ଆରଓବି ପକ୍ଷରୁ ସ୍ୱତନ୍ତ୍ର କୋଭିଡ-୧୯ ସଚେତନତା ଅଭିଯାନ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ପାର୍ବଣ ଋତୁରେ କରୋନା ମହାମାରୀକୁ ପ୍ରତିହତ କରିବା ଲାଗି ‘କୋଭିଡ-୧୯ ଉପଯୁକ୍ତ ବ୍ୟବହାର ଜନ ଆନ୍ଦୋଳନ’ର ଶୁଭାରମ୍ଭ କରିଥିଲେ । ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।!-->…
Read More...
Read More...