ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ
ସମ୍ବଲପୁର, (ଦାମୋଦର ପଣ୍ଡା) : ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ଏହି ଟ୍ରେନ ସମ୍ବଲପୁରରୁ ସକାଳ ୬ ଘଣ୍ଟାରେ ଛାଡି ରାୟଗଡାରେ ମଧ୍ୟାହ୍ନ୧୨-୪୦ ରେ ପହଂଚିବ । ଫେରିବା ବେଳେ ଅପରାହ୍ନ ୨-୦୫ ରେ!-->…
Read More...
Read More...