Monthly Archives

November 2020

ଇନୋଭାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ୨ ଜଣ ମୃତ ,୨୫ରୁ ଅଧିକ ଆହତ

ଅନୁଗୁଳ/ବୌଦ୍ଧ, (ବଂଶୀଧର ମାଝୀ) : ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗତରାତି ପ୍ରାୟ ୧ଟା ସମୟରେ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବୌଦ୍ଧ ଛକ ପାଖରେ । ରାସ୍ତା କଡେ ଅଟକିଥିବା ଏକ ଇନୋଭା ଗାଡିକୁ ସମ୍ବଲପୁରରୁ ଭଞ୍ଜନଗର ଯାଉଥିବା ଏକ
Read More...

କରୋନା ସକ୍ରିୟ ମାମଲାର ନିମ୍ନଗାମୀ ଧାରା ଜାରି ରଖିଛି ଭାରତ

• ବିଶ୍ୱସ୍ତରରେ ନିୟୁତ ପିଛା ସର୍ବନିମ୍ନ ସଂକ୍ରମିତ ଭାରତରେ• କ୍ରମାଗତ ତୃତୀୟ ଦିନରେ କରୋନା ସକ୍ରିୟ ମାମଲା ୬ ଲକ୍ଷ ତଳେ• ୧୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ସକ୍ରିୟ ମାମଲା ଜାତୀୟ ହାର ତୁଳନାରେ କମ୍ ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ
Read More...

ଭାରତୀୟ ରେଳବାଇ ଅକ୍ଟୋବର ୨୦୨୦ରେ ମାଲ ପରିବହନ ଓ ଆୟରେ ଉଚ୍ଚ ଅଭିବୃଦ୍ଧି ଧାରା ବଜାୟ ରଖିଛି

• ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ମାସରେ ମାଲ ବୋଝେଇ ପରିମାଣ ୧୫% ଅଧିକ ହୋଇଛି; ମାଲ ପରିବହନ ଆୟ ଗତବର୍ଷର ଏହି ସମୟଠାରୁ ୯ ଶତାଂଶ ଅଧିକ ରେକର୍ଡ କରାଯାଇଛି• ୨୦୨୦ ଅକ୍ଟୋବରରେ ଭାରତୀୟ ରେଳବାଇର ବୋଝେଇ ପରିମାଣ ଥିଲା ୧୦୮.୧୬ ନିୟୁତ ଟନ• ଗତବର୍ଷ ଏହି ମାସ ତୁଳନାରେ ଏହା ଥିଲା
Read More...

ଆଇପିଏଲ୍‌ : କର ବା ମାର ମ୍ୟାଚରେ ଚେନ୍ନାଇଠୁ ୯ ୱିକେଟରେ ହାରିଲା ପଞ୍ଜାବ

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌‌)-୧୩ର ୫୩ତମ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ୍‌ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ୧୮.୫ ଓଭରରେ ଗୋଟିଏ
Read More...

ବଲାଙ୍ଗିର ଦିବସ ଅବସରରେ ସମଲେଶ୍ୱରୀଙ୍କଠାରେ ଦୀପ ପ୍ରଜ୍ୱଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଦିବସ । ଏହି ଅବସରରେ ଆଜି ସଂଧ୍ୟା ସମୟରେ ମା’ ସମଲେଶ୍ୱରୀଙ୍କ ଠାରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ଦୀପ ପ୍ରଜ୍ୱଳନ କରି ବଲାଙ୍ଗିରର ସକଳ ଶୁଭ କାମନା କରାଯାଇଥିବା ସୂଚନାରେ କୁହାଯାଇଛି ।
Read More...

କବିତା : ଆସ ସବୁକେ ଅଂଘେଇ ନେମା

ଦିଲ୍ଲିପ କୁମାର ସରାପ ଉବେଲ ଥି ପୁହୁଁଚି ଗଲିଁ ବଲିଘୁପ୍‌ଘୁପା ଅନ୍ଧାରେଢିଲିନେଲ ଲାଜର୍ ବୁଚକାମୋର୍ ଭାବର୍ ଦୁଆରେ..କେଁଚି ନେଲ ଉଖେନ୍ ଲେଖେଲଟ୍‌କିଥିବାର୍ ଅବଗୁନ୍, ଅଚଲନ୍ବିଶ୍ୱାସକେ ପୁଂଜିକରିଜଗାଲି ପ୍ରେମ ଗଛ୍ ଦୁରା ମନ୍ ଦୁଆରେଫୁଲ ଫୁଟି ମଗ୍‌ମଗାଲା ବେଲେଦେଖତଉସ୍ତାର୍ ନିନ' ତୁମର୍
Read More...

୩ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ସଫା, ୭୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀକୁ ହତ୍ୟା କଲେ ସେନା

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସାଇଫୁଲ୍ଲାର ହତ୍ୟା କରାଯାଇଥିବା ସୂଚନା ମିଳିଛି । ରିୟାଜ ନାଇକୁଙ୍କୁ ହତ୍ୟା କରାଯିବା ପରେ ସାଇଫୁଲ୍ଲାକୁ ହିଜବୁଲ ମୁଖ୍ୟ କମାଣ୍ଡର କରିଥିଲେ । ସୂଚନା ଅନୁସାରେ,
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ଼.ରାମଚନ୍ଦାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୁଭେଚ୍ଛୁଙ୍କ ଭଲପାଇବା ରକ୍ଷା କରିଦେଲା ଡ଼. ରାମଚନ୍ଦାନୀଙ୍କୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ମିଳିଥିବା ସୂଚନା ମୁତାବକ ପାଇକମାଲ ବ୍ଲକର କେର୍ମେଲାବାହାଲ ପଞ୍ଚାୟତ ଅଧୀନରେ ଥିବା ହରଡାଟାଲ ଗ୍ରାମରେ
Read More...

ଲାଲୁ ମୋଦୀଙ୍କୁ ପଚାରିଲେ, ଶ୍ରମିକମାନଙ୍କୁ ଫେରାଇ ଆଣିବା ବେଳେ ଡବଲ ଇଞ୍ଜିନ କେଉଁଠି ଥିଲା

ରାଂଚି : ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନରେ ​​ଲାଲୁ ପ୍ରସାଦ ଯାଦବ ଦେଖା ଯାଉନାହିଁ‌ନ୍ତି । କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ସେ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ ଏବଂ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରୁଛନ୍ତି । ଲାଲୁଙ୍କ ଟ୍ୱିଟରେ
Read More...

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲି ପଞ୍ଚାୟତର ହନୁମାଲ ଗାଁରେ ଆଜି ପୋଲିସ ଚଢାଉ କରି ୮କୁଇଣ୍ଟାଲ ୧୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ଏହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ଚୁହାଯାଇଛି । ହନୁମାଲ ଗାଁରେ ବହୁ ପରିମାଣରେ ଗଞ୍ଜେଇ
Read More...