Daily Archives

କ୍ୱାରେନ୍‌ଟାଇନ୍‌ ସେଂଟର୍‌ରେ ଚୌକିଦାର କାମ କରିଥିବା ରାମଚନ୍ଦ୍ରଙ୍କୁ ମିଳିନାହିଁ ମଜୁରୀ

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ସଂକ୍ରମଣ ଭୟରେ ପ୍ରବାସୀ ଶ୍ରମିକମାନଙ୍କ ପାଖ ମାଡ଼ିବାକୁ ଲୋକେ ଆଶଙ୍କା କରୁଥିବା ବେଳେ ସଂପୃକ୍ତ ବ୍ଲକ୍‌ର ବଡ଼ବାଙ୍କି ଗ୍ରା.ପ. ଅନ୍ତର୍ଗତ ମୁରିବାହାଲ ଗାଁର ରାମଚନ୍ଦ୍ର ହାତୀ(୭୦) ପ୍ରବାସୀ ଶ୍ରମିକମାନଙ୍କୁ ରଖା ଯାଉଥିବା କ୍ୱାରେନ୍‌ଟାଇନ୍‌
Read More...

ହିତାଧିକାରୀଙ୍କ ପକ୍ଷରୁ ୧୦ ମାସର ଚାଉଳ ପାଇନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ବଡ଼ବାଙ୍କି ଗ୍ରା.ପ.ର ବଡ଼ବାଙ୍କି ଗାଁର କୁନ୍ଦି ନିଆଲ(୭୦) ବିପିଏଲ୍‌. କାର୍ଡ ଥାଇ ମଧ୍ୟ ୧୦ ମାସର ଚାଉଳ ପାଇ ନଥିବା ଅଭିଯୋଗ କରିଛନ୍ତି । ସଂପୃକ୍ତ ବିଧବା ବୃଦ୍ଧା ଜଣକ ଅତ୍ୟନ୍ତ ଗରିବ ହୋଇଥିବା ବେଳେ କିଛି ବିପିଏଲ୍‌ ଚାଉଳ
Read More...

ବନ୍ଧପଡା ସାପ୍ତାହିକ ବଜାରରେ ବିଜୁ ଜନତା ଦଳର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ମାକ୍ସ ଓ ସାନିଟାଇଜର ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶନିବାର ଦିନ ଦୁଇଟି ସ୍ଥାନରେ କୋଭିଡ -୧୯କୁ ନେଇ ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ଧପଡା ସାପ୍ତାହିକ ବଜାରରେ ବ୍ଲକ ସଭାପତି ସୁଶୀଲ ଚାନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସଚେତନତା
Read More...

ଧୋନିଙ୍କ ଚେନ୍ନାଇକୁ ୩୭ ରନ୍‌ରେ ହରାଇଲା କୋହଲିଙ୍କ ବାଙ୍ଗାଲୋର : ଅପରାଜିତ ୯୦ ରନ୍‌ର ବିରାଟ ପାଳି ଖେଳି କୋହଲି…

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ୧୧ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୧ତମ ଲକି ଡ୍ର ଉଠାଣ ହୋଇଯାଇଛି । ଏଥର ଲକି ଡ୍ର' ର ବିଜେତା ହେଉଛନ୍ତି ଅତାବିରାର ରଞ୍ଜନ ବେହେରା । ଏହି ଉଠାଣ ସମୟରେ ରୋହିତ କୁମାର ପଟ୍ଟନାୟକ,
Read More...

ୱାଇସିଡିଏ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ଘଣ୍ଟାପଡା ପଞ୍ଚାୟତ ସଭାଗୃହ ଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବେସିକ ନିଡ୍‌ସ ଇଣ୍ଡିଆ, ବାଙ୍ଗାଲୋର ସହାୟତାରେ ପ୍ରୋଗାମ ଅଫିସର ରଣଜିତ ସିଂହଙ୍କ ତତ୍ତ୍ୱାବଧାନରେ
Read More...