Monthly Archives

April 2021

କରୋନା ସଂକ୍ରମଣର ନଛୋଡ଼ବନ୍ଧା ସ୍ଥିତି : ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୩୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ,…

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଯୋଗୁଁ ସାରା ଭାରତରେ ହାହାକାର ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ପୁଣି କେଉଁଠି ଅକ୍‌ସିଜେନ୍‌ ଅଭାବ ତ’ ଆଉ କେଉଁଠି ହସ୍‌ପିଟାଲ୍‌ରେ ବେଡ଼୍‌ ଅଭାବ ଯୋଗୁଁ ଲୋକେ ବିକଳ ହେଉଥିବା ଖବର ମଧ୍ୟ ଆସୁଛି । ଏଭଳି ସ୍ଥିତିରେ ଗତ ୨୪
Read More...

କରୋନା ଭୂତାଣୁର ତୃତୀୟ ସ୍ୱଦେଶୀ ରୂପ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି

କୋଲକାତା : ବହୁରୂପୀ କରୋନା ଭୂତାଣୁ ପୁଣି ଥରେ ବୈଜ୍ଞାନିକମାନଙ୍କୁ ଚିନ୍‌ନ୍ତା ବଢ଼ାଇ ଦେଇଛି । ଭାରତରେ ତୃତୀୟ ଥର ପାଇଁ କରୋନା ଭୂତାଣୁ ଏହାର ରୂପ ପରିବର୍ତ୍ତନ କରିଛି ଏବଂ ଏଥର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ ନିୟମ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି । ଫଳସ୍ୱରୂପ
Read More...

ଭାରତରୁ ଆସୁଥିବା ସମସ୍ତ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ କଲା କାନାଡା

ଟୋରୋଂଟୋ : ଭାରତରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କାନାଡା ଭାରତରୁ ଆସୁଥିବା ସମସ୍ତ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛି । ପାକିସ୍ତାନ ଉପରେ ମଧ୍ୟ କାନାଡା ଏହି ପ୍ରତିବନ୍ଧକ ଲଗାଇଛି । କାନାଡାର ପରିବହନ ମନ୍ତ୍ରୀ ଓମାର ଅଲଗାବ୍ରା ଗୁରୁବାର କହିଛନ୍ତି ଯେ,
Read More...

ବିସ୍ଫୋରଣ ମୁହାଁ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨୧୫, ବଲାଙ୍ଗିର ଜିଲ୍ଲାରେ ୨…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିସ୍ଫୋରଣ ମୁହାଁ ଏବେ କରୋନା ସଂକ୍ରମଣ । କ୍ରମାଗତ ଭାବେ ଦୁଇ ଦିନ ହେଲା ରାଜ୍ୟରେ ୬ ହଜାର ଉପରକୁ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୦୪ ଜଣ
Read More...

ସରକାରୀ ଡାକ୍ତରଖାନାରେ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ : କୋଭିଡ଼-୧୯ ଆର୍‌ଟିପିସିଆର୍‌ ଟେଷ୍ଟ ବଦଳରେ ଆନ୍‌ଟିଜେନ୍‌…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ସରକାରୀ ସଦର ଡାକ୍ତରଖାନାରେ ମନମୁଖୀ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦା ସୁଶାନ୍ତ କୁମାର ଦାଶ ଅଭିଯୋଗରେ କହିଛନ୍ତି ଯେ, ବରଗଡ଼ ସରକାରୀ ସଦର ଡାକ୍ତରଖାନାକୁ ତାଙ୍କ ପୁଅଙ୍କୁ ନେଇ କୋଭିଡ଼-୧୯ ଟେଷ୍ଟ ପାଇଁ ସେ ଯାଇଥିବା ବେଳେ
Read More...

ବନଖଣ୍ଡ ବିଭାଗ ପକ୍ଷରୁ ଲଘୁବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଉଦଘାଟିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ସଦରମହକୁମା ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ବନାଞ୍ଜଳ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଜିଲାରୁ
Read More...

କୋଭିଡ କଟକଣା ମଧ୍ୟରେ ପବିତ୍ର ରାମ ନବମୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ଭିତରେ ଶ୍ରୀରାମ ନବମୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଡେଲାଙ୍ଗ ବ୍ଲକର ବିଭିନ୍ନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଘନିପୁର ପଥରପଦା ସାହି ଶ୍ରୀଶ୍ରୀ ରଘୁନାଥ ଜୀଉଙ୍କ ପୀଠସ୍ଥଳୀରେ ଶ୍ରୀରାମ ନବମୀ ଉତ୍ସବ ଓ ବିଶ୍ୱଶାନ୍ତି
Read More...

ସରୁନି ଦାଦନ ଦୁଃଖ : ଟଙ୍କା ଅଭାବରୁ ନର୍ସିଂହୋମ୍‌ରେ ବନ୍ଧାପଡ଼ିଛି ଚୁମ୍‌କିଙ୍କ ଶବ, ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରୁନି ଦାଦନ ଦୁଃଖ । ଗୋଟିଏ ପଟେ କରୋନା ମହାମାରୀର ପ୍ରଚଣ୍ଡ ପ୍ରହାର, ଅନ୍ୟପଟେ ପେଟ ପାଟଣାର ବିକଳ ସ୍ଥିତି । ବାଧ୍ୟହୋଇ ଏଠାକାର ଶ୍ରମିକ ଦାଦନ ଶ୍ରମିକ ସାଜି ବାହାର ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କ ଦୁଃଖ ଆହୁରି ଆହୁରି ବଢ଼ି ଚାଲିଛି । ପୁଣି ଏକ ଦାଦନ
Read More...

ବରକେରାରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ

ଡେଲାଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ଧରିତ୍ରୀ ଦିବସ କୋଭିଡ-୧୯ନିୟମ ଅନୁସାରେ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କ
Read More...

କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମରଣଯନ୍ତା ପାଲଟିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ମିଠାପାଲି ଗ୍ରାମ ପଞ୍ଚାୟତ କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧ ବୃଦ୍ଧାମାନେ ଯାତାୟତ କରିଥାନ୍ତି । ପାଇକମାଲ ଠାରେ ବ୍ୟାଙ୍କ, କଲେଜ, ତହସିଲ ଅଫିସ,
Read More...