Monthly Archives

September 2020

ଓଏଭି ହଷ୍ଟେଲରେ ନିମ୍ନମାନର ଝରକା କବାଟ ବ୍ୟବହାର ଘଟଣା : ବିଇଓଙ୍କ ପରିଦର୍ଶନ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ କୋଠାରେ ଲଗାଯାଇଥିବା କବାଟ ଝରକାରେ ବ୍ୟବହାର କରାଯାଇଥିବା ପ୍ଲାଇଉଡ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଥିବା ସଂପର୍କରେ ଗଣମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିଲା । ଗତ ୯ ତାରିଖ ଦିନ ଦେଓଗାଁ ବିଇଓ
Read More...

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପୌରପାଳିକା ପରିଦର୍ଶନ : କୋଭିଡ-୧୯ ସ୍ଥିତି ଉପରେ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଅପରାହ୍ନରେ ବଲାଙ୍ଗିର ପୌରପାଳିକା ପରିଦର୍ଶନ କରିଥିବା ବେଳେ ବଲାଙ୍ଗିରର କୋଭିଡ-୧୯ ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି । ସ୍ଥାନୀୟ ରାଜେନ୍ଦ୍ର ପାର୍କରେ କୋଭିଡ଼୍‌-୧୯ ଆଇନ ପାଳନ ପୂର୍ବକ ବିଭିନ୍ନ
Read More...

କରୋନାରୁ ସୁସ୍ଥତା ଲାଭ କ୍ଷେତ୍ରରେ ଭାରତଠାରୁ ପଛରେ ପଡ଼ିଗଲା ବ୍ରାଜିଲ

ନୂଆଦିଲ୍ଲୀ : ବ୍ରାଜିଲ୍‌କୁ ପଛରେ ପକାଇ କରୋନାରୁ ସୁସ୍ଥତା ଲାଭ କ୍ଷେତ୍ରରେ ଭାରତ ସର୍ବୋଚ୍ଚ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇପାରିଛି । କେବଳ ଏତିକି ନୁହେଁ ସାରା ବିଶ୍ୱରେ ଭାରତ ଏବେ ସୁସ୍ଥତା ହାସଲ କ୍ଷେତ୍ରରେ ଆଗୁଆ ରହିଛି । ଭାରତରେ ଏବେ ୩୮ ଲକ୍ଷ ୫୯ ହଜାର ୩୯୯ ଜଣ ସଂକ୍ରମିତ
Read More...

ରକ୍ଷା ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ପ୍ରଧାନମନ୍ତ୍ରୀ ଚୀନ୍‌ର ଅତିକ୍ରମଣ ନେଇ ଭ୍ରମିତ କରିଛନ୍ତି : ରାହୁଲ…

ନୂଆଦିଲ୍ଲୀ : ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନରେ ସ୍ପଷ୍ଟ ହୋଇଯାଇଛି ଯେ ଚୀନ୍‌ ଅତିକ୍ରମଣ ନେଇ ପ୍ରଧାନମନ୍ତ୍ରୀ ଦେଶକୁ ଭ୍ରମିତ କରିଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଆମର ଦେଶ ସର୍ବଦା ଭାରତୀୟ ସେନାଙ୍କ ଠିଆ ହୋଇଥିଲା ଏବଂ ଠିଆ ହୋଇ ରହିବ ମଧ୍ୟ । କିନ୍ତୁ ଆପଣ କେବେ ଚୀନ୍‌
Read More...

ପିଇବା ପାଣି ପାଇଁ ରାସ୍ତା ଅବରୋଧ

ଟିଟିଲାଗଡ଼, ( ଗୌରବ ଦରଜୀ) : ଟିଟିଲାଗଡ଼ ରେ ୱାର୍ଡ ନଂ.୧ରେ ପାଣିକୁ ନେଇ ଉତ୍ତେଜିତ ହେଲେ ମହିଳା । ପାନୀୟ ଜଳ ଟିକକ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଉ ଏମିତି ଦୃଶ୍ୟ କେଉଁ ଆଭ୍ୟନ୍ତରୀଣ ଅଞ୍ଚଳ ବା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିନାହିଁ, ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଛି
Read More...

ନଦୀୟା ବିହାରୀଙ୍କ ପାଇଁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଟିକ୍ରାପଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଙ୍କୁର ଶିଶୁ ସାହିତ୍ୟ ଅନୁଷ୍ଠାନ ଓ ଅକ୍ଷର ଶିଶୁ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ବଡଭାଇ ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଡା.
Read More...

କବିତା : ସ୍ୱପ୍ନର ଅରଣ୍ୟ ଭିତରେ

ଭାଗୀରଥି ମିଶ୍ରସ୍ୱପ୍ନର ଅରଣ୍ୟ ଭିତରେନିଖୋଜ ଜୀବନ ଆମର! ନିବୁଜ୍‌ କୋରଡ଼ର ଦ୍ୱାର ଖୋଲିପଶିଆସେ ଆଲୁଅର ଝଲକ,ଅଂଧାର ଭିତରୁ ମୁକୁଳିଆଖି ଖୋଲି ପାଟି ମେଲିବା ବେଳକୁଝାପ୍‌ସା ଝାପ୍‌ସା ଦିଶେଆମର ପହିଲି ସ୍ୱପ୍ନ । ହଁ, ସେଇ ଶୈଶବର କଥା କହୁଛିଯେତେବେଳେ ନକ୍ଷତ୍ରମଂଡ଼ଳରେଅଗଣିତ ତାରକାଆମ
Read More...

‘ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଣ୍ଟେଲିଜେନସ୍ ସିଷ୍ଟମ୍’ (BLUIS) ମୋବାଇଲ ଆପ୍ ସଂଯୋଗ ହେଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଜମିକୁ ଉପଗ୍ରହ ସୂଚନା ବ୍ୟବସ୍ଥା ମାଧ୍ୟମରେ "ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଣ୍ଟେଲିଜେନସ୍ ସିଷ୍ଟମ୍" (BLUIS) ମୋବାଇଲ ଆପ୍ ଦ୍ୱାରା ସଂଯୋଗ କରାଯାଇଛି। ନାଗରିକମାନେ ଏହି ଆପ୍ ବ୍ୟବହାର କରି ସରକାରୀ ଜମିର ଅପବ୍ୟବହାର
Read More...

ଓସାକା ହାଇଦ୍ରାବାଦ ଭାର୍ଚୁଆଲ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଅନେକ ହଜିଯାଉଥିବା ଲୋକକଳା ପ୍ରଦର୍ଶିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ତରଫରୁ ଏହି ବର୍ଷ ସେପ୍ଟେମ୍ବର ୧୨ ଏବଂ ୧୩ ଦୁଇଦିନ ଧରି ଭର୍ଚୁଆଲ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ ହୋଇଯାଇଛି । ଏହି ବର୍ଷ ପ୍ରଥମ କରି ଓସାକା ତରଫରୁ ୧୨ ତାରିଖ ଦିନ
Read More...

କୁର୍କୁଟାରେ ପ୍ରୟାସ ଜନ କଲ୍ୟାଣ ସମିତି ପକ୍ଷରୁ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ଜନ କଲ୍ୟାଣ ସମିତି କୁର୍କୁଟା ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ବଡବାଉଁଶେନ ପଞ୍ଚାୟତ
Read More...