Monthly Archives

November 2020

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଦ୍ୱାରା ଯୁବ ଅନୁଷ୍ଠାନ ବିକାଶ କାର୍ୟ୍ୟକ୍ରମ

କଳାହାଣ୍ଡି, ( ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଳ ଦ୍ଵିତୀୟା ବନଛୋରଙ୍କ ନେତୃତ୍ୱରେ ମଦନପୁର ରାମପୁରର ବିଭିନ୍ନ ଯୁବକ ସଙ୍ଘରେ ୦୩ ରୁ ୦୭ ତାରିଖ ମଧ୍ୟରେ ଯୁବ ଅନୁଷ୍ଠାନ ବିକାଶ
Read More...

ସଇଁନ୍ତଲାରେ ୧ କୋଟି ପରେ ଦେଓଗାଁରେ ୨ କୋଟି ଜିଏସଟି ଠକେଇ : ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୁଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟମାଲ ଗ୍ରାମର ରବୀନ୍ଦ୍ର ଭୋଇ ନାମକ ଜଣେ ଚାଷୀଙ୍କ ନାଁରେ ମିଛ କମ୍ପାନୀ ଖୋଲି ୧କୋଟି ଟଙ୍କାର କାରବାର ପରେ ଜିଏସଟି ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଜିଏସଟି ବିଭାଗୀୟ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ଟିଟିଲାଗଡ଼ ପୌରାଂଚଳର ୧୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୫ ଓ ୧୯ରୁ ୨ ଜଣ ଲେଖାଏଁ ଓ ୱାର୍ଡ ନଂ.୨୧ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ରୋତ୍‌ ଗ୍ରା.ପ.ରୁ
Read More...

କୁନ୍ଦୁରୁ କୁଶଲଙ୍କ ୧୩ତମ ବାର୍ଷିକ ଦିବସ ପାଳିତ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଣୁଆ ନେତା ତଥା ସୋନପୁର ନିର୍ବାଚନମଣ୍ଡଳୀରେ ୩ଥର ବିଜୟୀ ବିଧାୟକ ବିଜେଡି ନେତା ସ୍ଵର୍ଗତ କୁନ୍ଦୁରୁ କୁଶଲଙ୍କ ୧୩ତମ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସୋନପୁର ସହରର କୁଞ୍ଜ ହୋଟେଲ ଛକ ନିକଟରେ ଥିବା ତାଙ୍କର
Read More...

ବିପୁଳ ପରିମାଣର ଗଞ୍ଜେଇ, ୨୦ ହଜାର ଟଙ୍କା ଓ ୨ ବୋଲେରୋ ଗାଡ଼ି ଜବତ : ୩ ଗିରଫ୍‌

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ, ୨୦ ହଜାର ଟଙ୍କା ଓ ୨ ବୋଲେରୋ ଗାଡ଼ି ଜବତ କରିଥିବା ବେଳେ ୩ ଜଣ‌ଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏହି ମାମଲାରେ ଅ‌ନ୍ତର୍ଭୁକ୍ତ ୩ ଅଭିଯୁକ୍ତମାନେ ହେଲେ ବସ୍ତା ଥାନା ଅଞ୍ଚଳର
Read More...

୨୦ଟି ଟିପ୍ସ ଅନୁସରଣ କର‌ନ୍ତୁ : ଦିନସାରା ରୁହନ୍ତୁ ଏକ୍‌ଟିଭ୍‌

ଯଦି ଆପଣ ଅତିରିକ୍ତ ଓଜନ ହ୍ରାସ କରିବାକୁ ଏବଂ ଦିନସାରା ସକ୍ରିୟ ରହିବାକୁ ଚାହାଁନ୍ତି, ତେବେ ଦିନସାରା ଏହି ୨୦ ଟି ଟିପ୍ସ ମନେରଖନ୍ତୁ । ବାସ୍ତବରେ, ଆମେ ଖାଦ୍ୟ ସହିତ ଜଡିତ ଅନେକ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ଅସମର୍ଥ ହୋଇଥାଉଁ ଏବଂ ଅନେକ ଜିନିଷ ଖାଇଥାଉ, ଯାହା ଆମ ଶରୀର ପାଇଁ
Read More...

ବିହାର ବିଧାନସଭା ନିର୍ବାଚନ : ଏଥର କିଏ ହାତେଇବ ଶାସନ, ଦେଖନ୍ତୁ ଏକ୍‌ଜିଟ୍‌ ପୁଲ୍

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସହ ଜଡିତ ଶନିବାର ଦିନ ହୋଇଥିବା ଏକଜିଟ୍ ସର୍ଭେ ଅନୁଯାୟୀ, ଆରଜେଡି ନେତୃତ୍ୱାଧୀନ ବିରୋଧୀ ମହାସଂଘ ଶାସକ ଏନଡିଏ ଉପରେ ସଫଳତା ହାସଲ କରିବାକୁ ଯାଉଛି । ଅନ୍ତତ ତିନି ପକ୍ଷେ ତିନିଟି ଏକଜିଟ୍ ପୋଲରେ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୩୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୩୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୩୩ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୦୧
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ବିଧବାଙ୍କୁ ମିଳିଲା ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ରେ ଖବର ପ୍ରସାରଣ ପରେ ଜଣେ ଅସହାୟ ବିଧବାଙ୍କୁ ପ୍ରଶାସନ ପକ୍ଷରୁ ଭତ୍ତା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଦିନ ‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ରେ ‘୧୦ ବର୍ଷ ହେଲା ଅସହାୟ ବିଧବାଙ୍କୁ
Read More...

ଛଞ୍ଚାଣବାହାଲି ଗ୍ରାମବାସୀ ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାଣବାହାଲି ଗାଁ ଯେଉଁଠି୧୫୦ ରୁ ୨୦୦ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ପ୍ରଶାସନ ପକ୍ଷରୁ ଗାଁକୁ ଏକ ସୋଲାର୍ ପମ୍ପ ଦିଆ ଯାଇଥିଲା । ସେ ଦିନଠାରୁ ଗାଁ ଲୋକେ ସ୍ବଚ୍ଛ
Read More...