ବିଦ୍ୟୁତ ବିଭାଗର ଦାଦାଗିରି : ସେବାରୁ ବଞ୍ଚିତ ଲୁହାଖାନବାସୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଲୁହାଖାନ ଗ୍ରାମରେ ବିଦ୍ୟୁତ ସମସ୍ୟା ଦେଖାଯାଇଛି । ସୂଚନା ଅନୁସାରେ ପଦ୍ମପୁର ବିଦ୍ୟୁତ ବିଭାଗ ଲୁହାଖାନ ଗ୍ରାମକୁ ଯାଇ ବିଦ୍ୟୁତ ବିଲ୍ ମାଗିଥିଲେ । ଗାଁର ଲୋକେ ବିଦ୍ୟୁତ ବିଲ ଦେଇଥିଲେ ଓ କିଛିଟା ବ୍ୟକ୍ତି ଲକ୍!-->…
Read More...
Read More...