Daily Archives

ଜନନୀର ଯନ୍ତ୍ରଣା : ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ନବଜାତ ଶିଶୁ ଓ ମାଁକୁ ବୋହିଲେ ଆମ୍ବୁଲାନ୍ସ…

ଦେବଗଡ : ରାସ୍ତା ନଥିବାରୁ ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାକୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ମାଘୁମୁଣ୍ଡା ଗ୍ରାମରୁ । ସୂଚନା ଅନୁସାରେ, ଗ୍ରାମରେ…
Read More...

କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ତିନି ସାରସ୍ୱତ ସାଧକଙ୍କୁ ସମ୍ମାନିତ କରାଯିବ

ଜଗତସିଂହପୁର : କୁଜଙ୍ଗର କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଦୁଇ ବରପୁତ୍ର ନାରାୟଣ ବୀରବର ସାମନ୍ତ ଓ ସନ୍ଥ ରାଜୀବ ଲୋଚନ ଦାସଙ୍କ ନାମରେ ନାମିତ ସମ୍ମାନ ତିନିଜଣ ସାରସ୍ୱତ ସାଧକଙ୍କୁ ପ୍ରଦାନ କରାଯିବ । କବି ପିତାମ୍ବର ତରାଇଙ୍କୁ ନାରାୟଣ ବୀରବର ସମ୍ମାନ, ବନମାଳୀ ସାହୁଙ୍କୁ ସନ୍ଥ ରାଜୀବ…
Read More...

ଭଙ୍ଗା ଘରେ ଅଙ୍ଗନୱାଡି କେନ୍ଦ୍ର

କାକଟପୁର : ଚଳିତ ମାସ ୧ ତାରିଖରୁ ରାଜ୍ୟରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିଛି । ହେଲେ କାକଟପୁର ବ୍ଲକ କୁଣ୍ଢେଇ ପଞ୍ଚାୟତର ବାଜପୁର ଗ୍ରାମରେ ଥିବା ୨ ଅଙ୍ଗନୱାଡି କେନ୍ଦ୍ର ଅସୁରକ୍ଷିତ ଭାବେ ଏକ ବିଦ୍ୟାଳୟର ଗୃହରେ ଚାଲିଥିବା ଦେଖିବାକୁ ମିଳିଛି । କାନ୍ଥ ସବୁ ଫାଟିଯାଇଥିବା ବେଳେ…
Read More...

କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ : ରାଜନାଥ ସିଂ

ବେଙ୍ଗାଲୁରୁ : କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ ରହିଛି । ଦେଶବାସୀଙ୍କ ସୁରକ୍ଷା ଲାଗି ଯେ କୌଣସି ସ୍ଥିତିର ମୁକାବିଲା କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଏରୋ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଏୟାର ସୋରେ ଯୋଗଦେଇ କହିଛନ୍ତି । ଭାରତ…
Read More...

କୃଷକଙ୍କୁ ସମର୍ଥନ : ହଲିଉଡ୍ ସେଲିବ୍ରେଟି

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଜିଦରେ ଅଟଳ କୃଷକ ସଂଗଠନ । ଦେଶ ବାହାରେ ବି ଚାଷୀ ଆନ୍ଦୋଳନକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ଲୋବାଲ୍ ସେଲିବ୍ରେଟି ।ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସମାଜସେବୀ ଲିସିପ୍ରିୟା କାଙ୍ଗଜୁଜାମ ଟ୍ୱିଟ…
Read More...

ପୁଣି ଦାଦନ ଦୁଃଖ : ଦାଦନ ଶ୍ରମିକ ହୋଇ ଗଲେ, ଶବ ହୋଇ ଫେରିଲେ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : କେତେ ଆଶା ଭରସା କରି ଦି' ପଇସା ରୋଜଗାର ଆଶାରେ ସୁଦୂର ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେଠାରେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଲାଠୋର ତଳିପଡାର କାର୍ତ୍ତିକ ପୁଟେଲ(୪୫)…
Read More...

ଆଜି ନୃସିଂହନାଥ ମନ୍ଦିର ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ

ବରଗଡ଼ : ରାଜ୍ୟ ସରକାରଙ୍କ ଫୋକସରେ ଧାର୍ମିକ ଓ ପର୍ୟ୍ୟଟନ ସ୍ଥଳୀର ବିକାଶ । ଆଜି ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ସ୍ଥାନ ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ଗଙ୍ଗା ନୃସିଂହନାଥ ମନ୍ଦିର ପୀଠ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ।…
Read More...

ଗୋଁଣ୍ଡି ଭାଷା ଦିବସ ପାଳିତ : କନ୍ଧମାଳ ଜିଲ୍ଲାରେ ଦୁଇ ଜଣ ଆଦିବାସୀଙ୍କୁ ହତ୍ୟାର ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଆନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ମହାନ ଗୋଁଣ୍ଡି ଭାଷାବିତ, ଗବେଷକ, ଲେଖକ ତଥା ସମାଜ ସଂସ୍କାରକ ଆଚାର୍ଯ୍ୟ ଡା.ମୋତିରାବଣ କଙ୍ଗାଲିଙ୍କ ୭୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ସେ ମହାରାଷ୍ଟ୍ର ରାଜ୍ୟର…
Read More...

ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର : ଜଣେ ମୃତ ୨ ଗୁରୁତର

ନୟାଗଡ଼ : ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ୨ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଏହି ଟ୍ରାକ୍ଟରଟି ଶିଖରପୁରରୁ…
Read More...