Yearly Archives

2020

ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜେପିର ମହା ପଦଯାତ୍ରା ପରୀ ପାଇଁ

ଭୁବନେଶ୍ୱର : ଆସନ୍ତା ୨୦ରୁ ୨୪ ତାରିଖ ପର୍ୟ୍ୟନ୍ତ ବିଜେପିର ମହା ପଦଯାତ୍ରା ହେବ । ପରୀ ମୃତ୍ୟୁ ମାମଲାକୁ ଗୁରୁ‌ତ୍ୱର ସହ ନେଇଛି ବିଜେପି । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପିର ଲଢେଇ ଜାରି ରହିବ । ପରୀ ପାଇଁ ମହାପଦଯାତ୍ରା କରିବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ।
Read More...

ଆଜି ରାଜ୍ୟରେ ୩୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୫୧ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ନିଲମ୍ବିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ସୁପାରିସ କରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିକୁ ଦୃଢ ଭାବେ ନିନ୍ଦା କରିଥିବା
Read More...

ହାତଗୋଡ଼ ବାନ୍ଧି ଗାଡ଼ି ଚଢ଼ାଇ ନିର୍ମମ ହତ୍ୟା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଜଣଙ୍କୁ ହାତଗୋଡ଼ ବାନ୍ଧି ଗାଡ଼ି ଚଢ଼ାଇ ନିର୍ମମ ହତ୍ୟା କରାଯାଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସୁନ୍ଦରଗଡ଼-କନିକା ରାସ୍ତା ଉପରେ ଗ୍ରିଣ୍ଡୋଲା ଗାଁ ଠାରୁ ଅଳ୍ପ ଦୂରରେ ଥିବା ମାଣିକେଶ୍ୱରୀ ମନ୍ଦିର
Read More...

ଆଜି ମାର୍ଗଶିର ଗୁରୁବାର : ସମୃଦ୍ଧିର ଦେବୀ ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାର୍ଗଶିର ଗୁରୁବାର । ସମୃଦ୍ଧି, ସାତ୍ତ୍ୱିକତା ଓ ସ୍ୱଚ୍ଛତାର ଦେବୀ ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ । ଏହି ପୂଜନୋତ୍ସବ କୃଷି କାର୍ଯ୍ୟ ସହ ସଂପର୍କିତ ହୋଇଥିବା ବେଳେ ପ୍ରତିବର୍ଷ ମାର୍ଗଶିର ମାସରେ ପଡ଼ୁଥିବା ଗୁରୁବାର ଦିନ ମାନଙ୍କରେ ପାଳିତ ହୁଏ ସାରା
Read More...

ଆମେରିକାରେ କରୋନାର ଭୟ‌ଙ୍କର ରୂପ : ୨୪ ଘଣ୍ଟା ମଧ୍ୟରେ ୩,୭୦୦ ଜୀବନ ଚାଲିଗଲା

ୱାଶିଂଟନ୍ : ଆମେରିକାରେ କରୋନା ସଂକ୍ରମଣରେ ବିସ୍ଫୋରଣ ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ କାରଣରୁ ୩,୭୦୦ ମୃତ୍ୟୁ ଘଟିଛି ଏବଂ ୨,୫୦,୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସିଷ୍ଟମ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହି ସୂଚନା ଦେଇଛି
Read More...

୩୦ଟି କୃଷକ ସଂଗଠନ ବୈଠକ : ସୁପ୍ରିମ କୋର୍ଟରେ ଦ୍ୱିତୀୟ ଦିନର ଶୁଣାଣିକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ଚାଲିଛି

ନୂଆଦିଲ୍ଲୀ : ତିନିଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବୀ କରୁଥିବା କୃଷକଙ୍କ ୩୦ଟି ସଂଗଠନ ଆଜି ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ କୃଷକମାନେ ସନ୍ଥ ରାମ ସିଂଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିବେ । ଏହା ବ୍ୟତୀତ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲା ପାଇଁ ରଣନୀତି ପ୍ରସ୍ତୁତ
Read More...

ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ୫ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଶୁଣି ଏହାର ସମଧାନ ପାଇଁ ପ୍ରୟାସ କରିଛ‌ନ୍ତି । ଏହି
Read More...

ଘଣ୍ଟାପଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର ସଂଜୟ ନାଏକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୨ବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଥିବାରୁ ଡାକ୍ତର ନିଯୁକ୍ତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ । ବୁଧବାର ଜଣେ ଡାକ୍ତର ହସପିଟାଲରେ ଯୋଗଦାନ କରିଥିବାରୁ
Read More...

ଗୋଲାବନ୍ଦ ଗାଁରେ ରୋଜଗାର ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ଗୋଲାବନ୍ଦ ଗ୍ରାମର ଦୋଣ୍ଡିବନ୍ଧ ନାମକ ଏକ ପୋଖରୀ ପରିସରରେ ଜାତୀୟ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରୋଜଗାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ
Read More...