Monthly Archives

December 2020

ଏଆଇକେକେଏମ୍‌ଏସ୍‌ ପକ୍ଷରୁ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆୟୋଜିତ ହେଲା ପଥପ୍ରାନ୍ତ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକ ବିରୋଧୀ ଏବଂ ଜନ ବିରୋଧୀ ତିନୋଟି କୃଷି ଆଇନ-ପ୍ରାଇଭେଟ୍‌ ମଣ୍ଡି ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, କୃଷି ଆଇନ-୨୦୨୦କୁ ବାତିଲ କରିବା ଦାବୀରେ ପଞ୍ଜାବ, ହରିୟାନା ଠାରୁ ଆରମ୍ଭ କରି ସାରା ଭାରତ ବର୍ଷରେ ଯେଉଁ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ ମୁଣ୍ଡ
Read More...

ମିଳିତ ମଂଚ କ୍ଷତିପୂରଣ ପାଇଁ ସରକାରଙ୍କୁ ଦେବ ଜମାକାରୀ ଏବଂ ଜମାରାଶିର ସମ୍ପୁର୍ଣ୍ଣ ବିବରଣୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ (ଏଏସ୍‌କେଏମ୍‌ଏମ୍‌) ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ପାଟଣାଗଡ ବ୍ଲକ ଅନ୍ତର୍ଗତ ବନାଇମୁଣ୍ଡା ପଞ୍ଚାୟତ ଏବଂ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ସମ୍ମୁଖରେ ଜମାକାରୀ ସତ୍ୟାଗ୍ରହ
Read More...

ବଲାଙ୍ଗିରରେ କୋଶଲୀ ଲଖିଁପୁରାନ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲକ୍ଷ୍ମୀପୁରାଣ ଗୀତିନାଟ୍ୟ ହେଉ ବା କାବ୍ୟ ସ୍ରୋତରେ ସଚେତନତାର କଥା କହି ସମାଜକୁ ସୁସଂଯୋଜିତ କରିଆସିଛି । ସେ ସମୟରେ ବଳରାମ ଦାସଙ୍କ ଲକ୍ଷ୍ମୀ ପୂରାଣ ନାରୀ ସ୍ୱାଧିନତାକୁ ଘରେ ଘରେ ପହଞ୍ଚାଇ ନାରୀମାନଙ୍କୁ ଜାଗ୍ରତ କରି ପାରିଥିଲା । ଏହା ସହ ସେଥିରେ ଜାତି
Read More...

ନିଜ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଲେ ବୃଦ୍ଧା

ଉତ୍ତର ପ୍ରଦେଶ : ପ୍ରଧାନମନ୍ତ୍ରୀଙ୍କ ନାମରେ ସବୁତକ ସମ୍ପତ୍ତି କରିଦେବାକୁ ଉତ୍ତର ପ୍ରଦେଶର ମୋୖନପୁରୀ ତହସିଲ ବିକାଶ ବ୍ଳକର କିଶନିର ଚିତ୍ରୟାନ ଗାଁର ଜଣେ ବୃଦ୍ଧା ନିଷ୍ପତ୍ତି ନେଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁସାରେ ବୃଦ୍ଧାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି । ବୃଦ୍ଧାଙ୍କ ନାଁ
Read More...

ଆମ୍ବୁଲାନ୍ସକୁ ଧକ୍କା ଦେଲା କାର୍‌ : ଘଟଣା ସ୍ଥଳରେ ଓଲ୍‌ଟି ପଡିଲା ଆମ୍ବୁଲାନ୍ସ

ସାଲେପୁର : ଏକ ଘେରୋଇ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଏକ କାର୍‌ । କଟକ ଜିଲ୍ଲାର ଟାଙ୍ଗୀ ଥାନା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ରୋଗୀ ଛାଡି ଫେରୁଥିବା ବେଳେ ଗୋଟିଏ କାର୍‌ ଦ୍ରୁତଗତିରେ ଆସି ପଟି ଦେଇ ପଳାଇ ଯାଇଥିଲା କାର୍‌ । ଘଟଣା ସ୍ଥଳରେ ଆମ୍ବୁଲାନ୍ସଟି ଓଲ୍‌ଟି
Read More...

ବି‌ଶ୍ୱର ଏହି ଦେଶମାନଙ୍କ ନିଜର କୌଣସି ସୈନ୍ୟବାହିନୀ ନାହିଁ : ଜାଣନ୍ତୁ, ସୀମା ସୁରକ୍ଷା ହୁଏ କିପରି

ନୂଆଦିଲ୍ଲୀ : ଯେତେବେଳେ କୌଣସି ଦେଶର ସୁରକ୍ଷା କଥା ଆସେ, ସେତେବେଳେ ଆମ ମନରେ ଦୁଇଟି ଚିତ୍ର ଉତ୍ପନ୍ନ ହୁଏ, ପ୍ରଥମେ ସେନା ଏବଂ ଦ୍ୱିତୀୟରେ ପୋଲିସ । ପୋଲିସ ଏବଂ ସେନା ପ୍ରତ୍ୟେକ ଦେଶର ସୁରକ୍ଷା ପରିଚାଳନା କରନ୍ତି । ପୋଲିସର ଦାୟି‌ତ୍ୱ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ହୋଇଥିବା ବେଳେ
Read More...

ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ମୋ ସ୍କୁଲ ଅଭିଯାନ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମ ଆଜି ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ସ୍କୁଲର ଉନ୍ନତି କଳ୍ପେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ପି. ପି .
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୯ : ବଲାଙ୍ଗିର ପୌରାଂଚଳରେ ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୯ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୪ରୁ ୪, ୮ରୁ ୧, ୧୫ରୁ ୨ ଓ ୨୧ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି ।
Read More...

ସାବଧାନ : ବଢ଼ୁଛି ଅନ୍‌ଲାଇନ୍‌ ଠକେଇ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବ‌ର୍ତ୍ତମାନର ଡ଼ିଜିଟାଲ୍‌ ଯୁଗରେ ବଢ଼ିଚାଲିଛି ଅନ୍‌ଲାଇନ୍‌ ଠକେଇ । କେତେବେଳେ ଲଟେରୀ ଫିଟିଛି ବୋଲି କଲ୍‌ ଆସୁଛି ତ' କେତେବେଳେ ଏଟିଏମ୍‌ କାର୍ଡର ବୈଧତାକୁ ନେଇ କଲ୍‌ ଆସୁଛି । ଯିଏ ସେହି କଲ୍‌ର ଚକ୍ରବ୍ୟୁହରେ ଫଶିଗଲା ତାର କ‌ଷ୍ଟ ଅର୍ଜିତ ଟ‌ଙ୍କା
Read More...

ମଣ୍ଡି ଖୋଲିବା ପରେ ଏସଏଚ୍‌ଜି ବଦଳରେ ସୋସାଇଟିକୁ ହସ୍ତାନ୍ତର ନେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା'କୁ ସମ୍ମାନ ଗାଁକୁ ସମ୍ମାନ, ମିଶନ ଶକ୍ତି ପରି ସରକାର ନାରୀ ସଶକ୍ତି କରଣ ଏବଂ ମହିଳାଙ୍କ ବିକାଶ ପାଇଁ ବହୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ ଚିତ୍ରମାନ ବିପରିତ ଦେଖିବାକୁ ମିଳୁଛି । ବହୁ ଜାଗାରେ ସ୍ୱୟଂ ସହାୟିକା ଗୋଷ୍ଠୀ
Read More...