Monthly Archives

September 2020

ଅସହାୟ ଅବସ୍ଥାରେ ସୁମିତ୍ରା ବୁଡେକ : କେବେ ଦୁଃଖ ବୁଝିବେ ସରକାର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ବଢ଼ି ଚାଲିଛି ଦୁଃଖ କଷ୍ଟ ଓ ଅନ୍ୟାନ୍ୟ ଅସୁବିଧା । ଅନେକ ରୋଗର ଶିକାର ହେବା ପରେ ଏବେ ପଡ଼ି ରହିଛି ଖଟରେ । ଏପଟେ ସ୍ଵାମୀଙ୍କୁ ହରାଇ ବେସାହାରା । ବହୁ କାକୁତି ମିନତି କଲା ପରେ ଏଥର ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି ।
Read More...

ମୁଁ ଗଭୀର ଷଡଯନ୍ତ୍ରର ଶିକାର ହୋଇଛି : ସଞ୍ଜୟ ମିଶ୍ର

ମହିଳା ଅସଦାଚରଣ ମାମଲାବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳା କର୍ମଚାରୀଙ୍କୁ ଅସଦଚାରଣ ଘଟଣାରେ ଆଜି ନିଲମ୍ବିତ ଉପ ଜିଲ୍ଲାପାଳ ସଂଜୟ କୁମାର ମିଶ୍ର ଲୋକାଲ କମପ୍ଲେନ କମିଟି (ଏଲସିସି) ଆଗରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ଲୋକାଲ କମପ୍ଲେନ କମିଟି ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରିଣୀଙ୍କୁ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୧୬୩ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୧୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ରେକର୍ଡ ସଂଖ୍ୟକ ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବଲାଙ୍ଗିର ପୌରାଂଚଳର ଆଦର୍ଶପଡ଼ାରୁ ୫, ବିବିଏମ୍‌ଚିଏଚ୍‌ରୁ
Read More...

ଧର୍ମପ୍ରାଣ ମହିଳା ବେଲମତୀ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମ ସାମ୍ବାଦିକ ବନବାସ ସାହୁଙ୍କ ମାତା ଧର୍ମପ୍ରାଣା ମହିଳା ବେଲମତୀ ସାହୁ(୯୦)ଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱର୍ଗୀୟା ସାହୁଙ୍କ ପରିବାର ଗତ ୨୩ ବର୍ଷ ହେଲା ଅତାବିରା ଥାନା ଜହ୍ନାପଡା କର୍ଣ୍ଣାଟିକା ଗ୍ରାମରୁ
Read More...

ଚନ୍ଦନଭାଟି ପେକ୍ସ୍ ଥି ସାର୍ ଅଭାବ୍ : ଡିଲର୍ ମାଲେମାଲ୍‌, ଚାଷୀର୍‌ ବୁଡଲା ହାଲ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗଲା ଚାଏରଦିନ୍ ତଲେ ପାଖର୍‌ ଚନ୍ଦନଭାଟି ପେକ୍ସ୍ କେ ଆସିଥିଲା ୧୮୦ ବସ୍ତା ୟୁରିଆ ସାର୍, ହେଲେ ରାତିର୍ ବାର ବଜେନୁ ଚାଷୀ ଲମ୍‌ବା ଧାଡି ଲମିଥିଲେ ପେକ୍ସ ଆଘେ । ସକାଲର ୯ ବଜେନୁ ଆଧାରକାର୍ଡ ଛିନିକରି ଗୁଟେ ଉତାରୁ ଗୁଟେ ଚାଷୀକେ ଦିଆଗଲା ସାର୍, ହେଲେ ୧୮୦
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୟପୁରରେ ପତ୍ରିକା ଗେଟ୍‌ ଉଦ୍‌ଘାଟିତ : ସମ୍ବାଦ ଉପନିଷଦ ଓ ଅକ୍ଷର ଯାତ୍ରା ପୁସ୍ତକ…

• ଭାରତୀୟ ଅନୁଷ୍ଠାନଗୁଡିକ ଆନ୍ତର୍ଜାତିକ ସ୍ତରର ବିଭିନ୍ନ ସାହିତ୍ୟିକ ପୁରସ୍କାର ପ୍ରଦାନ କରିବା ଉଚିତ : ପ୍ରଧାନମନ୍ତ୍ରୀ• ସମାଜକୁ ସକାରାତ୍ମକଭାବେ କିଛି ଦେବା ସାମ୍ବାଦିକ ପାଇଁ କେବଳ ଜରୁରୀ ନୁହେଁ, ବ୍ୟକ୍ତି ହିସାବରେ ଏହା ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ• ଉପନିଷଦର ଜ୍ଞାନ ଏବଂ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୭୪୮ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୭୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୨୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୫୩୮
Read More...

ହଠାତ୍‌ ଗାଏବ ହେଲେ ଏକ ପରିବାର : ଘର ମୁଖିଆଙ୍କ ଶବ ମିଳିଲା ଘର ଭିତରେ ମାଟି ତଳୁ

ବରେଲି : ନିକଟସ୍ଥ ପିଲିଭିତ ଅଧୀନସ୍ଥ ମାଧୋଦାଣ୍ଡା ଥାନାର କେସରପୁର ଗାଁରେ ଗତ ୪ ଦିନ ତଳେ ହଠାତ୍‌ ଗାଏବ ହୋଇଗଲେ ୫ ଜଣ ସଦସ୍ୟ ବିଶିଷ୍ଟ ଏକ ପରିବାର । ଘର ମୁଖିଆଙ୍କ ଶବ ଘର ଭିତରେ ମାଟି ତଳୁ ମିଳିଛି । ଏହି ଖବର ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଅକସ୍ମାତ୍‌ ଗାଁରେ ଏକ ପରିବାରର
Read More...

ଜଳସମ୍ପଦ ମନ୍ତ୍ରୀଙ୍କ ତିର୍ତ୍ତୋଲ ବ୍ଲକର ବନ୍ୟାଂଚଳ ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ତିର୍ତ୍ତୋଲ ବ୍ଲକର ବନ୍ୟାଂଚଳ ପରିଦର୍ଶନ କରି ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। କ୍ରିଷ୍ଣାନନ୍ଦପୁରଠାରେ ମନ୍ତ୍ରୀ ଶ୍ରୀ ଦାସ ପାଇକା ନଦୀବନ୍ଧ ଉନ୍ନୟନ ସମ୍ପର୍କରେ
Read More...

ନୂଆ ସଂକ୍ରମଣ ଦେଶରେ ଆଜି ୮୯,୭୦୬ : ୧୧୧୫ ଜଣଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ଆଜି ଦେଶରେ ପୁଣି ନୂଆ ସଂକ୍ରମଣଙ୍କ ସଂଖ୍ୟା ୮୯,୭୦୬ ରହିଥିବା ବେଳେ ଗତ ୨୪ ଘଂଟାରେ ୧୧୧୫ ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଛି । ଦେଶରେ ଏବେ ୪୩.୭ ଲକ୍ଷ ଲୋକ ଏହି ମହାମାରୀର କବ୍‌ଜାକୁ ଆସି ଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୮,୯୭,୩୯୪ ଜଣ ଜୀବନ ହରାଇ ସାରିଛନ୍ତି କରୋନା
Read More...