କୃଷି ଆଇନ ବିରୁଦ୍ଧରେ ପୁରସ୍କାର ଫେରସ୍ତ ଆରମ୍ଭ ହେଲା : ପ୍ରକାଶ ସିଂ ବାଦଲ ପଦ୍ମଭୂଷଣ ପୁରସ୍କାର ଫେରାଇଲେ
ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଦେଶରେ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଉଛି । ଏହା ସହିତ ପୁରସ୍କାର ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅକାଳୀ ଦଳର ନେତା ପ୍ରକାଶ ସିଂ ବାଦଲ କୃଷି ଆଇନକୁ ବିରୋଧ କରି ପଦ୍ମଭୂଷଣ ପୁରସ୍କାର ଫେରାଇ!-->…
Read More...
Read More...