ଭୟଙ୍କର ଅଗ୍ନିକାଣ୍ଡ : ଅସଂଖ୍ୟ ଘର ହେଲା ଛାରଖାର୍
କୋଲକାତା : କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଅସଂଖ୍ୟ ଘର ଛାରଖାର୍ ହୋଇଯାଇଥିବା କୁହାଯାଇଛି । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନିବେଦିତା ପଲ୍ଲୀ ନିଉ ଟାଉନର ବସ୍ତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଘର ପାଉଁଶ ହୋଇଯାଇଥିବା ଜଣାଯାଇଛି । ନିଆଁ!-->…
Read More...
Read More...