Daily Archives

ବିଚ୍ ବଜାରରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜଧାନୀ ସିଆରପି ଛକରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ଭୁଜାଲି ଓ ଫାର୍ସାରେ ହାଣି ହତ୍ୟା କରାଯାଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଏକ ପିକଅପ୍ ଭ୍ୟାନରେ ୩ ଜଣ ଯୁବକ ଜଟିଆ, ସୁଧୀର ଓ ସାଗର ବସିଥିଲେ ତେବେ ହଠାତ୍‌ କୌଣସି କାରଣରୁ ସେମାନଙ୍କ ମଧ୍ୟରେ
Read More...

ହାଇୱା ଲୁଟ କରି ଦୁଇ ଗିରଫ : ୧ ଫେରାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ହାଇୱା ଡକାୟତିରେ ବଲାଙ୍ଗିର ଟାଉନ ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମନାଙ୍କ ମଧ୍ୟରୁ ଜଣେ ଶୁଭମ ପରମଗୁରୁ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣକ ହାତି ପଡାର ସଞ୍ଜୟ କୁମ୍ଭାର (୨୧) ବୋଲି ପୋଲିସ ସୂଚନା ଦେଇଛି । ଉକ୍ତ ଲୁଟରେ ବ୍ୟବହୃତ
Read More...

ଧୁବା ପଡା ହତ୍ୟା ଘଟଣା ମାମଲା : ଭୋଜି ଭାତ, ବଚସାରୁ ହତ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସ୍ଥାନୀୟ ଧୁବାପଡା(ଗେଟ ସରୋବର ପଡା) ରେ ଘଟିଥିଭା ବଙ୍ଗାଳି ଯୁବକ ବାନିରୁଲ ସେଖ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଅପୋସ ଭିତରେ ଭୋଜିଭାତ, ମଦ୍ୟପାନ ପରେ ବଚସାରୁ ଉତ୍ୟକ୍ତ ହୋଇ ମୃତ ବାନି ସାଥିମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି
Read More...

ଆଜି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଜନ୍ମ ଦିନ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜାହ୍ନବୀ କପୁର‌ଙ୍କ ଆଜି ୨୪ ତମ ଜ‌ନ୍ମ ଦିବସ । ସେ ହେଉଛନ୍ତି ବଲିଉଡର ଜଣେ ଆଗଧାଡିର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ । ଜାହ୍ନବୀ ତାଙ୍କର ପରବର୍ତ୍ତୀ ଫି‌ଲ୍ମ ‘ଶୁଭ ଭାଗ୍ୟ ଜେରୀ’ର ସୁଟିଂସେଟ୍‌ ପଞ୍ଜାବରେ ତା‌ଙ୍କର ଦଳ ସହ ୨୪ ତମ
Read More...

ଦୁନିଆର ପ୍ରଥମ ମାନବବିହୀନ ସୁପରସୋନିକ୍ ଲଢ଼ୁଆ ଡ୍ରୋନ୍, ଶତ୍ର୍ରୁ ପକ୍ଷର ନିଦ ହଜେଇ ଦେବ : ଆୱାଜ ଠୁ ବି କ୍ଷୀପ୍ର

ସିଙ୍ଗାପୁର : ସିଙ୍ଗାପୁରର କେଲି ଏରୋସ୍ପେସ୍ ବିଶ୍ୱର ପ୍ରଥମ ସୁପରସୋନିକ୍ ମାନବ ବିହୀନ ଯୁଦ୍ଧ ବିମାନ ଏରିଆଲ୍ ଯାନ (UCAV) ଲଞ୍ଚ କରିଛି । ଏହାର ମୂଲ୍ୟ ୧.୬ କୋଟି ଡଲାର ବା ୧୧୭ କୋଟି ଟଙ୍କା । ଏହି ଜେଟର ନାମ ତୀର ଅଟେ ଏବଂ ଶବ୍ଦର ଗତିଠାରୁ ଏହା ଶୀଘ୍ର ଉଡିପାରେ । ଏହାର ଶୁଭାରମ୍ଭ
Read More...

ଅସହାୟ ପରିବାରଙ୍କୁ କେବେ ମିଳିବ ଆବାସ ଘର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) :ସରକାର କେତେ ଯେ ଯୋଜନା କରୁଛନ୍ତି । କିନ୍ତୁ ସେ ଯୋଜନା ସବୁ ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ । ଥିଲାବାଲା ଲୋକ ଅସାଧୁ କର୍ମଚାରୀମାନଙ୍କୁ ହାତଗୁଞ୍ଜା ଦେଇ ନିଜ କାର୍ୟ୍ୟ ସମ୍ପାଦନ କରୁଛନ୍ତି । କିନ୍ତୁ ଜଣେ ଗରିବ, ଅସହାୟ ଲୋକ ଯେତେ
Read More...

ଆଜି ରାଜ୍ୟରେ ୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୮୦୨ ରହିଛି । ଆଜି ୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ନୂତନ କଂପ୍ୟୁଟର ସାକ୍ଷରତା କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ସେବା ଓ ଭକ୍ତି’ ଆଦର୍ଶକୁ ନେଇ ସିଆର୍‌ପିଏଫ୍‌ ଅଧିକାରୀ ଓ ଯବାନ୍‌ମାନେ ନିଜ ପରିବାର ଠାରୁ ଦୂରରେ ରହି ରାଷ୍ଟ୍ରସେବାରେ ବ୍ରତୀ ହୋଇ ରହିଛନ୍ତି । ୨୦୧୮ରେ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ଗରିବ ଛାତ୍ରମାନଙ୍କ ପାଇଁ
Read More...

ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ପୁଅର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ): ପିତାଙ୍କ ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଯାଇଛି ପୁତ୍ରଙ୍କ ଜୀବନ । ସୂଚନା ମତେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ରାସ୍ତା କଡରେ ଏକ ଏଆରଏସଏସ କମ୍ପାନୀର ଟ୍ରଲର
Read More...

‌ପ୍ରସାଦ ଖାଇ ଅସୁସ୍ଥ ହେଲେ ୧୫୦ରୁ ଅଧିକ ଲୋକ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗିଲାଜୁଡ଼ି ଗାଁରେ ଦୁଇ ଦିନ ଧରି ହୋଇଥିବା ଭଗବତୀ ପୂଜାର ପ୍ରସାଦ ଖାଇ ୧୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ରାତିରେ ସମସ୍ତ ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ୧୦ଟି ଆମ୍ବୁଲାନ୍ସ ରେ ବସ୍ତା ଓ ପାଉଁସ କୁଲି ଡ଼ାକ୍ତରଖାନାରେ
Read More...