ଭର୍ଚୁଏଲ ମୋଡରେ ରାସ୍ତାର ଭିତ୍ତିପ୍ରସ୍ତର ଓ ମୋ’ ସ୍କୁଲ ବୈଠକରେ ଯୋଗ ଦେଲେ ନରସିଂହ
ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଡ ପଞ୍ଚାୟତ ଅଧୀନସ୍ଥ କୁବ୍ରିମହୁଲରେ ବରଘାଟିର ୯କିମି ଦୀର୍ଘ ଏକ ରାସ୍ତାର ଭିତ୍ତିପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଭର୍ଚୁଏଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ଉନ୍ନୟନ ବିଭାଗ!-->…
Read More...
Read More...