Monthly Archives

November 2020

ବନ୍ଦେ ଉତ୍‌କଳ ଜନନୀକୁ ପାଠ୍ୟକ୍ରମରେ ସାମିଲ କରିବା ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ୱୟ ସମିତିର ଦୃଢ଼ ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ଜିତିସାରିବା ପରେ ଉପକୂଳ ଓଡିଶାବାସୀଙ୍କୁ ଦୀପାବଳୀ ଭେଟି ଦେବାକୁ ଓଡିଶା ସରକାର ବନ୍ଦେ ଉତ୍‌କଳ ଜନନୀକୁ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି
Read More...

ଜିଲ୍ଲା ସ୍ତରୀୟ ଆର.ଆଇ.ଡି.ଏଫ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ : ସମ୍ପୂର୍ଣ୍ଣ ସାର୍ଟିଫିକେଟ ପ୍ରଦାନ ଉପରେ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଆର.ଆଇ.ଡି.ଏଫ. ପ୍ରକଳ୍ପ କାର୍ୟ୍ୟକାରିତା ଓ ଅଗ୍ରଗତିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

ଖୁଟୁଲୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୁଟୁଲୁମୁଣ୍ଡା ଠାରେ ଶିଶୁ ପ୍ରେମୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଭିମସେନ ପଣ୍ଡା ସଭାପତିତ୍ବ କରି
Read More...

ବାଣ ଫୁଟା ସିନା ମନା, ଦୀପ ଜାଳିବାକୁ ତ’ ମନା ନାହିଁ : ଆଲୋକର ପର୍ବ ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାଣ ଫୁଟାଇବା ପାଇଁ ପ୍ରତିବନ୍ଧକ ଲଗାଯାଇଛି । ସେମିତି ବି ପର୍ବ ପାଳନ ନାମରେ ବାଣ ଫୁଟାଇ ବାୟୁ ପ୍ରଦୂଷଣ କରିବା ମାନବ ସମାଜ ନିମନ୍ତେ କେବେ ମଙ୍ଗଳଦାୟକ ନୁହେଁ । ଏଣୁ ଦୀପାବଳି ପର୍ବକୁ
Read More...

‘ଜୁହାର କ୍ରିଏସନ୍‌’ ୟୁଟ୍ୟୁବ୍‌ ଚେନାଲ୍‌ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଆଉ କେତେଦିନ୍‌’ : ନାରୀ ନିର୍ଯାତନା ଉପରେ ଏକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ଜୁହାର କ୍ରିଏସନ୍‌’ ୟୁଟ୍ୟୁବ୍‌ ଚେନାଲ୍‌ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଆଉ କେତେଦିନ୍‌’ ନିକଟରେ ମୁକ୍ତିଲାଭ କରିଥିବା ବେଳେ ଦର୍ଶକମାନଙ୍କ ବିଶେଷ ଭାବେ ଆକର୍ଷିତ କରି ପାରିଥିବା ସୂଚନା ମିଳିଛି । ନାରୀ ନିର୍ଯାତନା ଉପରେ ଆଜିର ସମୟରେ ଏକ ମାଇଲ୍‌ ଖୁଣ୍ଟର
Read More...

ରାଜ୍ୟରେ ୧୫ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା : ଆଜି ପୁଣି ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ଶହକୁ ଟପିଯାଇଛି । ରାଜ୍ୟରେ କରୋନା ସଂକ୍ରମଣ କମି କମି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମୁ ନଥିବା ଦେଖାଯାଇଛି । ଏବେ ସମୁଦାୟ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୫୧୦ରେ
Read More...

ରାଜ୍ୟବାସୀ ଆଶ୍ୱସ୍ତ, ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜିି ଓଡ଼ିଶାରୁ ୯୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମି ଚାଲିଥିବା ବେଳେ ରାଜ୍ୟବାସୀ ଆଶ୍ୱସ୍ତ ହେଉଛନ୍ତି । ଓଡ଼ିଶାରୁ ଆଜି ୯୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୨୩ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୩୭୯ ଆଂଚଳିକ ସଂକ୍ରମଣର
Read More...

୨୨ ବର୍ଷ ପରେ ଆମେରିକା ପ୍ରତିଶୋଧ ନେଲା : ଇରାନରେ ପ୍ରବେଶ କରି ଅଲ୍‌କାଏଦାର ୨ନମ୍ବର ନେତାକୁ ହତ୍ୟା କଲା ଇସ୍ରାଏଲ

ତେହେରାନ : ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ଦ୍ୱାରା ୧୯୯୮ରେ କେନିଆ ଏବଂ ତାଞ୍ଜାନିଆରେ ଥିବା ଆମେରିକୀୟ ଦୂତାବାସ ଉପରେ ହୋଇଥିବା ଭୟଙ୍କର ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା । ଆମେରିକା ତରଫରୁ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଆକ୍ରମଣର ବାର୍ଷିକୀରେ ଇରାନର ରାଜଧାନୀ ତେହେରାନରେ
Read More...

ଅମଲ।ତନ୍ତ୍ର ଅଧୀନରେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କ ଭାଗ୍ୟ ଝୁଲୁଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ୨୦୧୩ ମସିହା ସେପ୍ଟେମ୍ବର ୨୯ ତାରିଖରେ ଭଙ୍ଗ ହୋଇଥିବା ସମ୍ବଲପୁର ପୌର ପରିଷଦ ଓ ପରବର୍ତ୍ତୀ ସମୟରେ ମହାନଗର ନିଗମରେ ପରିଣତ ହେବା ପରେ ମଧ୍ୟ ଦୀର୍ଘ ସାତ ବର୍ଷ ପରେ ବିନା ଲୋକ ପ୍ରତିନିଧିରେ ଚାଲିଛି । ଅମଲ।ତନ୍ତ୍ର ଅଧୀନରେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କ
Read More...

ଚୌକି ଅଛି, ଡାକ୍ତରଙ୍କ ଦେଖା ନାହିଁ : ରୋଗୀ ହନ୍ତସନ୍ତ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର ଅଭାବରୁ ଶୁକ୍ରବାର ଆଉଟଡୋର୍‌ରେ କୌଣସି ଡାକ୍ତର ନଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବହୁ ରୋଗୀ ଚିକିତ୍ସା ନ ପାଇ ନିରାଶ ହୋଇ ଫେରିଥିବା ବେଳେ ତୁଷୁରା
Read More...