ଦୀର୍ଘ ୩ ମାସ ହେଲା ଅଚଳ ହୋଇ ପଡିଛି ନଳକୂପ
ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଚାଂୟତର ବାଦିଘୋର ଗ୍ରାମରେ ହରିଜନ ପଡାଠାରେ ଅଚଳ ହୋଇ ପଡିଛି ନଳକୂପ । ଲୋକେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁର ଲୋକଙ୍କ ଗୁାହରୀ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଏଥିପାଇଁ ଜନ!-->…
Read More...
Read More...