Monthly Archives

January 2021

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜି‌ଲ୍ଳା ସଇଁ‌ନ୍ତଲା ‌ବ୍ଲକ ଜୁରାବ‌ନ୍ଧ ପ‌ଞ୍ଚାୟତ ଖର୍ଶେଲବାଞ୍ଜି ଗାଁରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଆଦର୍ଶ ଯୁବକ ସଂଘ, ଜୀବନ ଜ୍ୟୋତି ଓଡିଶା ଏବଂ ସମ୍ବାଦ ଆମ ଓଡିଶାର ମିଳିତ କ୍ରମେ ରକ୍ତ
Read More...

ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁନିୟର ରେଡ଼କ୍ରସ ତରଫରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ କୋଭିଡ଼-୧୯ ନିୟମ ଅନୁଯାୟୀ ପାଳନ କରି ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇ ଥିବା । ପ୍ରଧାନଶିକ୍ଷକ ବିଶ୍ୱ ନାଥ ମେହେରଙ୍କ ଅଧ୍ୟକ୍ଷତାରେ
Read More...

କେମେରିଆନ କ୍ଲବ୍‌ ବଲାଙ୍ଗିର (ସିସିବି)ର ଚତୁର୍ଥ ସାଧାରଣ ପରିଷଦ ବୈଠକ ଓ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେମେରିଆନ କ୍ଲବ୍‌, ବଲାଙ୍ଗିର ଚତୁର୍ଥ ସାଧାରଣ ପରିଷଦ ବୈଠକ ଏବଂ ବନ୍ଧୁମିଳନ ପାଟଣାଗଡ କାହ୍ନା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ସମଳେଶ୍ୱରୀ ମାଁ ପାଟଣେଶ୍ୱରୀ ଓ ମାଁ ଦଶମତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ଜଳନ
Read More...

କାକାର ଛୁରା ମାଡ଼ରେ ୧୨ବର୍ଷର ଝିଆରୀ ଗୁରୁତର ଆହତ

ଭଞ୍ଜନଗର, (କେପିଏନ୍‌ଏସ୍‌) : ୧୨ବର୍ଷ ବୟସର ଝିଆରୀକୁ କାକାର ଛୁରା ମାଡ଼ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗାଁର ଘରୋଇ କଳିରୁ ୧୨ବର୍ଷର ଝିଆରୀକୁ ସଂପର୍କୀୟ କାକା ଛୁରାମାଡ଼ କରିବାରୁ ତଣ୍ଟି ଏବଂ ପେଟରେ ଗଭୀର ଆଘାତ ଲାଗିଥିଲା
Read More...

ଶିଶୁ ମଙ୍ଗଳ ମସିତି ଏବଂ ଓଡିଶା ରାଇଜିଙ୍ଗ୍‌ ଫାଉଣ୍ଡେସନ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : କନ୍ୟା କେତେବେଳେ ମାଁ, କେତେବେଳେ ଭଉଣୀ, କେତେବେଳେ ଲକ୍ଷ୍ମୀ ତ କେତେବେଳେ ଲକ୍ଷ୍ମୀବାଇ ଭିନ୍ନତାର ରୂପ ଅନେକ ତାର ପରିଚୟ । ସମାଜରେ ଝିଅ ମାନଙ୍କୁ ଅଧିକ ଗୁରୁତ୍ୱ ଦେବା ଓ ଝିଅ ମାନଙ୍କର ଅଧିକାରର ସଚେତନତାର ବାର୍ତ୍ତାନେଇ ଆଜି ଶିଶୁ ମଙ୍ଗଳ ସମିତି ଏବଂ
Read More...

ଜାତୀୟ ସଡକ ସୁରକ୍ଷା ମାସରେ ସଚେତନତା ରେଲି

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ସଡ଼କ ସୁରକ୍ଷା ଜୀବନ ରକ୍ଷା, ରାସ୍ତାରେ ଚାଲିବା ସମୟରେ ହେଉ ବା ସାଇକେଲ କିମ୍ବା ବାଇକରେ ଯାତାୟତ ସମୟରେ ହେଉ କି ଚାରି ଚକିଆ ଯାନ ବାହାନ ଚଲେଇ ବା ସମୟରେ ହେଉ ସଡ଼କ ସୁରକ୍ଷା ସହ ଟ୍ରାଫିକ
Read More...

ରାଜ୍ୟରେ ଆଜି ୧୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୫୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ପଥର ଖଣି ଉପରେ ବନ ବିଭାଗର ଚାଢାଉ

ନୟାଗଡ : ଓଡଗାଁ ତହସିଲ ଅନ୍ତର୍ଗତ ରୋହିବାଙ୍କ କୋମଣ୍ଡ ଅଂଚଳରେ ଥିବା ଏକ ପଥର ଖଣି ଉପରେ ବନ ବିଭାଗ ଚଢାଉ କରି ୩ଟି ଟ୍ରକ, ଗୋଟିଏ ଟ୍ରାକ୍ଟର, ଗୋଟିଏ ଜେସିବି ଓ ୬ଟି ପଥରକଟା ମେସିନ ଜବତ କରିଛି । ଏହି ଅଂଚଳରେ ଦୀର୍ଘଦିନ ଧରି ବେଆଇନ ପଥର ଖଣି ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଥିଲେ
Read More...

ରାମମନ୍ଦିର ନିର୍ମାଣ ପାଇଁ ଲାଠୋରରେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ

ଖପରାଖୋଲ୍‌, (କ୍ରିଷ୍ଣା ସେଠି) : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଶ୍ରୀ ରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ସକାଶେ ସାର ଭାରତରେ ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଲାଠୋର ଗ୍ରାମରେ ମଧ୍ୟ ଆଜିଠାରୁ ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି ।ଆଜି ସକାଳ ୧୦ଟା
Read More...

ତୁରନ୍ତ ଟ୍ରେନ ଚଳାଇବାକୁ ଏମ୍‌ପି ଚନ୍ଦ୍ରାଣୀଙ୍କ ଦାବୀ

କେନ୍ଦୁଝର : କେନ୍ଦୁଝର ଜି‌ଲ୍ଲାରେ ପୁରୀ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ ପାଇଁ ଏମ୍‌ପି ଚନ୍ଦ୍ରାଣୀ ମୂର୍ମୁ କେନ୍ଦ୍ର ରେଳମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି । କରୋନା ମହାମାରୀ ପାଇଁ ଏହି ଟ୍ରେନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ଏବେ ଜୀବନ ଯାତ୍ରା ସ୍ୱାଭାବିକ ହେଉଥିବା ବେଳେ
Read More...