Daily Archives

କରୋନା ଭୂତାଣୁ କାରଣରୁ ପ୍ରାଣ ହରାଉଥିବା ସାମ୍ବାଦିକମାନଙ୍କୁ ‘କୋଭିଡ ଯୋଦ୍ଧା’ ଶ୍ରେଣୀଭୁକ୍ତ କରାଯିବା…

ନୂଆଦିଲ୍ଲୀ : ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI) ଡାକ୍ତର ତଥା ଅନ୍ୟାନ୍ୟ ଜରୁରୀ ସେବା କର୍ମଚାରୀଙ୍କ ପରି କୋଭିଡ -୧୯ କାରଣରୁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କୁ 'କୋଭିଡ ଯୋଦ୍ଧା' ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଏବଂ ସେମାନଙ୍କୁ ମଧ୍ୟ
Read More...

ବାରାକ ଓବାମାଙ୍କ ଝିଅ ଏପରି ଏକ ନୃତ୍ୟ କରିଥିଲେ, ଗୋଟିଏ ଶବ୍ଦରେ ବୋବାଲ୍‌

ୱାଶିଂଟନ୍ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ମିସେଲ ଓବାମାଙ୍କ ଝିଅ ଶଶା ଆଜିକାଲି ବୋବାଲ୍‌ ଖବରରେ ଅଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା ଏକ ଟିକ୍‌ଟକ୍‌ ଭିଡିଓରେ ଗୀତରେ ଶଶା ନାଚିଛନ୍ତି । ଏହି ଭିଡିଓରେ ଶଶାଙ୍କ ସାଙ୍ଗମାନେ ମଧ୍ୟ ନଜର ଆସିଛନ୍ତି । ଶଶା ନିଜେ
Read More...

ମାଝୀପଡା ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବାରୁ ପ୍ରଧାନ ଶିକ୍ଷକ ପ୍ରକୃତି
Read More...

ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜାତୀୟ କୃଷି ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ, କୃଷି ଅନୁସନ୍ଧାନ ପରିଷଦ ସହାୟତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦେଶର ବିକାଶରେ କୃଷିର ଭୂମିକା,
Read More...

ବଲାଙ୍ଗିରରେ ନିର୍ମାଣ ହେବ ୪ କୋଟିର ଅଡିଟରିୟମ : କାମ ଆରମ୍ଭ ପାଇଁ ୧ କୋଟି ମଞ୍ଜୁର : ସହରରେ ସମସ୍ତ ପ୍ରକାର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରୂପରେଖ ପରିବର୍ତ୍ତନ ପାଇଁ ଜୋର୍‌ସୋର୍‌ରେ ଉଦ୍ୟମ ଚାଲିଛି । କିଛି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି । ବର୍ତ୍ତମାନ ପୁଣି ଏକ ଅଡିଟରିୟମ ପାଇଁ ମଞ୍ଜୁରି ମିଳିସାରିଛି । ଗତ ମାର୍ଚ୍ଚ ମାସରେ ଏଲ୍‌ଏଣ୍ଡଏସ୍‌ କ୍ଲବ ପରିସରରେ ୪ କୋଟି
Read More...

କେଶରିୟା ହିନ୍ଦୁ ବାହିନୀ ତରଫରୁ ପରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ୧୧ ଘଣ୍ଟା ସମୟରେ କେଶରିୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ନଗର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ତଥା ରାଜ୍ୟ ମହାମନ୍ତ୍ରୀ ସନ୍ତୋଷ ଭୋଳଙ୍କ ଉପସ୍ଥିତିରେ ପରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ
Read More...

ବି‌ଶ୍ୱର ଏହି ଦେଶମାନଙ୍କ ନିଜର କୌଣସି ସୈନ୍ୟବାହିନୀ ନାହିଁ : ଜାଣନ୍ତୁ, ସୀମା ସୁରକ୍ଷା ହୁଏ କିପରି

ନୂଆଦିଲ୍ଲୀ : ଯେତେବେଳେ କୌଣସି ଦେଶର ସୁରକ୍ଷା କଥା ଆସେ, ସେତେବେଳେ ଆମ ମନରେ ଦୁଇଟି ଚିତ୍ର ଉତ୍ପନ୍ନ ହୁଏ, ପ୍ରଥମେ ସେନା ଏବଂ ଦ୍ୱିତୀୟରେ ପୋଲିସ । ପୋଲିସ ଏବଂ ସେନା ପ୍ରତ୍ୟେକ ଦେଶର ସୁରକ୍ଷା ପରିଚାଳନା କରନ୍ତି । ପୋଲିସର ଦାୟି‌ତ୍ୱ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ହୋଇଥିବା ବେଳେ
Read More...

ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଜ୍ଞା ପୁରୁଷ ଡ. ନୀଳାଚଳ ମିଶ୍ର ଆଉ ନାହାନ୍ତି

ପାଟଣାଗଡ଼, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଜ୍ଞା ପୁରୁଷ ଡ. ନୀଳାଚଳ ମିଶ୍ର(୯୦) ଆଉ ନାହାନ୍ତି । ଆଜି ସକାଳୁ ପାଟଣାଗଡ଼ର ବିଶିଷ୍ଟ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ପିତା ଡ. ମିଶ୍ରଙ୍କ ଦେହାନ୍ତ ହୋଇଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ୧୯୬୧
Read More...

ସାମ୍ବାଦିକମାନଙ୍କୁ ଆର୍ଥିକ ସହାୟତା ଦାବୀ କଲା ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କରୋନା ବିପତ୍ତି ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ସହିତ ବିଭିନ୍ନ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିଥିବା ବେଳେ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତି ଏ ଦିଗରେ ଦୃଷ୍ଟି ଦିଆଯାଇ ନଥିବାରୁ ଅଖିଳ ଭାରତ କ୍ଷୁଦ୍ର ଓ
Read More...

ବାଘଝରନ୍ ଜୁନାନିବାହାଲ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବାଘଝରନ୍ ଜୁନାନୀବାହାଲ ରାସ୍ତା ମଧ୍ୟରେ ଥିବା ଏକ କର୍ଲଭଟ ପାଖରେ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ନାନ୍ଦୁପଲା ଗାଁର ଆଇସଲାଲ୍ ବେହେରା ନିଜ ଗାଁ ନାନ୍ଦୁପଲା ଆସୁଥିବା ସମୟରେ ଗତ ରାତି ୯ଟାରୁ
Read More...