Monthly Archives

December 2020

ବ୍ଲକ ସ୍ତରୀୟ ଲିଙ୍ଗ ଭିତ୍ତିକ ଘରୋଇ ହିଂସା ରୋକିବା ପାଇଁ ସ୍ମାରକ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ଦୂରୀକରଣ ନିମନ୍ତେ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ବ୍ଳକର ମହିଳାମାନଙ୍କୁ ନେଇ ଏକ ୧୬ ଦିନିଆ ଅଭିଯାନ ଚାଲି ଆସୁଥିବା ବେଳେ ୧୦ତାରିଖ ମାନବଧିକାର ଦିନ
Read More...

ସମାଜସେବା ପାଇଁ ଚର୍ଚ୍ଚାରେ ଦଣ୍ଡପାଟ ଅଞ୍ଚଳରେ ଭାରତୀ

ଧର୍ମଗଡ଼, (ଭାରତ ବିଶି) : ସମାଜସେବା ପାଇଁ ଉତ୍ସର୍ଗୀକୃତ ଜଣେ ଯୁବତୀ ଭାରତୀ ବିଶି । ଦଣ୍ଡପାଟ ଅଞ୍ଚଳର ୧୫ ଜଣ ଅସହାୟ ବୃଦ୍ଧା ଓ ଜଣେ ଭିନ୍ନକ୍ଷମଙ୍କୁ ନିଜ ଉଦ୍ୟମରେ କମ୍ବଳ ବଣ୍ଟନ କରିଥିବା ବେଳେ ଅନେକ ସମୟରେ ଲୋକଙ୍କୁ କରୋନା ସଚେତନ କରି ଆସୁଛନ୍ତି । ତାଙ୍କର ଏହି ଜନସେବା ପାଇଁ ଅନେକ
Read More...

ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା, (ପ୍ରଶା‌ନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ଠାରେ ସ୍କୁଲର ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ସଭାପତିତ୍ବ ମୋ ସ୍କୁଲ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସରକାରଙ୍କ
Read More...

କବିତା : ଦେବୀ ପାଦରେ

ମାଧୁରୀ ପ‌ଣ୍ଡା ଏଥର ମୋ'ପାଖେଶବ୍ଦ ନାହିଁ, ପ୍ରେମ ନାହିଁଆବେଗ ଶୂନ୍ୟ,ତୋ ନୀଳପାଦରେକେବଳ ରଖିଦେଇ ଯାଏଏ ସଂକ୍ରମିତ ସମୟ । ଯେଉଁଠି ତୋ ପାଦସେଇଠି କୁଢକୁଢ ଶବଙ୍କମହୋତ୍ସବ, ସେ ଭିତରେମୋ ଭାଇ, ଝିଅ, ପ୍ରେମିକବିମା'…। ମୁଁ ଖାଲି ହୋଇ ଚାଲିଛିଗୋଟେ ଅକଥନୀୟଅସହାୟତାରେ ଛଟପଟମୋ
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ୧୩ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପ୍‌ସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର'ର ବିଜେତା ହେଉଛନ୍ତି ଭରସୁଜାର ଅନାଦି ଭୋଇ ଭୋଇ । ଏହି ଉଠାଣ
Read More...

ସମ୍ପିଆରେ ନୂତନ ସ୍କୁଲ ଗୃହ ପାଇଁ ଜେଇଙ୍କ ପ୍ରତିଶ୍ରୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମର ସ୍କୁଲ ଗୃହ ଭାଙ୍ଗି ପଡିରହିଛି । ଏ ଦିଗରେ ପ୍ରଶାସନର ଦୃଷ୍ଟି ପଡୁନାହିଁ । ଦେଖିବାକୁ ଭୟଙ୍କର ଅବସ୍ଥାରେ ଶ୍ରେଣୀ କୋଠରୀ । ଶିକ୍ଷା ବିଭାଗ ସଂପିଆ ସ୍କୁଲ ଗୃହ ପାଇଁ ସମ୍ପୂର୍ଣ୍ଣ ଭାବେ ଆଖିବୁଜି
Read More...

ନଦୀ ଭିତରେ ଆପ୍ରୋଜ ରୋଡ଼ ନିର୍ମାଣ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅର୍ନ୍ତଗତ ଖର୍ଡ଼ା-ଲିଖିରିଆ ରାସ୍ତାରେ ଥିବା ସୋନଗଡ଼ ନଦୀ ଭିତରେ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇ ନଥିବାରୁ ତୁଷରା ଏନ୍ଏସିକୁ ପ୍ରତିଦିନ ଯିବା ଆସିବା କରୁଥିବା ଲୋକେ ନାହିଁ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ
Read More...

ବିଶ୍ୱ ମାନବିକ ଅଧିକାର ଦିବସ ପାଳନ : ‘କୃତୀତ୍ୱ ହିଁ ପ୍ରେରଣାର ଉତ୍ସ’ ଶୀର୍ଷକରେ ଆଲୋଚନା ଚକ୍ର

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ଅବସରରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘କୃତୀତ୍ୱ ହିଁ ପ୍ରେରଣାର ଉତ୍ସ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା
Read More...

ପରୀ ହତ୍ୟା ଘଟଣା : ନିରପେକ୍ଷ ଓ କ୍ଷମତାପ୍ରାପ୍ତ ପୋଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ ପାଇଁ ଦାବୀ କଲେ ନରସିଂହ

ସମ୍ବିତ ପାତ୍ରଙ୍କୁ ଓକିଲ ନୋଟିସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୟାଗଡ଼ ପରୀ ହତ୍ୟା ଘଟଣାର ସ୍ୱତନ୍ତ୍ର ତଦନ୍ତକାରୀ ଦଳର ମୁଖ୍ୟ ଭାବେ ସରକାର ରାଜ୍ୟ ପରିବହନ ନିଗମର ମୁଖ୍ୟ ଆଇ.ଜି. ଅରୁଣ ବୋଥ୍ରାଙ୍କୁ ନିଯୁକ୍ତ କରିଛନ୍ତି । କିନ୍ତୁ ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ ପାଇଁ ସିଆରପିସି
Read More...

ରେଣ୍ଡୋ ମାଝୀଙ୍କ ୧୬୫ତମ ସହୀଦ ଦିବସ ପାଳିତ

କଳାହାଣ୍ଡି, (ପି.କେ.ସାହୁ) : ରେଣ୍ଡୋ ମାଝୀଙ୍କ ଜନ୍ମ ସ୍ଥଳି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ଅଧୀନସ୍ଥ ଲୁବେନ୍‌ଗଡ଼ଠାରେ କୋଭିଡ଼୍‌ ନିୟମାନୁସାରେ ପାଳନ ହୋଇଯାଇଛି । ୧୮୫୫ ଡିସେମ୍ବର ୧୦ରେ ରସୁଲକୁଣ୍ଡା ଜେଲ୍‌ରେ ତାଙ୍କୁ ଫାଶୀଖୁଂଟରେ ଝୁଲେଇ ଦିଆଯାଇଥିଲା । ସିପାହୀ ବିଦ୍ରୋହ
Read More...