ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ପିତୃ ବିୟୋଗ
ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତା ଗୌରୀଶଙ୍କର ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଛି। ସେ କିଛି ଦିନରୁ ବୃଦ୍ଧାବସ୍ଥା ଯୋଗୁଁ ପୀଡ଼ିତ ଥିଲେ । ଆଜି ଟିଟିଲାଗଡର ହାଟପଦାପଡା ସ୍ଥିତ ତାଙ୍କ ବାସଭବନରେ ୯୬ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି ।…
Read More...
Read More...