ଅତି ଦହଗଂଜରେ ବିତୁଛି ଜୀବନ : ଆଶା ଓ ଭରସାକୁ ପାଥେୟ କରିଛି କୁନ୍ତୀ
ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା ପଂଚାୟତର ସାପଲହର ଗ୍ରାମରେ ବସବାସ କରନ୍ତି କୁନ୍ତୀ ସାହୁ । ବୟସ ମାତ୍ର ୩୮ ବର୍ଷ । ହେଲେ ଦଇବ ସହି ପାରିଲା ନାହିଁ । ପ୍ରାୟ ଏକବର୍ଷ ପୂର୍ବେ ସ୍ୱାମୀ ଘନଶ୍ୟାମଙ୍କ ଅକାଳ ମୃତ୍ୟୁ ପରେ!-->…
Read More...
Read More...