Daily Archives

୨ହଜାର କିଲୋମିଟର ସାଇକେଲ୍ ଚଲାଇ ସୋନୁଙ୍କୁ ସମ୍ମାନିତ କରିବେ ଯୁବକ

ମୁମ୍ବାଇ : ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ ସମୟରୁ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି । ତାଙ୍କର ଏହି ବଦାନ୍ୟତା ପାଇଁ ସୋନୁ ସୁଦଙ୍କୁ ଲୋକଙ୍କ ଢେର ସ୍ନେହ ଓ ପ୍ରଶଂସା ମିଳିଛି । ତାଙ୍କ ସହାୟତା ଯୋଗୁଁ ଅନେକ ଲୋକଙ୍କ ଜୀବନ ବଦଳି ଯାଇଛି । ସେ ଅଭାବୀ ଲୋକଙ୍କୁ ସବୁ ସମ୍ଭବ ସାହାଯ୍ୟ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ଚନ୍ଦନଭାଟି ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ୍‌ କେନ୍ଦୁମୁଣ୍ଡି ଗ୍ରା.ପ.ରୁ
Read More...

ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ : ରେଳ ଚଳାଚଳ ବାଧାପ୍ରାପ୍ତ

ମୁନିଗୁଡା : ରାୟଗଡାରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ । ରେଳଧାରଣା କାମ ଚାଲିଥିବା ବେଳେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀମାନେ ଅନୁଧ୍ୟାନ କରୁଛନ୍ତି । ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ପଲ୍‌ସ୍‌ ପୋଲିଓ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ତା ୩୧/୦୧/୨୧ ଠାରୁ ତା୦୨/୦୨/୨୧ପର୍ୟ୍ୟନ୍ତ ଜନ୍ମରୁ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କାର୍ୟ୍ୟକ୍ରମ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଅନୁଷ୍ଠିତ ହେବ
Read More...

କିରାବାହାଲ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ବ୍ଲକ ସ୍ଥିତ ଖଲିଆପାଲି ପଞ୍ଚାୟତର କିରାବାହାଲ ଠାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ବହୁ ଦିନରୁ ଦାବୀ ହୋଇ ଆସୁଥିବା ଏହି କଲ୍ୟଣ ମଣ୍ଡପର
Read More...

୨୯ରେ ପଦ୍ମପୁରରେ କୃଷକ ଅଧିକାର ରେଲି : ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୯ ତାରିଖ ଦିନ ପଦ୍ମପୁରରେ ଭାରତୀୟ ଜନତା ପାର୍ଟି ଆହ୍ବାନରେ କୃଷକ ଅଧିକାର ରେଲି ଓ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମନାରେ ଗଣ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ
Read More...

ପୁଷ୍‌ପୁନି ପାଇଁ ଗାଁ ଗୁଡ଼ିକ ଚଳ ଚଞ୍ଚଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଗାଁରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷ୍‌ପୁନି ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଛି । ଛୋଟ ଛୋଟ ପିଲା ମାନେ ଘର ଘର ବୁଲି ପାରମ୍ପରିକ ରୀତିରେ ଛେର୍‌ଛେରା ମାଗିଥିବା ଦେଖିବାକୁ ମଧ୍ୟ ମିଲି
Read More...

ସମାଜସେବୀ ଲଳିତ ନାୟକଙ୍କ ଦ୍ୱାଦଶାହରେ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଂଜଳି ସଭା : କୋଟିଏ ହୃଦୟର ଗୋଟିଏ ନାୟକ ଲଳିଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ତଥା ଗରିବ ଖଟିଖିଆଙ୍କ ଚିରସାଥୀ ଲଳିତ ନାୟକଙ୍କ ଦ୍ୱାଦଶାହ ଉପଲକ୍ଷେ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଥିବା ବେଳେ କୋଟିଏ ହୃଦୟର ଗୋଟିଏ ନାୟକ ଲଳିଦ ଦା’ ଅମର୍‌ ରହେ ଧ୍ୱନୀରେ ପ୍ରକଂପିତ ହୋଇଛି କୋଶଳ କଳାମଣ୍ଡଳ
Read More...

ବିଜୁ ସେତୁ ପିଲର ପାଇଁ ଖୋଳାଯାଉଥିବା ଗାତରେ ଖସିପଡି ଶ୍ରମିକ ମୃତ

ବାରିପଦା : କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ତାଳପଦରରେ ବିଜୁସେତୁ ଭୁଷୁଡି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ମାମଳାରେ ସହକାରୀ ଯନ୍ତ୍ରୀ ଅସିତ୍‌ ପାତ୍ରଙ୍କୁ ଗିରଫ କରାଯାଇଥିବା ସହ ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସରକାର କଡା
Read More...

ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଦିଲ୍ଲୀ ଲାଲ କିଲ୍ଲା

ନୂଆଦିଲ୍ଲୀ : ଗତ ୨୬ ତାରିଖରେ ହୋଇଥିବା କୃଷକ‌ଙ୍କ ଉପଦ୍ରବ ପରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ତରଫରୁ ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ଗତକାଲି ଠାରୁ ଅର୍ଥାତ ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟ‌ନ୍ତ ବ‌ନ୍ଦ ହେଲା ଦିଲ୍ଲୀ ଲାଲ କିଲ୍ଲା । ଲାଲ କିଲ୍ଲା ଦେଖରେଖ
Read More...