନ୍‌ – ୬୦
Read More...

ବ୍ରହ୍ମପୁରରେ ନିଷ୍ଠୁର କରୋନା ନେଲା ନିରୀହ ଶିଶୁର ଜୀବନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହାଉସିଙ୍ଗ ବୋର୍ଡର କୈଳାଶ ନାୟକ(୧୦) ନାମକ ଜଣେ ଶିଶୁ କୋଭିଡରେ ଏମ୍‌କେସିଜିରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଉକ୍ତ ଶିଶୁକୁ ହେମୋଫିଲିଆ ପୂର୍ବରୁ ଥିବା ତାଙ୍କ ବାପା କହିଥିବା ବେଳେ ଗତକାଲି ଏମ୍‌କେସିଜିରେ କୋଭିଡ ପଜିଟିଭ୍‌ ଆସିଥିବା ନେଇ
Read More...

ନିଜ ଭାଇକୁ ହତ୍ୟା କଲା ଭାଇ : ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନସ୍ଥ ବଡ଼ମାଲ ଫାଣ୍ଡି ଅଧୀନ ବଡ଼ମାଲ ଗ୍ରାମରେ ନିଜ ଭାଇକୁ ହତ୍ୟା କରିଛି ଭାଇ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ମତେ ବଡ଼ମାଲ ଗ୍ରାମର
Read More...

ଯୋଗ୍ୟ ଭତ୍ତା ଆଶାୟୀ ହିତାଧିକାରୀ ଯୋଜନାରୁ ବଞ୍ଚିତ : କେବଳ ଶୁଣୁଛନ୍ତି ଆଶ୍ଵାସନା ବାଣୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅସହାୟ ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ସରକାରଙ୍କ ମାସିକ ଭତ୍ତା ବ୍ୟବସ୍ଥା ରହିଛି । ତେବେ ପ୍ରଶାସନିକ କଚ୍ଛପ ଗତି ଯୋଗୁଁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ନୂତନ ଧାତୁକ ପଞ୍ଚାୟତ ବରବାହାଲର ୯ ଜଣ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୦,୦୩୧ ଆକ୍ରାନ୍ତଙ୍କ ସଂଖ୍ୟା : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୭୬୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅମାନିଆ କରୋନା ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୪,୭୬୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪୦୮ ଜଣ ଆଂଚଳିକ
Read More...

ସାକାରାତ୍ମକ ଭାବନା କରୋନା ସଂକ୍ରମଣ ସମୟରେ ଅମୃତ ତୁଲ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନସ୍ତତ୍ତ୍ୱବିଦ୍‌ ମାନଙ୍କ କହିବା ଅନୁସାରେ ସାକାରାତ୍ମକ ଭାବନା କରୋନା ସଂକ୍ରମଣ ସମୟରେ ଅମୃତ ତୁଲ୍ୟ । ପ୍ରତି ମୁହୂର୍ତ୍ତରେ ଜିଣିବାର ମାନସିକତା କରୋନାକୁ ପରାସ୍ତ କରି ପାରିବ । ମନୋବଳ ବଳିଷ୍ଠ ହେଲେ, କରୋନାକୁ ସାମ୍ନା କରିବାକୁ ଅନ୍ତଃଚେତନା ଉଦୟ ହେବ ।
Read More...

ଦେଓଗାଁରେ ଦିନକରେ ୭୩ ଚିହ୍ନଟ : ବିଗତ ୨୯ଦିନରେ ୩୧୦ ସଂକ୍ରମିତ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକ ଅଞ୍ଚଳରେ କରୋନାର ନୂଆଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ ମାସ ୧୧ ତାରିଖରୁ ଶନିବାର ଦିନ ପର୍ଯ୍ୟନ୍ତ ୨୩୭ଜଣ ଚିହ୍ନଟ ହୋଇଥିଲେ । ହେଲେ ରବିବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ
Read More...

ରିଷିଡା ଶିବ ମନ୍ଦିର ପୂଜକଙ୍କ ପରଲୋକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରର ମୁଖ୍ୟ ପୂଜକ ହୃଦାନନ୍ଦ ଥାନାପତିଙ୍କ ଆଜି ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ପଞ୍ଚସ୍ତରୀ ବର୍ଷ ହୋଇଥିଲା । ସେ ରିଷିଡା ଠାରେ ଶିବ ମନ୍ଦିର ହେବା
Read More...

କରୋନା ଭୟରେ ପଞ୍ଚାୟତରୁ ରାସନ ସାମଗ୍ରୀ ନେବାକୁ ଭୟ କରୁଛନ୍ତି ଗ୍ରାହକ : ଅଫଲାଇନରେ ଯୋଗାଇ ଦେବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତି ହିତାଧିକାରୀ ଠିକ ଭାବେ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସାମଗ୍ରୀ ପାଇବେ ବୋଲି ପ୍ରତି ପଞ୍ଚାୟତ ଓ ଡିଲରକୁ ଇ-ପିଓଏସ ମେସିନର ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ଏହି ମେସିନ ବ୍ୟବହାର ଯୋଗୁଁ ଅଧିକ ପରିମାଣରେ କରୋନା ସଂକ୍ରମଣ ହେବା
Read More...