Monthly Archives

September 2020

ଉଦ୍ୟାନ କୃଷିର ବିହନ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁସାରେ ସହକାରୀ ଉଦ୍ୟାନ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ପନିପରିବା ମଂଜି ବିତରଣ କରାଯାଇଛି । ପ୍ରଥମ ପର୍ୟ୍ୟାୟ ଝାରବନ୍ଧ ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ କରାଯାଇଥିଲା । ସରପଞ୍ଚ ଶ୍ରୀମତୀ ଧନମତୀ ପାଣ୍ତେ, ଉଦ୍ୟାନ
Read More...

ପରଲୋକରେ ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ପାଣିଗ୍ରାହୀ

ବଙ୍ଗୋମୁଣ୍ଡା, (ଦୀପକ କୁମାର ପାଣିଗ୍ରାହୀ) : ବଙ୍ଗୋମୁଣ୍ଡା ସଦର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ପାଣିଗ୍ରାହୀଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ତାଙ୍କ ଶିକ୍ଷକତା ଜୀବନ ତୁରେକେଲା ବ୍ଲକ ଯାମୁଟଝୁଲା ଗ୍ରାମରୁ ଆରମ୍ଭ କରି ବଙ୍ଗୋମୁଣ୍ଡା ବ୍ଲକ ବରୋବହାଲ ଗ୍ରାମ
Read More...

କଅଁସର ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି : କାମ କଲେ ଶ୍ରମିକ, ପାଉଣା ନାହିଁ : ଶ୍ରମିକ କାଙ୍ଗାଲ୍‌, ବାବୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଯୋଜନାରେ ଶ୍ରମିକମାନେ ୧୦୦ ଦିନ କାମ କଲା ପରେ ଶ୍ରମିକଙ୍କୁ ତାଙ୍କ କାମ କଲା ପାଉଣା ମିଳିବା କଥା । ହେଲେ କାମ କରି ୬ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ
Read More...

ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ସମାବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର ଅଭାବ ସହ କଳାବଜାର ପ୍ରସଂଗକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ସମାବେଶ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ସଭାପତି ରାଜେନ୍ଦ୍ର ନାୟକ ଓ ଜିଲ୍ଲା
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଜଣେ ଅସହାୟଙ୍କ ଶବ ସତ୍କାର କରାଯାଇଛି । ସୂଚନା ଯୋଗ୍ୟ ଯେ , ବଲାଙ୍ଗିର ଶାସ୍ତ୍ରୀନଗରରେ ସଂଗ୍ରାମ ମହାରଣା(୫୫), ତାଙ୍କ ବାପା ମୃତ୍ୟଞ୍ଜୟ ମହାରଣା(୮୦) ଏବଂ ସ୍ତ୍ରୀଙ୍କ ସହ ରହୁଥୁଲେ । ଆଜି ଦିନ
Read More...

‘କୋଶଳ ପ୍ରବାହ‌’ର ପ୍ରଭାବ : ଗତକାଲି ଖବର ପ୍ରକାଶନ ପରେ ତୁରନ୍ତ ସାଂସଦ ସୁରେଶ ପୂଜାରୀଙ୍କ ତତ୍ପରତା

ଯୋଖିପାଲି ଗ୍ରାମ ହେବ ସାନିଆଟାଇଜ, ଲାଗିବ ଟ୍ରାନ୍ସଫର୍ମର : ଦୂର ହେବ ପନୀୟ ଜଳ ସମସ୍ୟାପଦ୍ମପୁର, (ନିରଂଜନ ତ୍ରିପାଠୀ) : ଗତକାଲି 'କୋଶଳ ପ୍ରବାହ‌’ରେ ଖବର ପ୍ରକାଶନ ପରେ ଯୋଖିପାଲି ଗ୍ରାମର ସମସ୍ୟାର ସମାଧାନ ନିମନ୍ତେ ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ, ଯୋଖିପାଲିର
Read More...

ରାଉରକେଲାରେ ଜନ ସଂପର୍କ ଅଭିଯାନ ତ୍ୱରାନ୍ୱିତ କରିବା ଲାଗି ମହାନଗର ନିଗମର ପଦକ୍ଷେପ

• ସହରର ବୁଦ୍ଧିଜୀବୀ, ସାମାଜିକ ସଂଗଠନର ନେତୃବୃନ୍ଦଙ୍କ ସହ ହେବ ବ୍ୟାପକ ଆଲୋଚନା• କୋଭିଡ୍ ମୁକାବିଲା ଓ ସେ ଦିଗରେ ସାମାଜିକ ସଂଗଠନ ତଥା ବୁଦ୍ଧିଜୀବୀଙ୍କ ଭୂମିକା ଉପରେ ହେବ ଆଲୋଚନା• କୋଭିଡ ସ୍ଥିତି ନିୟନ୍ତ୍ରଣ ଦିଗରେ କାର୍ୟ୍ୟ କରିବା ଲାଗି ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ଲାଗି ଆହ୍ୱାନ
Read More...

ଖୁସି ଖବର : କରୋନା ସହ ଲଢ଼ିବାକୁ ଭାରତରେ ଲଂଚ ହେଲା ଔଷଧ

ହାଇଦ୍ରାବାଦ : ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ସଂକ୍ରମଣରେ ସରକାରଙ୍କ ନିଦ ହଜି ଯାଇଛି । କିନ୍ତୁ ଏ ଭିତରେ ଔଷଧ କ୍ଷେତ୍ରର କଂପାନୀ ଡା.ରେଡ଼୍‌ଡ଼ିଜ୍‌ ଲେବରୋଟୋରିଜ୍‌ ଲିମିଟେଡ଼୍‌ ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ରେମ୍‌ଡେସିଭିର୍‌ ଔଷଧ ବଜାରକୁ ଛାଡ଼ିବା
Read More...

ସାଲେପାଲିରୁ ବଗଡା ରାସ୍ତାର ଡକାୟତି ଘଟଣାରେ୨ଜଣଙ୍କୁ କୋର୍ଟ ଚାଲାଣ : ୨ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାର ଲୁଟେରାଙ୍କୁ…

ଦେଓଗାଁ, (ମନିଷ କୁମାର ସାହୁ) : ଗତ ୧ ତାରିଖ ଦିନ ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗାଁ ନିକଟରେ ହୋଇଥିବା ଡକାୟତିରେ ସଂପୃକ୍ତ ଥିବା ୩ ଜଣଙ୍କ ମଧ୍ୟରୁ ୨ ଦୁଇ ଜଣଙ୍କୁ ଦେଓଗାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ୨ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା
Read More...

କବିତା : ତଥାପି

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁତଥାପିବାକି ରହିଛି ଅସ୍ତ ହେବାକୁ ।କଳା ଚାଦର ତଳେ ଲୁଚିସବୁ ଭୁଲି ଯିବାକୁ । ସୁନାର ମୁକୁଟ ପିନ୍ଧି ସାରିଛି ସତହେଲେ,କିଛି ପଥ ଏବେବିରହିଛି ବାକି । ବିଶ୍ୱାସ କରଏ ପରିଧାନକରିଥିବା ଅସ୍ତଗାମୀ ବସ୍ତ୍ରକୂଳରେ କଚାଡିଛିନ୍ନଭିନ୍ନ କଲା ଭଳି ଅସ୍ତିତ୍ୱ ।
Read More...