Daily Archives

ଡାକ୍ତର ନିଯୁକ୍ତି କେବେ ହେବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର, ବୁର୍ଲାର ନିଉରୋଲୋଜି(ସ୍ନାୟୁ ମସ୍ତିସ୍କ) ବିଭାଗ ଗତ ଦଶ ବର୍ଷ ହେଲା ଜଣେ ଡ଼ାକ୍ତରରେ ଚାଲିଛି । ସ୍ୱୟଂ ଶାସିତ ହେଲା ପରେ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ । ଚାରିଟି ଅନୁମୋଦିତ ପଦ ଥିଲେ ମଧ୍ୟ ଏ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅବହେଳା କରୁଥିବା
Read More...

ବୁଡାମାଲ କୁମ୍ଭାରପଡାର କଂକ୍ରିଟ୍ ରାସ୍ତା ସମୀକ୍ଷା କଲେ ଜେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ବୁଡାମାଲ ଗାଁରେ ମୁଖ୍ୟ ରାସ୍ତାରୁ କୁମ୍ଭାର ପଡାକୁ ଯାଉଥିବା ରାସ୍ତା ନୁତନ ଭାବେ କଂକ୍ରିଟ୍ ରାସ୍ତାର ସମୀକ୍ଷା କଲେ ପଦ୍ମପୁର ଜେଇ ପ୍ରଶାନ୍ତ ସେଠୀ । ସମସ୍ତ କାର୍ୟ୍ୟର ମାପଚୁପ କରି ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ
Read More...

କେଭା ହେଲଥ ଏଣ୍ତ ୱେଲନେସ ପଏଣ୍ଟ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କେଭା ହେଲଥ ଏଣ୍ତ ୱେଲନେସ ତରଫରୁ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଞ୍ଜନ କୁମାର ଦାଶ କେଭା ପୋଷକତତ୍ତ୍ବ ପ୍ରୟୋଗ ବିଧି ଉପରେ ସମ୍ୟକ ଧାରଣା ଦେଇଥିବା ବେଳେ ଚିନ୍ତାମଣି ସାହୁ ଜୈବିକ ଚାଷ ଉପରେ ଉପଦେଶ ଦେଇ କେଭାର
Read More...

ହାଇ ମାଷ୍ଟ ଲାଇଟ ଜଳୁନି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ଆଲୋକିତ କରିବା ପାଇଁ ଲାଗିଥିବା ହାଇମାଷ୍ଟ ଲାଇଟ ଜଳୁ ନଥିବାରୁ ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଐତିହାସିକ ଯୋଗିନୀ ପୀଠ
Read More...

୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

• ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ ବଢିବ ଏବଂ ଏହା ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ ନୂଆଦିଲ୍ଲୀ, (ପିଆଇବି) : ଆତ୍ମନିର୍ଭର ଭାରତ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଦେଶର ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ
Read More...

ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ

• ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ପ୍ରତି ଗୁରୁତ୍ୱାରୋପ କରିବା ସବୁଠୁ ବଡ଼ ସଂସ୍କାର• ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲର କଟକ ବେଞ୍ଚ କାର୍ୟ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ
Read More...

ଚମ୍ପାଦେଇପୁର ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସ କ୍ରମରେ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ଲକର ପ୍ରତି ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜିତ ହେଉଛି । ଦ୍ୱିତୀୟ ସପ୍ତାହରେ ଆୟୋଜିତ ଏହି ଶିବିର
Read More...

ଅନଙ୍ଗଉଦୟ ସିଂଦେଓଙ୍କ ଜନ୍ମ ଦିନରେ ବିଜେଡିର ରକ୍ତଦାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଅନଙ୍ଗଉଦୟ ସିଂଦେଓଙ୍କ ୭୫ତମ ଜନ୍ମ ଦିବସରେି ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳୁ ବିଜେଡି ଦଳ ତରଫରୁ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ରୋଗୀଙ୍କୁ ଫଳ
Read More...