ବାତ୍ୟା ‘ନିଭାର’ ଭୟଙ୍କର ରୂପ ଧାରଣ କଲା : ଛୁଇଁଲା ସ୍ଥଳଭାଗ
ଚେନ୍ନାଇ : ଶକ୍ତିଶାଳୀ ବାତ୍ୟା 'ନିଭାର' ଗୁରୁବାର ଭୋରରୁ ସ୍ଥଳଭାଗ ଛୁଇଁଥିବା ସୂଚନା ମିଳିଛି। ତାମିଲନାଡୁର ମଲ୍ଲାପୁରମ ଏବଂ ପୁଡୁଚେରୀର କରିକଲରେ ବାତ୍ୟା ମାଡ କରିଥିବା ବେଳେ ଲ୍ୟାଣ୍ଡଫଲ ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ!-->…
Read More...
Read More...