Monthly Archives

September 2020

ନିଜ ନୌସେନାକୁ ବଳଶାଳୀ କରୁଛି ଚୀନ୍‌

ନୂଆଦିଲ୍ଲୀ : ଚୀନ୍‌ ଦୁନଆଁର ସବୁଠୁ ବଡ଼ ନୌସେନା ଗଢ଼ି ଭାରତକୁ ଘେରେଇବାକୁ ଚେଷ୍ଟା ଆରମ୍ଭ କରିଛି । କିଛି ବର୍ଷ ହେଲା ନିଜର ନୌସେନାକୁ ଅଧିକ ବଳଶାଳୀ କରିବାରେ ଲାଗିପଡ଼ିଛି ଚୀନ୍‌ । ଚୀନ୍‌ ଚାହୁଁଛି ଯେ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ମ୍ୟାମାର୍‌ରେ ନିଜର ନୌସେନା ଆଡ୍ଡା ପ୍ରତିଷ୍ଠା
Read More...

ଜାଲ ସାର୍ଟିଫିକେଟରେ ଚାକିରୀ : ଧରାପଡ଼ିଲେ ୧୨ ଜଣ ଶିକ୍ଷକ

କେନ୍ଦୁଝର, (କେପିଏନ୍‌ଏସ୍‌) : ଜାଲ୍‌ ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଚାକିରୀ କରୁଥିବା ୧୨ ଜଣ ଶିକ୍ଷକ କେଉଁଝର ଜିଲ୍ଲାରେ ଧରା ପଡ଼ିଥିବା ବେଳେ ଏ ଖବରକୁ ନେଇ ସାରା ଶିକ୍ଷକ ଜଗତରେ ଚାଂଚଲ୍ୟ ଖେଳି ଯାଇଛି । ଗତ ତିନି ବର୍ଷ ମଧ୍ୟରେ ସର୍ବଶିକ୍ଷା ଅଭିଯାନ ଅଧୀନରେ ଯୋଗଦାନ କରିଥିବା କେତେକ
Read More...

ଓଡ଼ିଶାରେ ପୁଣି ବଢ଼ୁଛି ସଂକ୍ରମଣ : ଗତ ୨୪ ଘଂଟାରେ ୩୬୩୧ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ପୁଣି ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୬୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସେମାନଙ୍କ ମଧ୍ୟରୁ ୨୨୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୪୧୭ ଜଣ ଆଂଚଳିକ ସଂକ୍ରମଣର
Read More...

ଭାରତ-ଜାପାନ ବୟନ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଜାପାନ, ଭାରତ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ବୟନ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ମନ୍ତ୍ରିମଣ୍ଡଳର ଅନୁମୋଦନ ପରେ ଏବେ
Read More...

ସମାଜସେବୀ ଲଳିତ ନାୟକଙ୍କୁ ଅସ୍ଥିମଜ୍ଜା କ୍ୟାନସର୍‌ : ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି : ଖୁବ୍‌ଶୀଘ୍ର ଆରୋଗ୍ୟ ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କୁ ବଲାଙ୍ଗିର ମାଟିରେ କିଏ ବା ନ ଜାଣେ । ନିକଟରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଚିକିତ୍ସା ଦ୍ୱାରା ଠିକ୍‌ ହେବା ପରେ ବାରମ୍ବାର ହିମୋଗ୍ଲୋବିନ୍‌ କମିଯିବା କାରଣରୁ ପୁଣି ପରୀକ୍ଷା ନିରୀକ୍ଷା
Read More...

ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ୟ୍ୟକ୍ରମ ‘ମିଶନ କର୍ମଯୋଗୀ’କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

• ସିଭିଲ ସେବା ଦକ୍ଷତା ବୃଦ୍ଧି ପାଇଁ ନୂଆ ଜାତୀୟ ଢାଞ୍ଚା• ବ୍ୟକ୍ତିଗତ, ଆନୁଷ୍ଠାନିକ ଓ ପ୍ରକ୍ରିୟା ସ୍ତରରେ ଦକ୍ଷତା ନିର୍ମାଣ ପାଇଁ ବ୍ୟାପକ ସଂସ୍କାର ଆଣି ଲୋକସେବା ଯୋଗାଣ ବ୍ୟବସ୍ଥାକୁ ସୁଦକ୍ଷ କରିବାକୁ ପ୍ରୟାସ• ସିଭିଲ ସେବା ଦକ୍ଷତା ନିର୍ମାଣ ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ
Read More...

ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦ ଡ୍ୟାମରୁ ଗତ ବୁଧବାର ସନ୍ଧ୍ୟା ସୁଦ୍ଧା ୧୯ ଟି ଗେଟ୍ ମାଧ୍ୟମରେ୩ ଲକ୍ଷ ୭୦ ହଜାର ୩୯୨ କ୍ୟୁସେକ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଅପର ପକ୍ଷରେ ଜଳଭଣ୍ଡାରକୁ ୨ ଲକ୍ଷ ୪୯ ହଜାର ୩୯୨ କ୍ୟୁସେକ ପାଣି ପ୍ରବେଶ କରୁଛି । ଗତ ପ୍ରବଳ ବର୍ଷା ବେଳେ ଛତିଶଗଡ
Read More...

ଅବକାରୀ ବିଭାଗ ଦ୍ଵାରା ରନ୍ଧା ମଦ ଜବତ

ଟିଟିଲାଗଡ, (ଗୌରବ ଦରଜୀ) : କୋରୋନା କାଳରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରାୟ ୫ ମାସ ଧରି ଅନେକ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରିବା ପରେ ବର୍ତ୍ତମାନ ଅନ୍‌ଲକ୍‌ ପ୍ରକ୍ରିୟା ଚାଲିଛି ସାରା ଦେଶରେ । ଜନସାଧାରଣଙ୍କ ଜୀବନ ସାମାନ୍ୟ ସୁଧୁରି ଆସୁଥିବା ବେଳେ ଅନେକ ଅସାମାଜିକ ଲୋକ
Read More...

ସମ୍ବିଧାନ ସୁରକ୍ଷା ମଞ୍ଚ ଓ ହସ୍ପିଟାଲ ବଞ୍ଚାଅ ଅଭିଯାନ ବରଗଡ଼ ପକ୍ଷରୁ ଉଠିଲା ସ୍ୱର

ବରଗଡ଼, (ଗୋପୀନାଥ ସାହୁ) : ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆବଶ୍ୟକ ପରିମାଣର ଡାକ୍ତର, ଫାର୍ମାସିଷ୍ଟ, ନର୍ସ ତଥା ଅନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ ଦାବୀରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ମଞ୍ଚର ଆବାହକ ଭବାନୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ନାଗରିକ
Read More...

ଟିଟିଲାଗଡ ରେ ଶାନ୍ତିପୂର୍ଣ୍ଣ ଭାବେ ଜବର୍ ଦଖଲ ଉଚ୍ଛେଦ

ଟିଟିଲାଗଡ, ( ଗୌରବ ଦରଜୀ) : ବହୁ ବର୍ଷ ଧରି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଥିବା ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ହୋଇ ରହିଥିଲା। ଟିଟିଲାଗଡର ଅନେକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନୀ ମାନେ ଦୋକାନ ଷ୍ଟଲ୍ ଠୁ ଆଗକୁ ପ୍ରାୟ ୫-୬ଫୁଟ ବଢେଇ ସ୍ଥାନ ଦଖଲ କରି ଆଜବେଷ୍ଟଜ ଦେଇ କିମ୍ବା ଚାଲ
Read More...