ରିପୋର୍ଟ ଦାଖଲ ପାଇଁ ସମୟ ମାଗିଲା ଏସଆଇଟି, ନୟାଗଡ ନାବାଳିକା ହତ୍ୟା ମାମଲା
କଟକ : ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସମୟ ମାଗିଲା ଏସଆଇଟି । ୧୬ ଡିସେମ୍ବରରେ ଦାଖଲ ହୋଇଥିବା ରିପୋର୍ଟ ଖୋଲାଗଲା । ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୨୫ରେ ହେବ ବୋଲି ଧାର୍ୟ୍ୟ କରାଯାଇଛି । ସେପଟେ!-->…
Read More...
Read More...