Monthly Archives

September 2020

ଆଜି ବଲାଙ୍ଗିର ଜିଲ୍ଲାରୁ ୪୩ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮ ଜଣ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଠିକାଦାରପଡ଼ାରୁ ୩, ଇଚ୍ଛାପଡ଼ାରୁ ୧, ସାଗରପଡ଼ାରୁ ୧, କ୍ଲବ୍‌ପଡ଼ାରୁ ୧ ଓ ମାଲପଡ଼ାରୁ
Read More...

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏସ୍‌ସିଓ ବୈଠକରେ ଆତଙ୍କବାଦ ଉପରେ ବର୍ଷିଲେ

ନୂଆଦିଲ୍ଲୀ : ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଆତଙ୍କବାଦକୁ ନେଇ ଜବର୍‌ଦସ୍ତ ବର୍ଷିଛନ୍ତି । ନିଜ ସମ୍ବୋଧନରେ ସେ କହିଛନ୍ତି ଯେ, ଭାରତ ସ୍ପଷ୍ଟ ଭାବରେ ସମସ୍ତ ପ୍ରକାରର ଆତଙ୍କବାଦ ଏବଂ ଏହାର ସମର୍ଥକମାନଙ୍କ ନିନ୍ଦା କରୁଛି । ଆମକୁ ପାରମ୍ପାରିକ ତଥା
Read More...

ଆଗଲପୁର-ସାଲେଭଟା ରାସ୍ତା ପାଲଟିଛି ମରଣ ଯନ୍ତା

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ଠାରୁ ସାଲେଭଟା ୨୬ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିଥିବା ରାସ୍ତାକୁ ମରାମତି କରାଯାଉନାହିଁ । ଉକ୍ତ ରାସ୍ତା ଦେଇ ହଜାର ହଜାର ଲୋକେ ବ୍ଲକ କାର୍ୟ୍ୟାଳୟ, ତହସିଲ କାର୍ୟ୍ୟାଳୟ. ବ୍ୟାଙ୍କ ତଥା ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯିବା ଆସିବା କରୁଥିବା
Read More...

ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପୋଲିସ ଷ୍ଟେସନ ସମ୍ମୁଖରେ ଗଣଧାରଣା

ଟିଟିଲାଗଡ (ଗୌରବ ଦରଜୀ) : ଟିଟିଲାଗଡ ପୋଲିସ ଷ୍ଟେସନ ଅଧିନସ୍ଥ ବାଗଡେର ଗାଁର ଜଣେ କନ୍ଧ ବ୍ୟକ୍ତିଙ୍କ ଉପରେ ଗୋଷ୍ଠୀବଦ୍ଧ ଭାବରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ବାଗଡେର ଗ୍ରାମର ସାମିଲ ମାଝି ବୋଲି ଜଣାପଡିଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ ମୃତ
Read More...

ଆଙ୍ଗନବାଡି କର୍ମୀଙ୍କ ଦୁର୍ନୀତି ଓ ଦୁର୍ବ୍ୟବହାର ବିରୁଦ୍ଧରେ ଅଭିଯୋଗ ପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜୁନାଡିହି ପଡାବାସୀ ତଥା ୱାର୍ଡ ନଂ.୯ ଅଂଚଳବାସୀମାନେ ଜୁନାଡିହିର ଆଙ୍ଗନବାଡି କର୍ମୀ ସସ୍ମିତା ନାମଦେଓଙ୍କ ଦୁର୍ନୀତି ଓ ଦୁର୍ବ୍ୟବହାର ବିରୁଦ୍ଧରେ ସ୍ଥାନୀୟ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଯଦିଓ ସେମାନେ ଏ ବିଷୟରେ ୨୦୧୭ରୁ ପୋଲିସ
Read More...

ସାର କଳାବଜାରୀକୁ ନେଇ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ୟୁରିଆ ସାର ଯୋଗାଣରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ଲାଗି ରହିଛି । ତେଣୁ ଏହାର ପ୍ରତିକାର ଦାବୀରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଅତିରିକ୍ତ
Read More...

ନରସିଂହଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ବୈଠକ : ରାଜ୍ୟରେ ସାର କଳାବଜାରୀକୁ ନେଇ ଗୃହ କମିଟିରେ ଜୋରଦାର ଆଲୋଚନା :…

କେଉଁଝରର ଆନନ୍ଦପୁର, ବଲାଙ୍ଗିର ଡିସିସିବିର ସ୍ୱତନ୍ତ୍ର ଅଡିଟ ରିପୋର୍ଟ ୭ ଦିନ ଭିତରେ ପ୍ରଦାନ କରିବାକୁ ନିର୍ଦ୍ଦେଶବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ ଅଫିସ କାର୍ଯ୍ୟାଳୟ ଭିଡିଓ କନଫରେନ୍ସ କକ୍ଷରେ ବିଧାନସଭା ଗୃହ କମିଟିର ବିଭାଗୀୟ ସବ୍‌ କମିଟି ୬ର ବୈଠକ ଅନୁଷ୍ଠିତ
Read More...

ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଓ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର ଅଭାବୀ ଯୋଗାଣ ସାଂଗକୁ କଳା ବଜାରକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଉ କରାଯାଇଛି । ଜିଲ୍ଲା କୃଷକ ସଂଗଠନର ଶତାଧିକ ଚାଷୀ ଜିଲ୍ଲା କୃଷି
Read More...

ଏନ୍‌ଡ଼ିଏ ଓ ନୋଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏନ୍‌ଡ଼ିଏ ଓ ନୋଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଇଷ୍ଟ କୋଷ୍ଟ ରେଲ୍‌ୱେର ଚିଫ୍‌ ପାସେଂଜର ଟ୍ରାନ୍ସପୋଟେସନ୍‌ ମେନେଜର ଜ୍ୟୋତିପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆସନ୍ତା ୬ ତାରିଖରେ
Read More...

ଦେଓଗାଁ ତହସିଲରେ ନୂତନ ତହସିଲଦାର ଭାବେ ଯୋଗ ଦେଲେ ନାରାୟଣ ସାହୁ

ଦେଓଗାଁ, (ମନିଷ କୁମାର ସାହୁ): ଦେଓଗାଁ ତହସିଲରେ ନୂତନ ତହସିଲଦାର ଭାବେ ନାରାୟଣ ସାହୁ ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଦେଓଗାଁ ତହସିଲଦାର ସୋନାଲି ପାତ୍ରଙ୍କୁ ମୁରିବାହାଲ ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ମୁରିବାହାଲ ତହସିଲଦାର
Read More...